Browsing Category

ରାଜ୍ୟ

ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱରରେ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର(କେନ୍ଯୁଜ୍):ସଂକ୍ରମଣ ବୃଦ୍ଧି ପରେ ଭୁବନେଶ୍ୱରରେ ବଢିଲା କଣ୍ଟେନମେଣ୍ଟ ଜୋନ। ଗତକାଲି ମଧ୍ୟାହ୍ନରେ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କରିଥିବା ବେଳେ ଆଉ ୫ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ପାଣ୍ଡରାର ଏକ ଘର, XIMBର ଏକ କ୍ୱାର୍ଟର୍ସ, ଶୈଳଶ୍ରୀବିହାର…

କୋରାପୁଟରେ ୬ଟି ରେଞ୍ଜରେ ପକ୍ଷୀ ଗଣନା: ଗତବର୍ଷ ଅପେକ୍ଷା ଚଳିତବର୍ଷ ୨ଗୁଣା ଅଧିକ ପକ୍ଷୀଙ୍କ ଆଗମନ

କୋରାପୁଟ(କେନ୍ଯୁଜ୍):କୋରାପୁଟରେ ୬ଟି ରେଞ୍ଜରେ ପକ୍ଷୀ ଗଣନା । ୨ ହଜାର ୩୫୧ଟି ପକ୍ଷୀ ଚିହ୍ନଟ । ଗତବର୍ଷ ଅପେକ୍ଷା ଚଳିତବର୍ଷ ୨ଗୁଣା ଅଧିକ ପକ୍ଷୀଙ୍କ ଆଗମନ ହୋଇଛି । ଶୀତଦିନରେ ଜଳଭଣ୍ଡାର ଗୁଡିକୁ ଦେଶ ବିଦେଶର ପକ୍ଷୀ ଆସିଥାନ୍ତି । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୨ଗୁଣା ଅଧିକ ପକ୍ଷୀ…

୧୪ ବର୍ଷରେ କମିସନରେଟ ପୋଲିସ: ସଂଗଠିତ ଅପରାଧ, ଜମିଜମା ଅପରାଧ ଓ ଡ୍ରଗ୍‌ସ କାରବାର ଉପରେ ରୋକ ଲଗାଇବା ଚଳିତବର୍ଷ ଫୋକସ 

ଭୁବନେଶ୍ବର(କେନ୍ୟୁଜ୍): ୧୪ ବର୍ଷରେ ପଦାର୍ପଣ କରିଛି କମିସନରେଟ ପୋଲିସ। ପ୍ରତିଷ୍ଠା ଦିବସ ଭର୍ଚୁଆଲ ମୋଡରେ ପାଳିତ ହୋଇଛି। ଟ୍ଵିନସିଟିରେ କଳେବର ବଢୁଥିବାରୁ କମିସନରେଟ ପୋଲିସ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ପୋଲିସ ଡିଜି ସୁନୀଲ ବଂଶଲ ଯୋଗ ଦେଇ…

ମହିମାଧର୍ମୀ ମୋହନ ଚରଣ ବାବାଙ୍କର ମହାପ୍ରୟାଣ, ବୁଗୁଡା ଘୁମୁଷର ତପପୂର୍ଣ୍ଣ ମହିମା ଆଶ୍ରମରେ କଲେ ଦେହତ୍ୟାଗ

ଗଞ୍ଜାମ(କେନ୍ୟୁଜ୍):  ମୋହନ ଚରଣ ବାବା ମହୋଦୟଙ୍କର ମହାପ୍ରୟାଣ । ମହିମା ଧର୍ମରେ ଦୀକ୍ଷିତ ମୋହନ ଚରଣ ବାଲ୍ୟ ଅବସ୍ଥାରୁ ଏହି ପଥର ଅନୁଗାମୀ ହୋଇଥିଲେ । ଗତ ୪ ତାରିଖ ଦିନ ପ୍ରାତଃ ୪,୨୨ ମିନିଟରେ ପରମଧାମ ପ୍ରାପ୍ତି ହେଲେ ।ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଘୁମୁଷର ବରଡପଲ୍ଲୀ ମହିମା ଆଶ୍ରମ…

କଡା ହେଲା କଟକଣା: ଓଡିଶାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଯାଏଁ ନାଇଟ କର୍ଫ୍ୟୁ, ସ୍କୁଲ କଲେଜ ବନ୍ଦ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବଢୁଛି ସଂକ୍ରମଣ । ତାସହ ବଢ଼ିଲା କଟକଣା । ନାଇଟ୍‌ କର୍ଫ୍ୟୁ ସମୟସୀମା ବଢିଲା । କୋଭିଡ କଟକଣା ନେଇ  ଆସିଲା ନୂଆ ଗାଇଡ଼ଲାଇନ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗିବ । ଆସନ୍ତା ୭ ତାରିଖ ସକାଳରୁ ଫେବ୍ରୁଆରୀ ୧…

ହେଲମେଟ ଚୋରି ଘଟଣାର କାହିଁକି ରଖିଲନାହିଁ ଏଫଆଇଆର? କଟକ ଡିସିପିଙ୍କୁ ରିପୋର୍ଟ ତଲବ କଲେ ହାଇକୋର୍ଟ

କଟକ(କେନ୍ୟୁଜ୍):  ହାଇକୋର୍ଟ ବାର ଆସୋସିଏସନ ଭିତରୁ ଜଣେ ଯୁବ ଆଇନଜୀବୀଙ୍କ ହେଲମେଟ ଚୋରୀ ହେବା ଘଟଣାରେ ଲାଲବାଗ ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପରେ ଏ ନେଇ ଆଇନଜୀବୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି କଟକ…

କ୍ୟାବିନେଟର ବଡ଼ ନିଷ୍ପତ୍ତି: ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତିକୁ ବିକ୍ରି କିମ୍ବା ଲିଜ ଓ ମଡଗେଜ ପାଇଁ ଦରକାର ପଡିବନି…

ପୁରୀ(କେନ୍ୟୁଜ୍):ପୁରୀ ଶ୍ରୀମନ୍ଦିର ଅଧିନିୟମ ସଂଶୋଧନ ନେଇ କ୍ୟାବିନେଟର ବଡ଼ ନିଷ୍ପତ୍ତି । ଶ୍ରୀମନ୍ଦିର ଅଧିନ ଜମି ସମ୍ପର୍କିତ ମାମଲାର ତୁରନ୍ତ ଫଇସଲା ନିଷ୍ପତ୍ତି ହୋଇଛି। ନିୟମ ଅନୁସାରେ ବିକ୍ରି ଓ ଲିଜ୍‌ ପାଇଁ ଅନୁମତି ଦରକାର ହେଉଥିଲା। ଏହି ଅଧ୍ୟାଦେଶ ବଳରେ ସମସ୍ତ କ୍ଷେତ୍ରରେ ଆଉ…

ଚୁଲି ନିଆଁରେ ପୋଡ଼ି ହୋଇ ଶିଶୁକନ୍ୟା ଗୁରୁତର, ଜଳି ଯାଇଛି ୮୦ ପ୍ରତିଶତ; ପାଖରେ ଟଙ୍କା ନାହିଁ; ଆଖିରୁ ଲୁହ ଗଡ଼ାଉଛନ୍ତି…

ଚୁଲି ନିଆଁ ସଂସ୍ପର୍ଶରେ ଆସି ଗୁରୁତର ହୋଇଛି ଅଢ଼େଇ ବର୍ଷର ଶିଶୁକନ୍ୟା। ଖେଳୁ ଖେଳୁ ଝିଅଟି କୌଣସି ମତେ ଚୁଲି ମୁହଁକୁ ଚାଲି ଯାଇଥିଲା, ଯାହାଫଳରେ ତା’ ଶରୀରର ପାଖାପାଖି ୮୦ ପ୍ରତିଶତ ଭାଗ ପୋଡ଼ି ଯାଇଛି। ଯଦିଓ ସୌଭାଗ୍ୟବଶତଃ ମୁଣ୍ଡ ଏବଂ ଶରୀରର ସାମ୍ନା ଭାଗ ନିଆଁ ମୁହଁରୁ ବର୍ତ୍ତି ଯାଇଛି,…

ଓଡିଶାରେ ଉପରମୁହଁ ଓମିକ୍ରନ, ଏକାଥରକେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ

ରାଜ୍ୟରେ ଉପରମୁହାଁ ଓମିକ୍ରନ।   ବଢ଼ିଲା ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା । ଏକାଥରକେ ବାହାରିଲେ ୨୪ ଓମିକ୍ରନ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି।  ଆଇଏଲ୍‌ଏସ୍‌ ପକ୍ଷରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଏହି ସୂଚନା ଦିଆଯାଇଛି।…

ବେଆଇନ ଗଞ୍ଜେଇ ବେପାରର ପର୍ଦ୍ଦାଫାସ କଲା ଧର୍ମଶାଳା ପୋଲିସ: ୫୫କେଜି ଗଂଜେଇ ସହ ୭ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୨…

ଯାଜପୁର (କେନ୍ୟୁଜ): ବେଆଇନ ଗଂଜେଇ ବ୍ୟବସାୟର ପର୍ଦ୍ଦାଫାସ କଲା ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ । ଧର୍ମଶାଳା ଥାନା କୁମାରୀ ଗାଁରେ ଚଢାଉ କରି ୫୫କେଜି ଗଂଜେଇ ଜବତ ସହ ନଗଦ ୭ଲକ୍ଷ ୫୧ହଜାର ୨୧୦ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି । ଏଥିସହ ଏହି ବେଆଇନ କାରବାରରେ ସଂପୃକ୍ତ ଥିବା ବ୍ୟବସାୟୀ…

ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ, ପୁଣି ଘରେ ପଶି ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ବର(କେନ୍ୟୁଜ୍): ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ରାଜଧାନୀ ଭୁବନେଶ୍ବର। ପୁଣି ରାଜଧାନୀରେ ଘରେ ପଶି ମାରଣାତ୍ମକ ଆକ୍ରମଣ। ଭୁବନେଶ୍ୱର ଝରପଡା ଜଗନ୍ନାଥ ନଗରର ଲେନ-୪ରେ ଘଟିଛି ଏହି ଘଟଣା ।  ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣର ଲୂଟ ହୋଇଥିବା ଅନୁମାନ…

ଏଠି କଥା ହେଉଛି ବିଶ୍ବାସର: ଠାକୁରାଣୀଙ୍କ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ, ଦେଖିଲେ ଲାଗିବ ଆଶ୍ଚର୍ଯ୍ଯ

ମାହାଙ୍ଗା(କେନ୍ଯୁଜ୍): ଠାକୁରାଣୀଙ୍କ ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ। ଶୁଣିଲେ ଏହା ଆଶ୍ଚର୍ଯ୍ଯ ଲାଗିବ ନିହାତୀ। କିନ୍ତୁ କଥାରେ ଅଛି ଯାହା ନଦେଖିବୁ ବେନି ନୟନେ ପରତେ ନଯିବୁ ଅନ୍ଯ ବଚନେ।  ଏଠି  କାହା କଥା ଶୁଣି ଗପ ଲେଖୁନୁ ଆଜ୍ଞା। ଦେଖିଲେ ନିହାତୀ ବିଶ୍ବାସ କରିବେ । ଯାହା କୌଣସି…