Below header
Browsing Category

ରାଜ୍ୟ

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ୨ ଦିନ ଶିମିଳିପାଳ ବନ୍ଦ

ବାରିପଦା(କେନ୍ଯୁଜ୍):ଆସନ୍ତାକାଲିଠୁ ୨ ଦିନ ଶିମିଳିପାଳ ବନ୍ଦ। ପର୍ଯ୍ୟଟକଙ୍କ ପାଇଁ ୪ ଓ ୫ ତାରିଖ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରଖାଯିବ। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଶିମିଳିପାଳ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତର ଶିମିଳିପାଳ ଡେପୁଟି…

ଓଡ଼ିଶା ଉପରେ ପଡିବ ବାତ୍ୟାର ସିଧାସଳଖ ପ୍ରଭାବ: JTWC

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟା ଜଓ୍ଵାଦ୍‌ କେଉଁଠି ଲ୍ୟାଣ୍ଡଫଲ କରିବ, ତାରି ଉପରେ ନଜର । ଭାରତୀୟ ପାଣିପାଗ ବିଭାଗ IMD ଏପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ନେଇ କୌଣସି ସୂଚନା ଦେଇନାହିଁ । ହେଲେ ବିଭିନ୍ନ ପାଣିପାଗ ମଡେଲ ଲ୍ୟାଣ୍ଡଫଲ ନେଇ ଭିନ୍ନ ଭିନ୍ନ ଦର୍ଶାଇଛନ୍ତି । ଅନ୍ୟପଟେ ଆମେରିକାର ଜଏଣ୍ଟ…

ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍‌ସ ଏମ୍‌ଡି, ସମ୍ବଲପୁର ସମତେ ୫ଟି ସ୍ଥାନରେ ଚାଲିଛି ଚଢଉ

ସମ୍ବଲପୁର(କେନ୍ଯୁଜ୍):ଭିଜିଲାନ୍ସ ଜାଲରେ ଜମନକିରା ଲ୍ୟାମ୍‌ସ ଏମ୍‌ଡି । ଜମନକିରା ଲ୍ୟାମ୍‌ସ ଏମ୍‌ଡି ଫଣିନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢଉ କରୁଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢଉ କରାଯାଉଛି । ସମ୍ବଲପୁର ସମତେ ୫ଟି ସ୍ଥାନରେ ଚାଲିଛି ଚଢଉ । ସମ୍ବଲପୁରର…

ଆଜିଠୁ ଶ୍ରାୀମନ୍ଦିରରେ ଆରମ୍ଭ ଦେବ ଦୀପାବଳୀ, ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜିଠୁ ଶ୍ରାୀମନ୍ଦିରରେ ଦେବ ଦୀପାବଳୀ ଆରମ୍ଭ । ମାର୍ଗଶୀର ମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ନୀତି ଆରମ୍ଭ ହେବ । ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦା ତିିନିଦିନ ଧରି ଏହି ନୀତି ଚାଲିବ । ଏ ଅବସରରେ ମହାପ୍ରଭୁ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ । ମହାପ୍ରଭୁ…

ରାଣୀହାଟ ଶଗଡ଼ିଆ ସାହି ହତ୍ୟାକାଣ୍ଡ ଘଟଣା, ଅଭିଯୁକ୍ତ ପ୍ରଦୋଷ କୁମାର ନାୟକ ଗିରଫ

କଟକ(କେନ୍ଯୁଜ୍): ରାଣୀହାଟ ଶଗଡ଼ିଆ ସାହି ହତ୍ୟାକାଣ୍ଡ ଘଟଣା। ଅଭିଯୁକ୍ତ ପ୍ରଦୋଷ କୁମାର ନାୟକକୁ ଗିରଫ କରି କୋର୍ଟ ଚାଲାଣ କଲା ମଙ୍ଗଳାବାଗ ଥାନା ପୋଲିସ। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ମଧ୍ଯ ଜବତ କରାଯାଇଛି। ନିଜ ସାନ ଭାଇ ପ୍ରସନ୍ନ କୁମାର ନାୟକକୁ ହତ୍ୟା କରିଛି ଗିରଫ ଅଭିଯୁକ୍ତ। କଟକ…

ସମ୍ପର୍କ ସୁଧାରିବାକୁ ୭ ଦିନ: ଆସିକା ଚିନି ଶିଳ୍ପ ଅତିଥି ଭବନରେ ସ୍ୱାମୀ ସୁମିତଙ୍କ ସହ ରହିଲେ ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ସମ୍ପର୍କ ସୁଧାରିବାକୁ ୭ ଦିନ। ସ୍ୱାମୀ ସୁମିତଙ୍କ ସହ ରହିବେ ତପସ୍ୱିନୀ ଦାସ । ସାତ ଦିନ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ । ଉଭୟଙ୍କୁ ଆସିକା ଚିନି ଶିଳ୍ପ ଅତିଥି ଭବନରେ ରଖାଯାଇଛି। ଆସିକା ଥାନା ଅଧିକାରୀଙ୍କ ଦାୟିତ୍ୱରେ…

କୋରାପୁଟରେ ୪୦ କୋଟି ଟଙ୍କାର ଗଂଜେଇ ନଷ୍ଟ, ୨ ଜଣ ଚାଷୀଙ୍କୁ ଗିରଫ କଲା ନନ୍ଦପୁର ପୋଲିସ୍‌

କୋରାପୁଟ(କେନ୍ଯୁଜ୍): କୋରାପୁଟରେ ୪୦ କୋଟି ଟଙ୍କାର ଗଂଜେଇ ନଷ୍ଟ କଲା ଜିଲ୍ଲା ନନ୍ଦପୁର ପୋଲିସ୍‌ । ଏହା ସହ ଦୁଇ ଜଣ ଚାଷୀଙ୍କୁ ଗିରଫ କରାଯାଇଛି । ଲମତାପୁଟ ବ୍ଲକ ବାଲେଲ ଗାଁ ନିକଟରେ ପ୍ରାୟ ୪୦ ଏକର ଗଞ୍ଜେଇ ଚାଷ ସହ ଏକ କୁଇଣ୍ଟାଲ ମଞ୍ଜି ନଷ୍ଟ କରିଛି ପୋଲିସ୍‌ । ଗାଁରେ ବେଧଡକ ଭାବରେ…

ଦକ୍ଷିଣ-ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୮୫୦ କିଲୋମିଟର ଦୂରରେ ଡିପ୍ରେସନ୍, ଆଜି ସନ୍ଧ୍ୟାରେ ନେବ ବାତ୍ୟାର ରୂପ

ଭୁବନେଶ୍ବର(କେନ୍ଯୁଜ୍): ବଙ୍ଗୋପସାଗରରେ ଘନୀଭୂତ ହେଉଛି ଡିପ୍ରେସନ । ଆଜି ସନ୍ଧ୍ୟାରେ ବାତ୍ୟାର ରୂପ ନେବା ସମ୍ଭାବନା । ଦକ୍ଷିଣ ଦକ୍ଷିଣ ପୂର୍ବ ଗୋପାଳପୁର ଠାରୁ ୮୫୦ କିଲୋମିଟର ଦୂରରେ ରହିଛି । ପାରାଦୀପ ଠାରୁ ୯୨୦ କିଲୋମିଟର ଓ ବିଶାଖାପାଟଣାରୁ ୭୭୦ କିଲୋମିଟର ଦୂରରେ ରହିଛି । ଏହା ଉତ୍ତର…

ତପସ୍ୱିନୀ ବିବାହ ମାମଲା : ରାୟ ଶୁଣାଇଲେ SDJM କୋର୍ଟ, ଉଭୟଙ୍କୁ ଭଡ଼ା ଘରେ ୭ ଦିନ ସାଙ୍ଗ ହୋଇ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(କେନ୍ୟୁଜ୍‌) : ତପସ୍ୱିନୀ ବିବାହ ମାମଲାର ଆଜି ରାୟ ଶୁଣାଇଛନ୍ତି ବ୍ରହ୍ମପୁର SDJM କୋର୍ଟ । ଉଭୟଙ୍କୁ ୭ ଦିନ ପାଇଁ ସାଙ୍ଗ ହୋଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏଥିପାଇଁ ଉଭୟଙ୍କୁ ଏକ ଭଡ଼ା ଘର ନେବାକୁ ହେବ । ଏବଂ ଏହି ଘରର ସୁରକ୍ଷା ଦାୟିତ୍ୱରେ ରହିବେ ଆସିକା ଥାନା…

ଜଳଡିହା ଗ୍ରାମରେ ସୁନାର ସନ୍ଧାନ ! ସର୍ଭେ କାମ ଆରମ୍ଭରୁ ସୀମାକୁ ନେଇ ୨ ଗାଁ ମଧ୍ୟରେ ବିବାଦ

ବାଂଶପାଳ(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଜଳଡିହା ଗ୍ରାମ ଜଙ୍ଗଲରେ ସୁନା ଖଣିର ସନ୍ଧାନ ମିଳିଛି । ଭାରତୀୟ ଭୁବୈଜ୍ଞାନିକ ସର୍ବେକ୍ଷଣ ସଂସ୍ଥା (ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ) ପକ୍ଷରୁ ୫ ଜଣିଆ ଦଳ ଜଳଡିହା ଜଙ୍ଗଲରେ ଡେରା ପକାଇ ସର୍ଭେ ଆରମ୍ଭ କରିଛନ୍ତି । ଏହି ସବୁ…

ଅବପାତର ରୂପ ନେଲା ବାତ୍ୟା ଜଓ୍ଵାଦ, ୨୪ ଘଣ୍ଟା ଭିତରେ ବାତ୍ୟାର ରୂପ ନେବ

ଭୁବନେଶ୍ୱର(କେନ୍ୟୁଜ୍‌) : ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା ଜୱାଦ୍ । ଆଜି ସଂଧ୍ୟା ୫ ଟା ୩୦ରେ ଲଘୁଚାପ ଅବପାତର ରୂପ ନେଇ ସାରିଛି । ଏହା ବିଶାଖପାଟଣାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରୁ ୯୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । ସେହିପରି ଗୋପାଳପୁରର ଦକ୍ଷିଣ-ଦକ୍ଷିଣ…

କାଭା ପ୍ରଶାସନିକ ବୋର୍ଡର ସଦସ୍ୟ ଭାବେ ମନୋନୀତ ହେଲେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ

ନୂଆଦିଲ୍ଳୀ : କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍ ସଂଘର ସଭାପତି ଡକ୍ଟର ଅଚ୍ୟୁତ ସାମନ୍ତ କେନ୍ଦ୍ରୀୟ ଏସିଆ ଭଲିବଲ୍ ସଂଘର ପ୍ରଶାସନିକ ବୋର୍ଡ (କାଭା) ସଦସ୍ୟ ମନୋନୀତ ହୋଇଛନ୍ତି । ଗୁରୁବାର ନୂଆଦିଲ୍ଲୀଠାରେ ଭର୍ଚୁଆଲ୍ ମୋଡରେ ଅନୁଷ୍ଠିତ କାଭା କାର୍ଯ୍ୟକାରିଣୀ ବୈଠକରେ କାଭା ପକ୍ଷରୁ ଡକ୍ଟର…