Below header
Browsing Category

ରାଜ୍ୟ

ଢେଙ୍କାନାଳ: ଶୌଚ ହେବାକୁ ଯାଇ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା, ୬ କିଲୋମିଟର ପରେ ଲୋକେ କଲେ ଉଦ୍ଧାର

କାମାକ୍ଷାନଗର (କେନ୍ୟୁଜ୍):  ଶୌଚ ହେବାକୁ ଯାଇ ରାମିଆଳ ନଦୀରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା ବିଧବା ମହିଳା, ୬ କିଲୋମିଟର ପରେ ସ୍ଥାନୀୟ ଲୋକେ କଲେ ଉଦ୍ଧାରରଖେ ହରି ତ ମାରେ କିଏ। ପୂର୍ବାହ୍ନରେ ରାମିଆଳ ନଦୀର ପ୍ରଖର ଶ୍ରୋତରେ ଭାସିଗଲେ ୭୫ ବର୍ଷୀୟା ବୃଦ୍ଧା ଆଉ ୬ କିଲୋମିଟର ଦୂରରୁ…

ଜୀବନ ଗଲା ପରେ ଚେତା ପଶିଲା, ସ୍ମାର୍ଟ ସିଟି ଡ୍ରେନ୍‌କୁ ସ୍ମାର୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି

କେନ୍ୟୁଜ୍(ବ୍ୟୁରୋ):  ସ୍ମାର୍ଟ ସିଟି ଡ୍ରେନ୍‌କୁ ସ୍ମାର୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି । ସହରରେ ୭୫ଟି ସମ୍ବେଦନଶୀଳ ଡ୍ରେନ ଚିହ୍ନଟ କରାଯାଇଛି । ତ୍ୱରିତ ବେଗରେ ଏହାର ସଟ୍‌ ଓ ମିଡିୟମ ଟର୍ମ ସମାଧାନ କରାଯାଇ ପାଣି ନିଷ୍କାସନ କ୍ଷମତା ବଢ଼ାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ।…

କିଟ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଉଦଘାଟିତ ହେଲା ଜୁନିୟର ନ୍ୟାସନାଲ ଖୋଖୋ ଚାମ୍ପିୟନସିପ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱରରେ ଉଦଘାଟିତ ହୋଇଛି ଜୁନିୟର ନ୍ୟାସନାଲ ଖୋଖୋ ଚାମ୍ପିୟନସିପ । ଆଜିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ବିଭିନ ରାଜ୍ୟର ମୋଟ ୫୩ଟି ଟିମ ଆସିଥିବା ବେଳେ…

ରଗବି ସେଭେନ୍ସ ଚମ୍ପିୟନସିପ ଜିତିଥିବା ଓଡିଆ ଖେଳାଳିଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧନା, ଟିମ୍‌କୁ ୫ ଲକ୍ଷ ଟଙ୍କାର…

କେନ୍ୟୁଜ୍(ବ୍ୟୁରୋ):ଉଜବେକିସ୍ତାନରେ ଆୟୋଜିତ ରଗବି ସେଭେନ୍ସ ଚମ୍ପିୟନସିପରେ ୧୮ ବର୍ଷରୁ କମ ବାଳିକା ଟିମ ରୌପ୍ୟ ଜିତି ଆସିବା ପରେ ଆଜି ଲୋକସେବା କନଭେନସନ ସେଣ୍ଟରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପଦକ ଜିତିଥିବା ସମସ୍ତ ଖେଳାଳିଙ୍କୁ ନଗଦ ପୁରସ୍କାର ଘୋଷଣା…

କୁନି ପିଲାଙ୍କ ଘୋଡା ଦୌଡ ପ୍ରତିଯୋଗିତା, ବଡ ବଡ ଖେଳାଳୀ ବି ହାର ମାନିବେ ଏମାନଙ୍କ ପାଖରେ

ମାଲକାନାଗିରି (କେନ୍ୟୁଜ) : କେବେ ଦେଖିଛନ୍ତି ଘୋଡା ଦୌଡ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଘୋଡାରେ ସବାର ହୋଇ ପ୍ରତିଯୋଗୀ ମାନେ ଜଣେ ଜଣଙ୍କୁ ପ୍ରତିଯୋଗିତା କରନ୍ତି। କିଏ ପ୍ରଥମ ହେବ ତାକୁ ନେଇ ଚାଲେ ରେସିଙ୍ଗ। ତେବେ ଏଠି କଥାଟା ଟିକେ ଅଲଗା। ଏଠାରେ ଘୋଡାରେ ସବାର ପ୍ରତିଯୋଗୀ କୁନି…

ଭିଜିଲାନ୍ସ ଜାଲରେ ମାଲକାନଗିରି ମୋଟୁ ଆଇଆଇସି, ଘରୁ ଲକ୍ଷ ଲକ୍ଷ ଟଙ୍କା ଜବତ

ମାଲକାନଗିରି(କେ ନ୍ୟୁଜ): ଭିଜିଲାନ୍ସ ଜାଲରେ ମାଲକାନଗିରି ମୋଟୁ ଆଇଆଇସି ଅଧିକାରୀ । ତାଙ୍କୁ ଖୋର୍ଦ୍ଧାରେ ଧରିଛି ଭିଜିଲାନ୍ସ ଟିମ । ତାଙ୍କ ଘରୁ ୨ ଲକ୍ଷ ୮୦ ହଜାର ଟଙ୍କା ଉଦ୍ଧାର ହୋଇଛି । ଏତେ ଟଙ୍କା କୋଉଠୁ ଆଣିଲେ ସେନେଇ ଭିଜିଲାନ୍ସ ଅଧିକାରୀଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରୁ ନାହାଁନ୍ତି…

ଚତୁର ମଣିଷର କ୍ରୁରତା, ଚୂଲିରେ ମଳତ୍ୟାଗ କଲେ ବୋଲି ଗୁଲୁଗୁଲୁରା ବିଷ ଦେଇ ୫ କୁକୁରଙ୍କୁ ମରିଦେଲା ଏ ବ୍ୟକ୍ତି

ଚୌଦ୍ୱାର(କେନ୍ୟୁଜ୍): ଦିନକୁ ଦିନ କ୍ରୁର ହୋଇ ଯାଉଛି  ମଣିଷ। ବିଶ୍ୱାସରେ ବିଷ ଦେଲା ସ୍ୱାର୍ଥପର ମଣିଷ । ନିଜର ସାମନ୍ୟତମ ସ୍ବର୍ଥରେ ଆଞ୍ଚ ଆସିଲେ ନିରୀହ ପଶୁ ଭଳି ହେବାକୁ ମଧ୍ୟ ପଛାଉ ନାହିଁ।  ଯାହାର ଏକ ଜ୍ବଳନ୍ତ ଉଦାହାରଣ ଦେଖିବାକୁ ମିଳିଛି କଟକ ଚୌଦ୍ୱାର ଶଙ୍କରପୁର ଅଂଚଳରେ।  ସ୍ଥାନୀୟ…

ଓଡ଼ିଶା ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ କରାନଯାଉ, ସୀମା ବିବାଦ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ…

କେନ୍ୟୁଜ୍(ବ୍ୟୁରୋ):ସୀମା ବିବାଦ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ପତ୍ର ଲେଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପତ୍ରରେ ଦେଇଛନ୍ତି ୪ଟି ପ୍ରସ୍ତାବ। ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନାରେ ଆପୋଷ ସମାଧାନ ପାଇଁ…

ରାଜଧାନୀରେ ପୁଞ୍ଜା ପୁଞ୍ଜା ଆଞ୍ଜେଲ ପ୍ରିୟାଙ୍କ ରାଜ୍, ସହିଦ ନଗର ପୋଲିସ ଗିରଫ କଲା ଆଉ ଜଣେ ଠକ ସୁନ୍ଦରୀକୁ

ଭୁବନେଶ୍ବର(କେନ୍ୟୁଜ୍):  ଫେସ୍‌ବୁକ ପରେ ଏବେ ଆଉ ଜଣେ ହ୍ଵାଟସ୍‌ଆପ୍‌ କୁଇନ୍‌ । ରାଜଧାନୀରୁ ଗିରଫ ହୋଇଛନ୍ତି ଜଣେ ଠକ ସୁନ୍ଦରୀ । ୧୦ ଲକ୍ଷ ଟଙ୍କାର ସୁନା ଧରି ଛୁ ମାରିଥିବା ମହିଳାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ । ମହିଳା ଜଣକ ପଶ୍ଚିମବଙ୍ଗର ପିହୁ ବିଶ୍ୱାସ । ମହିଳା ଜଣକ…

ମଞ୍ଜୁଳା ମୁହଁରେ ଫେରିଲା ହସ, ଆଜି ଏସ୍‌ସିବିରୁ ହେବେ ଡିସଚାର୍ଜ

କଟକ(କେନ୍ଯୁଜ୍): ମଞ୍ଜୁଳା ମୁହଁରେ ଏବେ ହସ । ଆଜି ଏସ୍‌ସିବିରୁ ଡିସଚାର୍ଜ ହେବ ମଞ୍ଜୁଳା । SCB ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରୁ ଅପରାହ୍ନ ୪ଟା ସମୟରେ ମଞ୍ଜୁଳାଙ୍କୁ ଡିସରାର୍ଜ କରାଯିବ। ଏସ୍‌ସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ନବରଙ୍ଗପୁର…

ଟିଟିଲାଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ସାଢେ ୪ ଲକ୍ଷ ପରିବାର

ବଲାଙ୍ଗିର (କେନ୍ୟୁଜ): ଟିଟିଲାଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ । ବଲାଙ୍ଗିର ଗସ୍ତରେ ଯାଇ BSKY ସ୍ମାର୍ଟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ନବୀନ । ଏହି ଅବସରରେ…

ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର

ଝାରସୁଗୁଡା(କେନ୍ଯୁଜ୍): ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର। ମୃତକ ମାନେ ୨୮ ବର୍ଷର ମହିଳା ଏବଂ ୫ ଓ ୩ ବର୍ଷର ଝିଅ। ଗଙ୍ଗାନଗର ଫାଟକପଡାରେ ଏକ ଘରୁ ୩ ଜଣଙ୍କ ମୃତଦେହ ଠାବ କରାଯାଇଛି। ଆଜି ସକାଳେ ପାଖ ପଡୋଶୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ସ୍ୱାମୀ ନାରାୟଣ…