Browsing Category

ରାଜ୍ୟ

ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ ବଙ୍ଗୋପସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ, କାଲିଠାରୁ ପ୍ରବଳ ବର୍ଷା

କେନ୍ୟୁଜ୍(ବ୍ୟୁରୋ): ଉତ୍ତର-ପୂର୍ବ ବଙ୍ଗୋପସାଗର ତଥା ସଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସକ୍ରିୟ । ଆସନ୍ତା ୨୪ ଘଣ୍ଟାରେ ଲଘୁଚାପର ରୂପ ନେବ । ଏହାପରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଲଘୁଚାପ ଗତି କରିବ । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୬ ଓ ୭ ତାରିଖରେ…

ଧନ ଗଲା ଜୀବନ ଗଲା, ପଞ୍ଚଭୂତରେ ଲୀନ ହେଲା ଅଭିଷେକଙ୍କ ପାର୍ଥିବ ଶରୀର

ବାସୁଦେବପୁର(କେନ୍ୟୁଜ୍): ପଞ୍ଚଭୂତରେ ଲୀନ ହେଲା ଅଭିଷେକଙ୍କ ପାର୍ଥିବ ଶରୀର । ନିଜ ଗାଁ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର ମନ୍ଦାରୀ ଗାଁରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଭିଷେକଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘ ଦିନର ଶତଚେଷ୍ଟା, ଜନସାଧାରଣଙ୍କ…

ମା’ ବାପାଙ୍କ ପରେ ଯିଏ ଶିଶୁକୁ ଉତ୍ତମ ମାର୍ଗର ପଥିକ କରେ ସେ ‘ଗୁରୁ’, ସେମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ…

କେନ୍ୟୁଜ୍(ବ୍ୟୁରୋ):ଆଜି ଗୁରୁ ଦିବସ। ଶିକ୍ଷକମାନଙ୍କୁ ସମ୍ମାନ ଦେବା ପାଇଁ ଏକ ବିଶେଷ ଦିନଟିଏ। ଭାରତରେ ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ  ଜନ୍ମ ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଏ । ପୂର ପଲ୍ଲୀ ଠାରୁ ଦିଲ୍ଲୀ ଯାଏଁ ସବୁଠି ଗୁରୁ ପୂଜନ ପରମ୍ପରାକୁ ପାଳନ କରାଯାଉଛି।…

୪୫ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଶର ଶ୍ରେଷ୍ଠ ମେକଅପ୍ ଆର୍ଟିଷ୍ଟ ହେଲେ ନବରଙ୍ଗପୁରର ବୋହୂ ରିଜୱାନା ବାନୋ

କେନ୍ୟୁଜ୍(ବ୍ୟୁରୋ):ଜାତୀୟସ୍ତରରେ ଚମକିଲେ ନବରଙ୍ଗପୁରର ବୋହୂ ରିଜୱାନା ବାନୋ। ଛତିଶଗଡ଼ର ରାୟପୁର ଠାରେ ଆୟୋଜିତ ଏକ ମେକଅପ ପ୍ରତିଯୋଗିତାରେ ଶ୍ରେଷ୍ଠ ମେକ୍‌ଅପ ଆର୍ଟିଷ୍ଟ ବିବେଚିତ ହୋଇଛନ୍ତି ରିଜୱାନା। ପ୍ରାୟ ୪୫ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଶର ଶ୍ରେଷ୍ଠ make up artist ହୋଇଛନ୍ତି।…

ନୟାଗଡ଼: ବନ୍ଧା ହେଲେ ନକଲି ଡାକ୍ତର ଓ ସାମ୍ବାଦିକ, ଆବଶ୍ୟକ କାଗଜପତ୍ର ଦେଇନପାରିବାରୁ ହେଲେ ଗିରଫ

ନୟାଗଡ଼(କେନ୍ୟୁଜ୍): ବନ୍ଧା ହେଲେ ନକଲି ଡାକ୍ତର । ନୟାଗଡ଼ର ଘରୋଇ କ୍ଲିନିକ ଆଦିତ୍ୟ ହସ୍ପିଟାଲର ମାଲିକ ବିଶ୍ୱନାଥ ଘଡେଇ ଗିରଫ । ଯାଞ୍ଚ ସମୟରେ ଆବଶ୍ୟକ କାଗଜପତ୍ର ଦେଇନପାରିବାରୁ ତାଙ୍କୁ ଗିରଫ କରାଯାଇଛି । ବିଶ୍ୱନାଥଙ୍କ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ଏବଂ ସେ ନୟାଗଡ ତଥା ଓଡଗାଁ ଅଞ୍ଚଳରେ…

ପ୍ରମୋଦ ଭଗତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜଣାଇଲେ ଶୁଭେଚ୍ଛା

କେନ୍ୟୁଜ୍(ବ୍ୟୁରୋ):  ପାରା ଅଲିମ୍ପିକ୍‌ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁର୍ଆଲରେ କଥା ହୋଇ ଅଦ୍‌ଭୁତ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ଚମତ୍କାର ପ୍ରଦର୍ଶନ ପାଇଁ…

ଗ୍ରାହକ ହୋଇ ପସିଲା ଓ ଦେହ ବ୍ୟବସାୟ ଚାଲୁଥିବା OYO ହୋଟେଲରେ ରେଡ଼୍ ମାରିଲା ଭରତପୁର ପୋଲିସ

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ପୁଣି ସେକ୍ସ ରାକେଟ ଠାବ । ଭରତପୁର ଥାନା ଅଞ୍ଚଳରେ ଏକ OYO ହୋଟେଲ ଦେହ ବେପାର ଚାଲୁଥିବା ସମୟରେ ଗ୍ରାହକ ବେଶରେ ଯାଇ  ଛାପା ମାରିଲା ପୋଲିସ । OYO ହୋଟେଲରୁ ୬ ବଙ୍ଗୀୟ ଯୁବତୀଙ୍କୁ  ଉଦ୍ଧାର କରାଯିବା ସହ ୩ ଯୁବକଙ୍କୁ  ଗିରଫ କରାଯାଇଛି। OYO ରୁମରୁ…

ପିପିଲି ଉପନିର୍ବାଚନ: ଗୋଟିଏ ଦଳରୁ ସର୍ବାଧିକ ୨୦ ଜଣ ଷ୍ଟାର କ୍ୟାମ୍ପେନର ରହିବେ, ନିୟମ ଖିଲାପ କଲେ ପ୍ରଚାର ଅନୁମତି…

କେନ୍ୟୁଜ୍(ବ୍ୟୁରୋ):  ସେପ୍ଟେମ୍ବର ୩୦ରେ ପିପିଲି ଫାଇଟ୍‌ । ଉପନିର୍ବାଚନ ପାଇଁ  ଘୋଷଣା ହେଲା ତାରିଖ । ଅକ୍ଟୋବର ୩ରେ ଭୋଟ ଗଣତି । ଆସନ୍ତା ୬ ତାରିଖରେ ମତଦାନ ପାଇଁ ବାହାରିବ ବିଜ୍ଞପ୍ତି । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଆସନ ଖାଲି ପଡ଼ିଥିଲା । ପୂର୍ବରୁ ଦୁଇ ଦୁଇ ଥର…

ନାମଞ୍ଜୁର ହେଲା ବେଲ୍ ସିଧା ଗଲେ ଜେଲ, ସୁଧାଂଶୁ ରାଉତ ଓ ରଞ୍ଜନ ବେହେରା ଗଲେ ବିଚାର ବିଭାଗୀୟ ହାଜତକୁ

କେନ୍ୟୁଜ୍(ବ୍ୟୁରୋ):  ଅଲିମ୍ପିଆନ ଦୂତୀଙ୍କ ମାମଲାରେ ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ । ଜେଲ୍‌ ଗଲେ ଗିରଫ ୱେବ ପୋର୍ଟାଲ ଏଡିଟର ସୁଧାଂଶୁ ରାଉତ ଓ ରିପୋର୍ଟର ସ୍ମୃତି ରଞ୍ଜନ ବେହେରା । ଭୁବନେଶ୍ୱର ଏସଡିଜେଏମ୍‌ କୋର୍ଟ ଜାମିନ ନାମାଞ୍ଜୁର କରିବା ପରେ ଦୁହିଁଙ୍କୁ ୧୪ ଦିନିଆ ବିଚାରବିଭାଗୀୟ…

ବଙ୍ଗୋପସାଗରରେ ଉତ୍ତର ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ: ୬ ରୁ ୭ ତାରିଖ ଯାଏଁ ରହିବ ବର୍ଷାର…

କେନ୍ୟୁଜ୍(ବ୍ୟୁରୋ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଆଜି ଉତ୍ତର ପୂର୍ବ, ପୂର୍ବ-କେନ୍ଦ୍ରୀୟ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ରାଜ୍ୟରେ ୬ ଓ ୭ ତାରିଖରେ ଏହାର…

ଆଗ ଗାଁ ରାସ୍ତା ବନାଅ, ନଚେତ ଆମେ ଭୋଟ୍‌ ବର୍ଜନ କରିବୁ

ମାହାଙ୍ଗା (କେନ୍ୟୁଜ) : ଖାଲି ପଚ ପଚ ପାଣି ଆଉ କାଦୁଅ। ଚାଲିବାକୁ ବି ଡର ଲାଗୁଛି। ରାତି ପାହିଲେ ଏହି ପାଣି କାଦୁଅ ରାସ୍ତା ଦେଇ ଯାଆ ଆସ୍‌ କରନ୍ତି ଲୋକେ। ଏ ଚିତ୍ର ଦେଖି ଆପଣ ଭାବୁଥିବେ ଏ କେଉଁ ଦୁର୍ଗମ ଅଞ୍ଚଳର ଦୃଶ୍ୟ ବୋଧେ। କିନ୍ତୁ ନା ଏ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ କଇଥା…