Browsing Category

ରାଜ୍ୟ

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ବିଚ୍‌ ରାସ୍ତାରେ ଲୁହା ରଡରେ ଆକ୍ରମଣ କରି ଯୁବକଙ୍କୁ ହତ୍ୟା

 ଅନୁଗୋଳ (କେନ୍ଯୁଜ୍): ଯୁବକଙ୍କୁ ବିଚ୍‌ ରାସ୍ତାରେ ହତ୍ୟା । ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ପୁରୁଣାଗଡ କରମଙ୍ଗା ସାହିରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଶୁଭାଶିଷ ମହାପାତ୍ର। ଅଭିଯୋଗ ଅନୁଯାୟୀ, ଶୁଭାଶିଷ ମହାପାତ୍ର ଓ ମନୋରଞ୍ଜନ ଦୋରାଙ୍କ ମଧ୍ୟରେ କୌଣସି କଥାରୁ…

ଅଭାବୀ ସଂସାର କଥା ଶୁଣି ତରଳି ଗଲା ମନ: ଚୋରି କରିବାକୁ ଆସିଥିବା ଚୋରକୁ ହଜାରେ ଟଙ୍କା ଦେଇ ଛାଡ଼ିଲେ ଘର ମାଲିକ

ଭୁବନେଶ୍ବର(କେନ୍ଯୁଜ୍) : ପେଟ ବିକଳରେ ପିଲା ଛୁଆଙ୍କ ପାଇଁ ଚୋରି କରିବାକୁ ଆସିଥିବା ବ୍ୟକ୍ତିକୁ ପାଲଟା ହଜାରେ ଟଙ୍କା ଦେଇ ଛାଡ଼ିଦେଲେ ଘର ମାଲିକ । କଥାଟା ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। ସୂଚନା ମୁତାବକ, ରୋ‌ଷେଇ ଘରେ ପଶିଥିବା ଚୋରକୁ ପ୍ରଥମେ କାବୁ କଲେ ଘର ମାଲିକ। ମାତ୍ର ତା’ର…

ପାରାଲିମ୍ପିକ୍ସରେ ଓଡ଼ିଆ ପୁଅଙ୍କ କମାଲ୍: ବ୍ୟାଡମିଣ୍ଟନ୍ ଫାଇନାଲରେ ପ୍ରମୋଦ ଭଗତ

ଟୋକିଓ: ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ କମାଲ । ପାରାଲିମ୍ପିକ୍ସରେ ପଦକ ନିଶ୍ଚିତ କଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ। ବ୍ୟାଡମିଣ୍ଟନରେ ଫାଇନାଲକୁ ଗଲେ ପ୍ରମୋଦ ଭଗତ। ସେମି ଫାଇନାଲରେ ଜାପାନର ଫୁଜିହାରାଙ୍କୁ ହରାଇଲେ। ଅପରାହ୍ନ ୩ଟାରେ ଗୋଲ୍ଡ ମେଡାଲ ପାଇଁ ଖେଳିବେ ପ୍ରମୋଦ ।…

ଦୂତୀଙ୍କ ମାମଲାରେ କାର୍ଯ୍ୟାନୁଷ୍ଠାନ: ୱେବ ପୋର୍ଟାଲ ଏଡିଟରଙ୍କ ସହିତ ସହଯୋଗୀ ସ୍ମୃତି ରଞ୍ଜନ ଅଟକ

ଭୁବନେଶ୍ବର(କେନ୍ଯୁଜ୍): ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ। ଅଟକ ଅଛନ୍ତି ୱେବ୍‌ ପୋର୍ଟାଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ। ତାଙ୍କୁ ମହିଳା ଥାନାରେ ପଚରାଉଚରା ପରେ ଅଟକ ରଖାଯାଇଛି। କାର୍ଯ୍ୟନୁଷ୍ଠାନ ପରେ ସନ୍ତୋଷ ପ୍ରକାଶ କରିଛନ୍ତି ଦୂତୀ। କହିଛନ୍ତି,…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ସର୍ବାଧିକ ଭକ୍ତ, ଦାନରେ ବି ରେକର୍ଡ

ପୁରୀ(କେନ୍ଯୁଜ୍) : ଗତକାଲି ସର୍ବାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଥିବା ବେଳେ ଶ୍ରୀମନ୍ଦିର ହୁଣ୍ଡିରେ ସର୍ବାଧିକ ଦାନ ବି ପଡ଼ିଛି। ଯାହା ବିଗତ ୪ ଦିନର ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସଂଖ୍ୟା ଓ ଦାନ ପରିମାଣରୁ ସ୍ପଷ୍ଟ କରିଛି। କୋଭିଡ୍‌ କଟକଣା କୋହଳ ପରେ…

ଓଡିଆ ଖାଦ୍ୟକୁ ଲୋକପ୍ରିୟ କରିବା ପାଇଁ OTDCର ପ୍ରୟାସ, ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହେଲା…

କେନ୍ୟୁଜ୍(ବ୍ୟୁରୋ):  ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ନିକଟରେ OTDC ପକ୍ଷରୁ ନିର୍ମିତ ରେସ୍ତୋରାଁ ‘ନିମନ୍ତ୍ରଣ’ର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। OTDCର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଉଦ୍‌ଘାଟିତ ଏହି  ରେସ୍ତୋରାଁରେ  ଖାଣ୍ଟି ଓଡିଆ ବ୍ୟଞ୍ଜନ ଉପଲବ୍‌ଧ ହେବ…

ଦୂତୀଙ୍କ ବିରୋଧରେ ମାନହାନି କଲା ଭଳି ଖବର ପ୍ରଚାର ପ୍ରସାର କରନାହିଁ : ଭୁବନେଶ୍ୱର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ…

କେନ୍ୟୁଜ୍(ବ୍ୟୁରୋ):  ଧାବିକା ଦୂତୀ ଚାନ୍ଦଙ୍କ ମାନହାନି ମାମଲାରେ ଭୁବନେଶ୍ୱର କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଦୂତୀଙ୍କ ବିରୋଧରେ କୌଣସି ଅପମାନସୂଚକ କିମ୍ବା ମାନହାନି କଲାଭଳି ଖବର ପ୍ରଚାର ପ୍ରସାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫୋକସ ପ୍ଲସ ୱେବ ପୋର୍ଟାଲ ଓ ଏହାର ସମ୍ପାଦକ…

ତାଳଚେର: ଲାଇନଚ୍ୟୁତ ହୋଇ ଗୋଟିଏ ପଟକୁ ମାଡିଗଲା କୋଇଲା ବୋଝେଇ ଟ୍ରେନ, ଟ୍ରାକରେ କାମ କରୁଥିବା ଶ୍ରମିକଙ୍କ ଚାଲିଗଲା…

ତାଳଚେର(କେନ୍ୟୁଜ୍):ତାଳଚେର ଭରତପୁର ସାଇଡିଂରୁ କୋଇଲା ଲୋଡ଼କରି ଏକ ମାଲବାହୀ ଟ୍ରେନ ତାଳଚେର ଷ୍ଟେସନକୁ ଆସୁଥିବାବେଳେ ଜଗନ୍ନାଥ କୋଇଲାଖଣିର ୧ନମ୍ବର ସାଇଡିଂ ଠାରେ ଲାଇନଚ୍ୟୁତ ହୋଇଥିଲା। ଏହି ସମୟରେ  ଗୋଟିଏ ପଟକୁ ମାଡିଯିବା  ଫଳରେ ସେଠାରେ ଟ୍ରେନ ଟ୍ରାକ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ…

୧୨୧ ସିଟି ବସକୁ କବାଡିଆକୁ ବିକ୍ରି କରିବା ଘଟଣା: ଖବରକୁ ଭିତ୍ତିହୀନ କହିଲେ କ୍ରୁଟ ମ୍ୟାନେଜର୍ ଦୀପ୍ତି ମହାପାତ୍ର

କେନ୍ୟୁଜ୍(ବ୍ୟୁରୋ):  ୧୨୧ ସିଟି ବସର କବାଡି ଦରରେ ବିକ୍ରି ଖବରକୁ ଭିତ୍ତିହୀନ କହିଲେ କ୍ରୁଟ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର । ସେ କହିଛନ୍ତି, ଭୁବନେଶ୍ୱର-ପୁରୀ ସିଟି ବସ ସେବା ପାଇଁ ୨୦୧୦ରେ JNNURM ଅଧୀନରେ ୧୨୫ ସିଟି ବସ କିଣା ଯାଇଥିଲା । ୨୦୧୭ ଯାଏ ବସଗୁଡିକର ଏଗ୍ରିମେଣ୍ଟ ବୈଧ ଥିଲା…

ଏଫଆଇଆର ଯାହାର ନାଁ ଅଛି ସମସ୍ତଙ୍କୁ ଗିରଫ କରାଗଲେ ମୋତେ ନ୍ୟାୟ ମିଳିବ: ଦୂତୀ

କେନ୍ୟୁଜ୍(ବ୍ୟୁରୋ):ଛଳଛଳ ଆଖିରେ ନ୍ୟାୟ ମାଗିଥିଲେ ଦୂତୀ। ମହିଳା ଥାନାରେ କରିଥିଲେ ଅଭିଯୋଗ। ଏହା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ । ୱେବ ପୋର୍ଟାଲ ସଂପାଦକ ସୁଧାଂଶୁ ଶେଖର ରାଉତ ଭୁବନେଶ୍ୱର ମହିଳା ଥାନାରେ କରାଗଲା ପଚରାଉଚରା। ଏହାପରେ ସୁଧାଂଶୁକୁ ଗିରଫ କରାଯାଇଛି। ସଂପୃକ୍ତ ୱେବପୋର୍ଟାଲ…

ଅତ୍ୟାଧୁନିକ ବସରେ ଯାତ୍ରା କରିବେ ଯାତ୍ରୀ,OSRTCର ୧୧୦ଟି ନୂଆ ବସ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଅତ୍ୟାଧୁନିକ ବସରେ ଯାତ୍ରା କରିବେ ଯାତ୍ରୀ। ଓଏସଆରଟିସିର ୧୧୦ଟି ନୂଆ ବସ୍‌ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିବହନ ନିଗମ ବସରେ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରାକିଂ ବ୍ୟବସ୍ଥା ରହିଛି। ବସରେ ରହିଛି ଜରୁରୀକାଳୀନ ସୁରକ୍ଷା ବଟନ…