Below header
Browsing Category

ରାଜ୍ୟ

ଆଜି ଓ ଆସନ୍ତାକାଲି ପ୍ରବଳ କାଚିବ ମେଘ, ଆଜି ପାଇଁ ୧୮ ଓ କାଲି ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ):  ଦୁଇ ଦିନ ପ୍ରବଳ ବର୍ଷିବ। ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ପାଇଁ ୧୮ ଜିଲ୍ଲାକୁ ୟେଲୋ…

ରାଜଧାନୀର ନାଳ ପାଣି ଭସାଇନେଲା: ସାଇକେଲ ସହ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର, ମିଳୁନି ପତ୍ତା

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଘଟଣା। ନାଳରେ ଭାସିଯାଇ ନାବାଳକ ନିଖୋଜ। ଟ୍ୟୁସନ ଯିବା ବେଳେ ଡ୍ରେନରେ ଭାସିଗଲେ ନାବାଳକ। ଭୁବନେଶ୍ବର ଶତାବ୍ଦୀ  ନଗର ବ୍ୟାଙ୍କ କଲୋନୀ ପାଖ ନାଳରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର। ସାଇକେଲ ନେଇ ଟ୍ୟୁସନ ଯାଉଥିବା ବେଳେ  ନାଳରେ ପଡି…

ବାଲେଶ୍ୱର: ଜଳେଶ୍ୱର ସାର୍ଥା ଗାଁରୁ ବ୍ରାଉନସୁଗର ବେପାରୀ ଗିରଫ, ବନ୍ଧୁକ ଜବତ

ଜଳେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ସାର୍ଥା ଗାଁରୁ ବ୍ରାଉନସୁଗର ବେପାରୀ ଗିରଫ । ଏହା ସହ ଏକ ଚୋରା ବନ୍ଧୁକ ଜବତ । ଗିରଫ ଅଭିଯୁକ୍ତ ହେଲେ ସୁନୀଲ ଗୌଡ । ସୁନୀଲ ଗାଁ ଭିତରେ ପଶି ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରୁଥିବାବେଳେ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଖବର…

ପାରାଦୀପ ତୈଳ ଟର୍ମିନାଲ୍‌ ଡିପୋରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ପାରାଦୀପ(କେ ନ୍ୟୁଜ): ତୈଳ ଟର୍ମିନାଲ୍‌ ଡିପୋରେ ଅଗ୍ନିକାଣ୍ଡ । ପାରାଦୀପ ବାଉରିଆପାଳନ୍ଦା ବସ୍ତି ନିକଟରେ ଥିବା ଆଇଓସିଏଲ ଟର୍ମିନାଲ୍‌ ଡିପୋରେ ନିଆଁ ଲାଗିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିବା ସୂଚନା…

ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ(କେ ନ୍ୟୁଜ):  ଗଞ୍ଜାମ ଗାଁ ଦାଣ୍ଡରେ ଗଡ଼ିଲା ମୁଣ୍ଡ । ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ । ସଂଘବଦ୍ଧ ଆକ୍ରମଣରେ ଯୁବକ ମୃତ, ଅନ୍ୟ ଜଣେ ଗୁରୁତର । ଗଞ୍ଜାମ ଜିଲ୍ଲା କୋଦଳା ସହର ଡାକବଙ୍ଗଳା ନିକଟ ଖଦାଳ ସାହିରେ ହତ୍ୟାକାଣ୍ଡ ଘଟିଛି। ଘଟଣା ପରେ ୪ଟି ଘରେ ନିଆଁ ଲଗାଇଦେଲେ ଉତ୍ତ୍ୟକ୍ତ…

ଅସ୍ୱାଭାବିକ ଭାବେ ବଢୁଛି ପେଟ, ଯନ୍ତ୍ରଣାରେ ଛଟପଟ ହେଉଛି ୮ ବର୍ଷର କୁନି ପୁଅ ତ୍ରିପତି

ନବରଙ୍ଗପୁର (କେନ୍ୟୁଜ): ଧାର ଧାର ହୋଇ ଆଖିରୁ ଝରି ପଡୁଛି ଲୁହ। ଆଉ ଲୁହ ଧାର ଗଡ଼ାଇ ଏ କୁନି ପିଲାଟି ଯେମିତି କହୁଛି ମୁଁ କଣ ଭଲ ହେବିନି। ଯନ୍ତ୍ରଣା କଣ ସବୁବେଳେ ସବୁ ମୁହୂର୍ତ୍ତରେ ମୋତେ ଏମିତି ମାରି ଚାଲିଥିବ। ଥରେ ଏ ପିଲାଟିକୁ ଦେଖନ୍ତୁ ଜୀବନର ମାନେ କଣ ଦୁନିଆ କଣ ଭଲ ଭାବେ ଜାଣିନଥିବା…

ବାର୍‌ରେ ବିଏମସି କର୍ମଚାରୀଙ୍କୁ ଲିଫ୍‌ଟରେ ଅଟକ ରଖିବା ଘଟଣା, ୫ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ‘ଉପରେ’ ବାର୍‌ରେ ବିଏମସି କର୍ମଚାରୀଙ୍କୁ ଲିଫ୍‌ଟରଜଣଙ୍କୁ ଗିରଫ କଲା କମିଶନରେଟ  ପୋଲିସ । ଗତକାଲି ରାତିରେ ‘ଉପରେ’ ବାର୍‌ରେ ବିଏମସି ଚଢାଉ କରିଥିଲା । ଏହି ସମୟରେ ବିଏମସି ଜୋନାଲ ଡେପୁଟି କମିଶନର ଓ କର୍ମଚାରୀଙ୍କୁ ଲିଫ୍‌ଟରେ ଅଟକ…

ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ପଶ୍ଚିମ’, ବିକାଶ ନକ୍ସାରେ ଯୋଡିହେବ ବଲାଙ୍ଗିର ଜିଲ୍ଲା

 ଭୁବନେଶ୍ୱର(କେ ନ୍ୟୁଜ):  ମୁଖ୍ୟମନ୍ତ୍ରୀଙ୍କ 'ମିଶନ ପଶ୍ଚିମ' । ବିକାଶ ନକ୍ସାରେ ଯୋଡିହେବ ବଲାଙ୍ଗିର । ଆସନ୍ତା ୨୨ ତାରିଖରେ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭଦେବେ । ବାଣ୍ଟିବେ ସ୍ମାର୍ଟ କାର୍ଡ, ଖୋଲିବେ…

ନିରାଡମ୍ବର ଭାବେ ପାଳନ ହେଉଛି ଅନନ୍ତ ବ୍ରତ, ରୀତିନୀତି ଅନୁସାରେ କରାଯାଉଛି ପୂଜାର୍ଚ୍ଚନା

ଭୁବନେଶ୍ୱର(କେ ନ୍ୟୁଜ: ଆଜି ହେଉଛି ଅନନ୍ତ ବ୍ରତ। ପ୍ରତିବର୍ଷ ଏହି ଦିନ ଶ୍ରଦ୍ଧାଳୁମାନେ ଅନନ୍ତ ବାସୁଦେବ ମନ୍ଦିରରେ ଏହି ବ୍ରତକୁ ପାଳନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହି ବ୍ରତ ନିରାଡମ୍ବର ଭାବେ କରାଯାଉଛି। କେବଳ ରୀତିନୀତି ଅନୁସାରେ ସେବାୟତମାନେ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି।…

DRDO ତଥ୍ୟ ଲିକ ଘଟଣା, ୫ ଅଭିଯୁକ୍ତଙ୍କୁ ଆଜିଠୁ ଆରମ୍ଭ ହୋଇଛି ମାରାଥନ୍‌ ଜେରା

ବାଲେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଖୋଲିବ ଅଧିକ ଗୁମର । ଅଧିକ ତଥ୍ୟ ହାସଲ ପାଇଁ ଗିରଫ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇଣବ୍ରାଞ୍ଚ । ଆଜିଠୁ ଆରମ୍ଭ ହୋଇଛି ମାରାଥନ୍‌ ଜେରା । ଅଭିଯୁକ୍ତ…

ରାଜ୍ୟରେ ଆଜି ୬୨୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଆଜି ୬୨୩ ନୂଆ ପଜିଟିଭ ଚିହ୍ନଟ । ସେ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୯୫ ଜଣ ଥିବା ବେଳେ କ୍ଵରେଣ୍ଟୀନରେ ୩୬୨ ଜଣ ଥିବା ଜଣାଯାଇଛି । ଯେବେକି ଲୋକାଲ କଣ୍ଟକଟରୁ ୨୬୧ ଜଣ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ମିଳିଛି । ଗତ ୨୪ ଘଣ୍ଟା ଭିତରେ ୭୫୬ ଜଣ ସୁସ୍ଥ ହୋଇ…

ମହାନଦୀ ଟାପୁରୁ ଉଦ୍ଧାର ହେଲେ ୨୪ଟି ଗାଈ

ସମ୍ବଲପୁର(କେ ନ୍ୟୁଜ):  ମହାନଦୀ ଟାପୁରୁ ଉଦ୍ଧାର ହେଲେ ଗାଈ । ୨୪ଟି ଗାଈଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ସମ୍ବଲପୁର ଉପକଣ୍ଠ ଅର୍ଡା ଗାଁ ଦଧିବାମନ ମନ୍ଦିର ନିକଟରେ ମହାନଦୀ ଭିତରେ ଥିବା ଏକ ଟାପୁକୁ ଚରିବାକୁ ଯାଇଥିଲେ । ଅଚାନକ ବନ୍ୟାଜଳ ଆସିବାରୁ ଫସିଯାଇଥିଲେ ୨୪ ଗୋରୁ । ଗ୍ରାମବାସୀ…