Browsing Category

ରାଜ୍ୟ

ଚପଲ ପିନ୍ଧି ମହାପ୍ରସାଦ ସେବନ କଲେ ! ଏହି ଭାଇରାଲ ଭିଡିଓକୁ ନେଇ ଏବେ ତୀବ୍ର ପ୍ରତିକ୍ରିୟା

ପୁରୀ (କେନ୍ୟୁଜ୍‌): ଏବେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଏକ ଦୃଶ୍ୟ । ଏ ଦୃଶ୍ୟ ହେଉଛି ପୁରୀ ଲାଇଟ ହାଉସ ସମୁଦ୍ର କୂଳ ଅଞ୍ଚଳର । ଆପଣମାନେ ଦେଖି ପାରୁଥିବେ କିଛି ଲୋକ ସମୁଦ୍ର କୂଳରେ ବସି ଖାଉଛନ୍ତି । ଆଉ ଯଦି ଟିକେ ଭଲ କରି ଦେଖିବେ ତେବେ ସିଟିଙ୍ଗ ୱାଲ ଉପରେ ଚପଲ ପିନ୍ଧି ବସି କିଛି…

ଭଦ୍ରକ: ବନ୍ଧାଇ ଦେଲା ହନୁମାନ ପଇସା, ନେଣଦେଣ ବେଳେ ୬ ଜଣକୁ ମାଡ଼ି ବସିଲା ପୋଲିସ

ଚାନ୍ଦବାଲି(କେନ୍ୟୁଜ୍): ରାତାରାତି ବଡ଼ ଲୋକ ହେବାର ନିଶା ମଣିଷକୁ ଅପରାଧ ରାସ୍ତାକୁ  ଯିବାରେ ପ୍ରେରିତ କରୁଛି।  ଯାହା ବତ୍ତର୍ମାନ ସମାଜରେ ଏକ ବଡ଼ ବ୍ୟାଧି ହୋଇଯାଇଛି। ଏମିତି ଅପରାଧିକ ରାସ୍ତାରେ ପାଦଥାପି ଅନେକ ଲୋକ ଜେଲର ଚାରି କାନ୍ଥ ଭିତରେ ଜୀବନ କାଟୁଛନ୍ତି। ତଥାପି ଆଜିବି ଆନେକ ଲୋକ…

ମମିତା ନିଖୋଜ ମିଷ୍ଟ୍ରି: ସତ ଓଗାଳିଲା ମୁଖ୍ୟ ଅଭିଯୁକ୍ତ, ରାଜ୍ୟ ମହିଳା କମିଶନଙ୍କ ରିପୋର୍ଟ ତଲବ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ମମିତା, ନିଖୋଜ ମିଷ୍ଟ୍ରିରେ ବଡ଼ ଖୁଲାସା । ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାର ଖୁବଶୀଘ୍ର ହେବ ପର୍ଦ୍ଦାଫାସ । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ସତ ମାନିଛି ମୁଖ୍ୟ…

କଟକରୁ ପୁଣି ୪ ବନ୍ଧୁକ ବେପାରୀ ଗିରଫ, ଅଭିଯୁକ୍ତଙ୍କ ନାଁରେ ରହିଛି ଅନେକ ଅପରାଧିକ ମାମଲା: ସିପି

କଟକ(କେନ୍ଯୁଜ୍): କଟକରୁ ପୁଣି ବନ୍ଧୁକ ବେପାରୀ ଗିରଫ। ଚାଉଳିଆଗଞ୍ଜ ଅଞ୍ଚଳରୁ ୪ ବେପାରୀଙ୍କୁ ଗିରଫ କଲା ପୋଲିସ। ଅଭିଯୁକ୍ତଙ୍କଠୁ ୫ଟି ବନ୍ଧୁକ, ୧୨ ରାଉଣ୍ଡ ଗୁଳି , ୫ଟି ମୋବାଇଲ୍‌, ଓ ୨ଟି ବାଇକ୍‌ ଜବତ କରିଛି ପୋଲିସ। ଗିରଫଙ୍କ ମଧ୍ୟରେ ୩ଜଣ ଜଗତସିଂହପୁର ଜିଲ୍ଲାର। ଅଭିଯୁକ୍ତଙ୍କ ନାଁରେ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୫୯ କରୋନା ପଜିଟିଭ୍ ଚିହ୍ନଟ, ୨ମୃତ

ଭୁବନେଶ୍ବର(କେନ୍ଯୁଜ୍): ଆଜି ପୁଣି ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୫୫୯ କରୋନା ପଜିଟିଭ । ଆଉ ଗତ ୨୪ ଘଣ୍ଟାରେ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭି ରେଟ୍‌ ରହିଛି ୦.୭୯ପ୍ରତିଶତ । ତେବେ ଚିନ୍ତା ବଢାଉଛି ଖୋର୍ଦ୍ଧା । କେବଳ ଖୋର୍ଦ୍ଧାରୁ ୨୭୯ ନୂଆ ପଜିଟିଭ୍‌…

ମିଶିକି ଭୋଜି କଲେ ଆଉ ଶେଷରେ ମାରିଦେଲେ, ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ

ଜଗତସିଂହପୁର(କେନ୍ଯୁଜ୍): ଜଗତସିଂହପୁର ଥାନା ବଡବାଗଠାରେ ପୂର୍ବ ଶତ୍ରୁତାକୁ ନେଇ ବୀଭତ୍ସ ହତ୍ୟାକାଣ୍ଡ । ମୃତକ ହେଲେ ବଡବାଗ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଏକମାତ୍ର ପୁଅ ରାମ ଚନ୍ଦ୍ର ସାହୁ। ରାମ ଓ ସେହି ଗାଁର କେଶବ ବେହେରା ଘରେ ରବିବାର ଦିନ ଭୋଜି କରୁଥିଲେ। ଭୋଜିରେ ପ୍ରଶାନ୍ତ ବେହେରା…

ମମିତା ମେହରଙ୍କୁ କରାଯାଇଛି କି ହତ୍ୟା? ଜେରା ବେଳେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ

ବଲାଙ୍ଗୀର/ ଧର୍ମଗଡ(କେ ନ୍ୟୁଜ): ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି କି ? ମମିତା ନିଖୋଜ ମାମଲାରେ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ରାତି ତମମା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ…

କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ କଂଗ୍ରେସ ନେତା କୈଳାସ କୁଲେସିକା

ଭୁବନେଶ୍ଵର(କେନ୍ଯୁଜ୍): ଶଙ୍ଖ ଧରିବେ କୁଲେସିକା। ବିଜେଡିରେ ଯୋଗ ଦେବେ କଂଗ୍ରେସ ନେତା କୈଳାସ କୁଲେସିକା। କଂଗ୍ରେସ ଦଳରୁ ଇସ୍ତଫା ଦେଇ ଆଜି ବିଜେଡିରେ ଯୋଗଦେବେ। ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା କୈଳାଶ କୁଲେସିକା। ଆଜି ଭୁବନେଶ୍ଵରରେ ବିଜେଡି ଦଳରେ ଯୋଗଦେବେ। ତାଙ୍କ…

କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଦୀର୍ଘ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର(କେନ୍ଯୁଜ୍): କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। କଟକ କାଠଯୋଡ଼ି ପୋଲରୁ ନଦୀକୁ ଡେଇଁଲେ ଯୁବକ। ଯୁବକ ଜଣକ ପୋଲ ଉପରେ ଗାଡି ରଖି ପାଣି ଭିତରକୁ ଡେଇଁ ପଡିଥିଲେ। ଯୁବକ ଜଣଙ୍କ ନାଁ ତପନ କୁମାର। ତାଙ୍କ ଘର ଭୁବନେଶ୍ୱର ଖାରବେଳନଗରରେ। ଗତକାଲି ସଂନ୍ଧ୍ୟାରେ ତପନ ଘରୁ ବାହାରି…

ମାନବିକତା ହରେଇ ବସିଲା ଜାତିପ୍ରଥା: ଶବକୁ ମିଳିଲାନି ଚାରି କାନ୍ଧ, ୨ ସ୍ତ୍ରୀ-ମା ଓ ବାପା ଦେଲେ କାନ୍ଧ

ନବରଙ୍ଗପୁର(କେନ୍ଯୁଜ୍): ଆଜିର ସଭ୍ଯ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି। ଜାତି ପ୍ରଥା ଯୋଗୁଁ ଶବକୁ ମିଳିଲାନି ଜାତି ଭାଇଙ୍କ କାନ୍ଧ। ଶେଷ ରେ ୨ ସ୍ତ୍ରୀ, ବାପା ଓ ମା’ ଦେଲେ କାନ୍ଧ । ଏଭଳି ଏକ ହୃଦୟ ବିଦାରକ ଦୃଶ୍ଯ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି…

ଆଜି କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଗାଁଠୁ ସହର, ସକାଳୁ ସକାଳୁ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିଛନ୍ତି କୁମାରୀ…

ଭୁବନେଶ୍ବର(କେନ୍ଯୁଜ୍): ଆଜି କୁମାର ପୂର୍ଣ୍ଣିମା। ଏଥିପାଇଁ ଚଳଚଞ୍ଚଳ ଗାଁଠୁ ସହର। କାର୍ତ୍ତିକଙ୍କ ପରି ସୁନ୍ଦର ବର ପାଇବା ପାଇଁ କୁମାରୀ ଝିଅମାନେ ବ୍ରତ ରଖିଥାନ୍ତି। ସକାଳୁ ସକାଳୁ ସ୍ନାନ ସାରି ନୂଆ ଡ୍ରେସ ପିନ୍ଧି, ପାଦରେ ଅଳିତା ଲଗାଇ ସଜବାଜ ହୋଇଛନ୍ତି। ଏହାପରେ ହାତରେ ଭୋଗ ଥାଳି ଧରି…

ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି…

କଳାହାଣ୍ଡି (କେନ୍ଯୁଜ୍): ମହାଲିଙ୍ଗ ସନ୍‌ସାଇନ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ନିଖୋଜ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା। କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ଡାକରା ଦିଆଯାଇଛି। ମନ୍ତ୍ରୀ ଦିବ୍ୟଶଙ୍କର…