Browsing Category

ରାଜ୍ୟ

ଆଜି ରାଜ୍ୟରେ ୮୪୯ ଜଣ ନୂଆ ପଜିଟିଭ ଚିହ୍ନଟ, ୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୮୪୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । କହିରଖିବା ଉଚିତ ହେବକି ଗତ ୨ଦିନ ଧରି ଏକକ ସଂଖ୍ୟାରେ ରହିଛି ମୃତ୍ୟୁସଂଖ୍ୟା। ଦୀର୍ଘ ୨, ୩ ମାସ ହେଲା ମୃତ୍ୟୁ ସଂଖ୍ୟା ୫୦ରୁ ୬୦ ମଧ୍ୟରେ ରହୁଥିଲା। ଗତ ୨୪ ଘଣ୍ଟାରେ ୮୪୯…

ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଟିମ୍‌ର ମାରାଥନ୍‌ ଜେରା, ୭ ଘଣ୍ଟାରେ ପଚାରିଲେ ୭୦ ପ୍ରଶ୍ନ

୭ ଘଣ୍ଟା ୭୦ ପ୍ରଶ୍ନ । ବିଦ୍ୟାଭାରତୀଙ୍କୁ କ୍ରାଇମବ୍ରାଞ୍ଚର ଟିମ୍‌ର ମାରାଥନ୍‌ ଜେରା । ଗୁଡ଼େଇତୁଡ଼େଇ ହୋଇ ୬୦ରୁ ୭୦ଟି ପ୍ରଶ୍ନ ପଚାରିଲେ ଟିମ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଗୌଡଗାଁ ବିଦ୍ୟାଙ୍କ ପୈତୃକ ଘରେ ବିଦ୍ୟାଭାରତୀ ଓ ପରିବାରଙ୍କୁ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ଜେରା କରିଛି।…

ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା

ଭୁବନେଶ୍ୱର(କେ ନ୍ୟୁଜ): ପୁଣି ଏକ ଲଘୁଚାପ। ଆସନ୍ତା ୬ ତାରିଖରେ ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢିବ। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ମୌସୁମୀ ଜନିତ…

କୋରାପୁଟ କାକିରିଗୁମା ଗୌଡଗୁଡା  ସରପଞ୍ଚ ବାପାଙ୍କ ଦାଦାଗିରି: ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ…

କୋରାପୁଟ(କେନ୍ୟୁଜ୍):  ସରପଞ୍ଚ ବାପାଙ୍କ ଦାଦାଗିରି । ମଦ ପିଇ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ମାଡ ମାରିଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଗୌଡଗୁଡା ଗ୍ରାମରେ ଘଟିଛି ଏହି ଘଟଣା । ସୁଆଁ ଫସଲ ଜମିରେ ଗାଇ ପଶି ଫସଲ ନଷ୍ଟ କରିଦେଇଥିବା  ନେଇ ସରପଞ୍ଚର…

ଯାଜପୁର: ରଖେ ହରି ତ ମାରେ କିଏ?  ଚିପସ୍ ବୋଝେଇ ଟ୍ରକ୍ ତଳେ ଚାପି ହୋଇ ରହିଥିବା ଯୁବକ ଦେଢ ଘଣ୍ଟା ପରେ ଉଦ୍ଧାର

ଯାଜପୁର(କେନ୍ୟୁଜ୍):  କଥାରେ ଅଛି ରଖେ ହରି ତ ମାରେ କିଏ । ଆଜି ଏଭଳି ଏକ ଘଟଣା କ୍ରମରେ ଚିପ୍ସ ବୋଝେଇ ଗାଡି ତଳେ ଚାପି ହୋଇ ରହିଥିବା ଜଣେ ଯୁବକ ଦେଢ଼ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ।  ଆଜି ସଂଧ୍ୟା ସମୟରେ…

ଭୁଶୁଡ଼ିଗଲା ମାନବବାଦ ସଂଗଠନ, ମୁଖିଆ ମାନସ ଦାସ ସହ ତାଙ୍କ ପୁଅ ମନୋରଞ୍ଜନ ଦାସ ବି ଗଲେ ଜେଲକୁ

କେନ୍ୟୁଜ୍(ବ୍ୟୁରୋ):  ଗୁରୁଜୀଙ୍କ ହାତରେ ହାତକଡ଼ି । ବନ୍ଧା ହେଲେ ମାନବବାଦ ସଂଗଠନ ମୁଖିଆ ମାନସ ଦାସ । ବୋଲଗଡ଼ ବ୍ଲକ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ ହୋଇଛନ୍ତି । ଆଜି ଭୁବନେଶ୍ୱର ସହିଦନଗର ଘରୁ ଉଠାଇ ନେଇଥିଲା ଖୋର୍ଦ୍ଧା ପୋଲିସ । ପଚରାଉଚରା ପରେ ଗିରଫ କରାଯାଇଛି…

ଗଜପତି: ଓଡିଶାରୁ ହରିୟାଣାକୁ ଚାଲାଣ ହେଉଥିବା ୧୫ ଲକ୍ଷ ଟଙ୍କାର ଗଞ୍ଜେଇକୁ ଜବତ କଲା ଅଡ଼ବା ପୋଲିସ

ମୋହନା(କେନ୍ୟୁଜ): ଗଜପତି ଜ଼ିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରାଚାଲାଣ ଥମିବାର ନା ନେଉନି । ଗୁରୁବାର ଜ଼ିଲ୍ଲାର ଅଡବା ଥାନା ନଳାଘାଟ ଅଞ୍ଚଳରୁ ହରିୟାଣା ଚାଲାଣ ହେଉଥିବା ବେଳେ ଏକ ଟ୍ରକ ସହ ୩୧୬କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଜଣେ ସ୍ଥାନୀୟ ମାଫିଆଙ୍କ ସହ ଚାରିଜଣ ହରିୟାଣାର…

ଲୋକସେବା ଭବନରେ ଇ-ରିସିପ୍ଟ ୨.୦ର ଶୁଭାରମ୍ଭ, ଏଣିକି ସହଜ ହେବ ଟିକସ ପଇଠ

ଭୁବନେଶ୍ୱର(କେ ନ୍ୟୁଜ): ଲୋକସେବା ଭବନରେ ଇ-ରିସିପ୍ଟ ୨.୦ର ଶୁଭାରମ୍ଭ ହେଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ଇଲେକ୍ଟ୍ରୋନିକ ମାଧ୍ୟମରେ ସରକାରୀ ବକେୟା ଓ ଟିକସ ପଇଠ ସହଜ ହେବ ବୋଲି ଜଣାଯାଇଛି । ଏଥିପାଇଁ ଓଡ଼ିଶା ଟ୍ରେଜେରୀ ପୋର୍ଟାଲ…

ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ କିଟ୍‌ର ସଫଳତା, ବିଶ୍ୱ ରାଙ୍କିଂରେ ଉପରକୁ ଉଠିବା ସହ ଓଡ଼ିଶାରେ ପ୍ରଥମ ସ୍ଥାନ…

କେନ୍ୟୁଜ୍(ବ୍ୟୁରୋ):ବିଶ୍ୱ ବିଶ୍ୱବିଦ୍ୟାଳୟ ରାଙ୍କିଙ୍ଗରେ ଉପରକୁ ଉଠିଛି କିଟ୍‌ ବିଶ୍ୱବିଦ୍ୟାଳୟର ରାଙ୍କ । ଗୁରୁବାର ଟାଇମ୍ସ ହାଇଅର ଏଜୁକେସନ୍‌ ବିଶ୍ୱ ରାଙ୍କିଙ୍ଗ ପ୍ରକାଶିତ ହୋଇଥିବା ବେଳେ ଏଥିରେ କିଟ୍‌ ଅତ୍ୟଧିକ ଭଲ କରିଛି । ପ୍ରତିବର୍ଷ ପରି ଚଳିତବର୍ଷ ଦି ଟାଇମ୍ସ ହାଇଅର ଏଜୁକେସନ୍‌…

କାନ୍ଦିଲେ ଦୌଡରାଣୀ ଦୂତୀ ଚାନ୍ଦ,କହିଲେ ନ୍ୟାୟ ନ ମିଳିଲେ ଓଡ଼ିଶା ଛାଡିବି

କେନ୍ୟୁଜ୍(ବ୍ୟୁରୋ):କାନ୍ଦି ପକାଇଲେ ଦୌଡରାଣୀ। କହିଲେ ନ୍ୟାୟ ନ ମିଳିଲେ ଓଡ଼ିଶା ଛାଡିବି। ଭାରତକୁ ଅଲମ୍ପିକ୍ସରେ ୨-୨ ଥର ପ୍ରତିନିଧିତ୍ୱ କରିଥିବା ଦୌଡ ରାଣୀ ଦୂତୀ ଚାନ୍ଦ ଆଜି ଛଳ ଛଳ ଆଖିରେ ନ୍ୟାୟ ମାଗିଛନ୍ତି । କହିଛନ୍ତି ପିଲାଟି ବେଳୁ ବହୁ ସଂଘର୍ଷ ଓ ପରିଶ୍ରମ କରି ଅଲିମ୍ପିଆନ…

ଜୀବନ ତ ଅଛି କିନ୍ତୁ ଶରୀର ଲାଗୁଥିଲା ସମ୍ପୂର୍ଣ୍ଣ ନିର୍ଜୀବ, ଅତି ଦୟନୀୟ ଅବସ୍ଥାରେ ଉଦ୍ଧାର ହେଲେ ମାଆ ପୁଅ

ସୁନ୍ଦରଗଡ (କେନ୍ୟୁଜ) : ଜୀବନ କା ପାଇଁ ଖେଳ ତ କା ପାଇଁ କାଳ। ଆଉ କେହି କେହି ଜୀବନକୁ ଜିଇବାର ରାହା ଖୋଜୁ ଖୋଜୁ ହୋଇଯାନ୍ତି ବାଟବଣା । ସବୁ ସମୟର ଖେଳ। କୁହାଯାଏ ନା, ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ । ଆଉ ଆମେ ଏ କଥା କାହିଁକି କହୁଚୁ, ଏ ଭିଡ଼ିଓ ଦେଖିଲେ ଆପଣ ନିଶ୍ଚୟ…