Below header
Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ‘ମିଶନ ପଶ୍ଚିମ’, ବିକାଶ ନକ୍ସାରେ ଯୋଡିହେବ ବଲାଙ୍ଗିର ଜିଲ୍ଲା

 ଭୁବନେଶ୍ୱର(କେ ନ୍ୟୁଜ):  ମୁଖ୍ୟମନ୍ତ୍ରୀଙ୍କ 'ମିଶନ ପଶ୍ଚିମ' । ବିକାଶ ନକ୍ସାରେ ଯୋଡିହେବ ବଲାଙ୍ଗିର । ଆସନ୍ତା ୨୨ ତାରିଖରେ ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଶୁଭଦେବେ । ବାଣ୍ଟିବେ ସ୍ମାର୍ଟ କାର୍ଡ, ଖୋଲିବେ…

ନିରାଡମ୍ବର ଭାବେ ପାଳନ ହେଉଛି ଅନନ୍ତ ବ୍ରତ, ରୀତିନୀତି ଅନୁସାରେ କରାଯାଉଛି ପୂଜାର୍ଚ୍ଚନା

ଭୁବନେଶ୍ୱର(କେ ନ୍ୟୁଜ: ଆଜି ହେଉଛି ଅନନ୍ତ ବ୍ରତ। ପ୍ରତିବର୍ଷ ଏହି ଦିନ ଶ୍ରଦ୍ଧାଳୁମାନେ ଅନନ୍ତ ବାସୁଦେବ ମନ୍ଦିରରେ ଏହି ବ୍ରତକୁ ପାଳନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ ଏହି ବ୍ରତ ନିରାଡମ୍ବର ଭାବେ କରାଯାଉଛି। କେବଳ ରୀତିନୀତି ଅନୁସାରେ ସେବାୟତମାନେ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି।…

DRDO ତଥ୍ୟ ଲିକ ଘଟଣା, ୫ ଅଭିଯୁକ୍ତଙ୍କୁ ଆଜିଠୁ ଆରମ୍ଭ ହୋଇଛି ମାରାଥନ୍‌ ଜେରା

ବାଲେଶ୍ୱର(କେ ନ୍ୟୁଜ): ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଖୋଲିବ ଅଧିକ ଗୁମର । ଅଧିକ ତଥ୍ୟ ହାସଲ ପାଇଁ ଗିରଫ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇଣବ୍ରାଞ୍ଚ । ଆଜିଠୁ ଆରମ୍ଭ ହୋଇଛି ମାରାଥନ୍‌ ଜେରା । ଅଭିଯୁକ୍ତ…

ରାଜ୍ୟରେ ଆଜି ୬୨୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର(କେ ନ୍ୟୁଜ): ରାଜ୍ୟରେ ଆଜି ୬୨୩ ନୂଆ ପଜିଟିଭ ଚିହ୍ନଟ । ସେ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୯୫ ଜଣ ଥିବା ବେଳେ କ୍ଵରେଣ୍ଟୀନରେ ୩୬୨ ଜଣ ଥିବା ଜଣାଯାଇଛି । ଯେବେକି ଲୋକାଲ କଣ୍ଟକଟରୁ ୨୬୧ ଜଣ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ମିଳିଛି । ଗତ ୨୪ ଘଣ୍ଟା ଭିତରେ ୭୫୬ ଜଣ ସୁସ୍ଥ ହୋଇ…

ମହାନଦୀ ଟାପୁରୁ ଉଦ୍ଧାର ହେଲେ ୨୪ଟି ଗାଈ

ସମ୍ବଲପୁର(କେ ନ୍ୟୁଜ):  ମହାନଦୀ ଟାପୁରୁ ଉଦ୍ଧାର ହେଲେ ଗାଈ । ୨୪ଟି ଗାଈଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ସମ୍ବଲପୁର ଉପକଣ୍ଠ ଅର୍ଡା ଗାଁ ଦଧିବାମନ ମନ୍ଦିର ନିକଟରେ ମହାନଦୀ ଭିତରେ ଥିବା ଏକ ଟାପୁକୁ ଚରିବାକୁ ଯାଇଥିଲେ । ଅଚାନକ ବନ୍ୟାଜଳ ଆସିବାରୁ ଫସିଯାଇଥିଲେ ୨୪ ଗୋରୁ । ଗ୍ରାମବାସୀ…

ରାଷ୍ଟ୍ରୀୟ ମର୍ଯାଦାରେ ସମ୍ପନ୍ନ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ

କଟକ(କେ ନ୍ୟୁଜ): ରାଷ୍ଟ୍ରୀୟ ମର୍ଯାଦାରେ ସମ୍ପନ୍ନ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ । ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ…

ଆଜିଠୁ ୨୪ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ହେବ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର (କେନ୍ୟୁଜ) : ଓଡ଼ିଶା ଉପକୂଳ ଛୁଇଁବ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୧୯ ରୁ ୨୪ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜି ଉତ୍ତର ଓଡ଼ିଶା ଓ ଆସନ୍ତାକାଲି ଉପକୂଳ ଓଡ଼ିଶା ସମେତ ସଲଗ୍ନ ଅଞ୍ଚଳ ଗୁଡିକରେ ବର୍ଷା ହେବ। ଆଞ୍ଚଳିକ ପାଣିପାଗ…

ବାର୍‌ ଉପରେ ପୋଲିସର ରାତିଅଧିଆ ଚଢ଼ାଉ, ଆଦାୟ ହେଲା ମୋଟା ଅଙ୍କର ଫାଇନ

ଭୁବନେଶ୍ୱର(କେ ନ୍ୟୁଜ): ରାଜଧାନୀରେ ବାର୍‌ ଉପରେ ଚଢାଉ । ନାଇଟ୍‌ କର୍ଫ୍ୟୁ ସମୟରେ ବାର୍‌ ଚାଲିଥିବାରୁ ଚଢାଉ କରିଛି ପୋଲିସ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ବିବିଆଇ ବାର୍‌ରେ ଚଢାଉ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ବାର୍‌ ଖୋଲାଥିବା ଖବର ପାଇ ଅତର୍କିତ ଚଢାଉ କରିଥିଲା ଚନ୍ଦ୍ରଶେଖରପୁର…

ଡିଏଫଓଙ୍କ ପରେ ଏବେ ବିଦ୍ୟାଙ୍କ ପାଳି, ଖୁବଶୀଘ୍ର ବିଦ୍ୟାଭାରତୀଙ୍କ ହେବ ଲାଏ ଡିଟେକସନ୍‌ ଟେଷ୍ଟ

ଗଜପତି (କେନ୍ୟୁଜ) : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପୁଣି ଥରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଖୁବଶୀଘ୍ର ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍‌ ଟେଷ୍ଟ ହେବ । ଏଥିପାଇଁ ବିଦ୍ୟାଭାରତୀଙ୍କୁ ଭୁବନେଶ୍ୱର ଅଣାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ…

ବିଶିଷ୍ଟ ସାହିତ୍ୟିକା, ପୂର୍ବତନ ‘ସମାଜ’ ସମ୍ପାଦିକା ମନୋରମା ମହାପାତ୍ରଙ୍କ ପରଲୋକ

ସମାଜର ପୂର୍ବତନ ସଂପାଦିକା ତଥା ବିଶିଷ୍ଟ ସାହିତ୍ୟକା ଓ ଶିକ୍ଷାବିତ୍‌ ମନୋରମା ମହାପାତ୍ରଙ୍କ ବିୟୋଗ । ଏସ୍ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ସମୟରେ ପରଲୋକ ହୋଇଛି ।  ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଛାତିରେ ଯନ୍ତ୍ରଣା…

ଦେବଦୂତ ସାଜିଲେ ସରପଞ୍ଚ, ଦୁର୍ଘଟଣାଗ୍ରସ୍ତଙ୍କୁ ଯଥା ସମୟରେ ମେଡ଼ିକାଲରେ ପହଞ୍ଚାଇ ପ୍ରଶଂସା ସାଉଁଟିଲେ

ଚାନ୍ଦବାଲି(କେ ନ୍ୟୁଜ): ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡିଥିବା ୨ଜଣଙ୍କୁ ମେଡିକାଲ ନେଇ ଚିକିତ୍ସିତ କରାଇ ମଣିଷ ପଣିଆ ଦେଖେଇଲେ ସରପଞ୍ଚ । ଏମିତି ଏକ କାମ କରି ପ୍ରଶଂସା ସାଉଁଟିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭାଟପଡା ପଞ୍ଚାୟତର ସରପଞ୍ଚ ପ୍ରଭାସ ନାୟକ । ସରପଞ୍ଚ ପ୍ରଭାସ ନାୟକ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ଡ଼ିଏଫଓ ଓ ରୋଷେୟାଙ୍କର ହେଲା ଲାଏ ଡ଼ିଟେକ୍ସନ ଟେଷ୍ଟ

ପାରଳାଖେମୁଣ୍ଡି(କେ ନ୍ୟୁଜ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ରହସ୍ୟଜନକ ମୃତ୍ୟୁ ମାମଲାରେ ଲାଏ ଡିଟେକସନ୍‌ ଟେଷ୍ଟ । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କର ଆଜି ଲାଏ ଡିଟେକସନ୍‌ ଟେଷ୍ଟ ହୋଇଛି । ଭୁବନେଶ୍ୱର ଫରେନସିକ୍‌ ଲାବରେ ଲାଏ…