Browsing Category

ରାଜ୍ୟ

ଆଜି ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକ, ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ…

ଭୁବନେଶ୍ବର(କେନ୍ଯୁଜ୍): ଆଜି ବର୍ଷର ପ୍ରଥମ କ୍ୟାବିନେଟ୍‌ ବୈଠକ । ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଜାନୁଆରି ପ୍ରଥମ ସପ୍ତାହ ପରେ ଯେକୌଣସି ମୁହୂର୍ତ୍ତରେ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି…

୬ ସପ୍ତାହ ମଧ୍ୟରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ) : ଓଡିଶା ରାଜ୍ୟ ଆଇନଜୀବୀ ପରିଷଦ (ବାର କାଉନସିଲ) ନିର୍ବାଚନ ୬ ସପ୍ତାହ ମଧ୍ୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୧୮ରୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ଅବଧି ଶେଷ ହୋଇ ସାରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଏକ କମିଟି ଏବେ ପରିଚାଳନା ଦାୟିତ୍ୱରେ ରହିଛି ।…

ରାଜ୍ୟର ବିଭିନ୍ନ ସ୍ଥାନରୁ ଧରା ପଡ଼ୁଛନ୍ତି ସନ୍ଦିଗ୍ଧ ପାରା: ରାଉରକେଲା ପରେ ଏବେ ପୁରୀରେ ଚାଇନା ପାରା

ପୁରୀ (କେନ୍ୟୁଜ): କାଲି ରାଉରକେଲାରେ ଦେଖାଯାଇଥିବା ଚାଇନା ପାରା ଏବେ ପୁରୀ ମାଳତୀପାଟ ପୁର ପାଖରେ ଦେଖାଯାଇଛି। ଏହାକୁ ଗୁଇନ୍ଦା ପାରା କୁହାଯାଉଥିବା ବେଳେ ସନ୍ଦେହ ହେଉଛି ଏହା ଦ୍ୱାରା ଚାଇନା କିଛି ଷଡଯନ୍ତ୍ର କରୁନି ତ? କାଲି ଇସ୍ପାତନଗରୀ ଆଉ ଆଜି ଶ୍ରୀକ୍ଷେତ୍ର ପୁରୀରେ ଏହି ପାରା…

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର(କେନ୍ୟୁଜ୍‌) : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆସାମ ଓ ଉତ୍ତରପ୍ରଦେଶ ଗସ୍ତ ସାରି ଆସନ୍ତା ୬ ତାରିଖରେ ସେ ଓଡ଼ିଶାରେ ପହଞ୍ଚିବେ । ଦୁଇ ଦିନ ରହଣିରେ ମାରାଥନ୍ କାର୍ଯ୍ୟକ୍ରମରେ ଯୋଗ ଦେବେ ଅଶ୍ୱିନୀ ବୈଷ୍ଣବ । ଓଡ଼ିଶାରେ ୩ହଜାର ୯୩୩ଟି…

କରୋନା ସ୍ଥିତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ୧୦ ଦିନ ଭିତରେ କୋଭିଡ ହସପିଟାଲ ପ୍ରସ୍ତୁତ ରଖ

ଭୁବନେଶ୍ୱର (କେନ୍ୟୁଜ୍‌) : : ଆଜି କୋଭିଡ ସ୍ଥିତି ପରଖିବା ପରେ ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ ଓ ବେସରକାରୀ ହସପିଟାଲକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦ୍ୱିତୀୟ ଲହରରେ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ହସପିଟାଲ ସବୁକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି…

ଭୁବନେଶ୍ୱର ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ନେଲେ ଏସ୍‌. ସୁଶ୍ରୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଭୁବନେଶ୍ୱର କମିଶନରେଟ ପୋଲିସରେ ନୂଆ ଟ୍ରାଫିକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ଏସ୍‌. ସୁଶ୍ରୀ । ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ରାଫିକ ଡିସିପି କହିଛନ୍ତି କି ପ୍ରଥମେ ଏଠାକାର ସମସ୍ୟାଗୁଡ଼ିକ ବୁଝିବି ଏବଂ ସେହି ଅନୁସାରେ ସମାଧାନର ବାଟ ଖୋଜିବି । ଆହୁରି…

୭ରୁ କମିବ ଶୀତ, ତାପମାତ୍ରା ୩ରୁ ୪ଡିଗ୍ରୀ ସେଲସିୟସ ବଢ଼ିପାରେ

ଭୁବନେଶ୍ୱର(କେନ୍ୟୁଜ) : କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଜାରି ରହିଛି ଶୀତର ପ୍ରଭାବ । ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ଅସହ୍ୟ ଜାଡ଼ରେ ଥରୁଛି । ଗତ ୨୪ ଘଣ୍ଟାରେ ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ସମତଳ ଅଞ୍ଚଳରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରେକର୍ଡ…

ଚବିଶି ଘଣ୍ଟାରେ ୨୫ ଲକ୍ଷ, କୋଭିଡ୍‌ କଟକଣା ଭାଙ୍ଗିଥିବା ଲୋକଙ୍କ ଠାରୁ ଏହି ଫାଇନ୍‌ ଆଦାୟ କରିଛି ପୋଲିସ୍‌

ଭୁବନେଶ୍ୱର : ଦେଶ ସହ ଏବେ ରାଜ୍ୟରେ ବି ବଢ଼ି ଚାଲିଲାଣି କୋଭିଡ ସଂକ୍ରମଣ । ସେହି ଦୃଷ୍ଟିରୁ ସରକାର କଟକଣା ମଧ୍ୟ ଲଗାଇଛନ୍ତି । ତେବେ ଲୋକଙ୍କର ଯେମିତି ଏସବୁ କଟକଣାକୁ ଖାତିର ନାହିଁ । ଯାହାଫଳରେ ପୋଲିସ୍‌ ଆହୁରି କଡ଼ାକଡ଼ି ଭାବେ ନିୟମକୁ ଲାଗୁ କରିଛି । ତେଣୁ ଗତ ୨୪ ଘଣ୍ଟାରେ ପୋଲିସ୍‌…

ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ, ବୈଠକ ପରେ କରିପାରନ୍ତି ନିର୍ବାଚନ ତାରିଖ…

ଭୁବନେଶ୍ୱର(କେନ୍ୟୁଜ) : ପଞ୍ଚାୟତ ନିର୍ବାଚନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ । ଆସନ୍ତା ୧୦ ତାରିଖରେ ବୈଠକ ସର୍ବଦଳୀୟ ବସିବ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ସହ ବିଚାରବିମର୍ଶ କରିବେ ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲା…

ତପସ୍ବିନୀ ଓ ସୁମିତ ମାମଲାରେ ଜିଲ୍ଲା କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ସୁମିତଙ୍କ ଘରେ ରହିବେ ତପସ୍ୱିନୀ

ବ୍ରହ୍ମପୁର (କେନ୍ଯୁଜ୍): ସୁମିତ-ତପସ୍ୱିନୀଙ୍କ ପାରିବାରିକ ମାମଲା ଆଜି ଭିନ୍ନ ମୋଡ ନେଇଛି । ଜିଲ୍ଲା କୋର୍ଟ ଆଜି ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ତପସ୍ୱିନୀ ସୁମିତଙ୍କ ଘରେ ରହିବା ନେଇ କୋର୍ଟ କହିଛନ୍ତି । ସୁମିତଙ୍କ ବ୍ରହ୍ମାନଗର ସ୍ଥିତ ଘରେ…

ଆସନ୍ତାକାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା, ୫୦ ମାର୍କର ଓଏମଆରସିଟ୍‌ରେ ହେବ ଟେଷ୍ଟ୍

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତା ୫ରୁ ଅର୍ଥାତ୍ ଆସନ୍ତାକାଲିଠୁ ଦଶମ ଶ୍ରେଣୀ ସମେଟିଭ ଆସେସମେଣ୍ଟ ୧ ପରୀକ୍ଷା । ପ୍ରଥମଥର ପାଇଁ ବୋର୍ଡ ପରୀକ୍ଷା ପୂର୍ବରୁ ସମ୍ପୂର୍ଣ୍ଣ ବୋର୍ଡ ଢାଞ୍ଚାରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରତି ବିଷୟରେ ୫୦ ନମ୍ବର ସହ ୬ଟି ବିଷୟରେ ୩୦୦ ନମ୍ବର ପରୀକ୍ଷା ହେବ ।…

ଚାରି ବର୍ଷର କୁନି ଝିଅ ପୂଜା, ଜନ୍ମ ଠାରୁ ଆଜି ଯାଏଁ ବଞ୍ଚିବାକୁ କରୁଛି ସଂଘର୍ଷ

ପଟ୍ଟାମୁଣ୍ଡାଇ (କେନ୍ୟୁଜ) : ମୋ ନାଁ ପୂଜା, ମୁଁ ଏବେ ଚାରିବର୍ଷର, କିନ୍ତୁ ଚାଲି ପାରୁନି କି ବୁଲିପାରୁନି, ସାଙ୍ଗ ମାନଙ୍କ ସହିତ ଖେଳି ପାରୁନି। ବାପା ମାଆ ମୋ ଅବସ୍ଥା ଦେଖି ବ୍ୟସ୍ତ ହେଉଛନ୍ତି, ମା ତ ମୋ ମୁହଁକୁ ଚାହିଁ ଚାହିଁ ଆଖିରୁ ଲୁହ ଗଡାଉଛି। କିନ୍ତୁ ଏମିତି କେତେଦିନ? ମୁଁ କଣ ଭଲ…