Below header
Browsing Category

ରାଜ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୪୬୨ କରୋନା ପଜିଟିଭ୍‌ ଚିହ୍ନଟ, ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୪୬୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ହାର ରହିଛି ୦.୮୦ ପ୍ରତିଶତ । ୪୬୨ ସଂକ୍ରମିତଙ୍କ ଭିତରେ ୦ରୁ ୧୮ ବର୍ଷ ଭିତରେ ଅଛନ୍ତି ୭୦ ଜଣ । ଆଜି…

ମହିଳାଙ୍କ ଉପରେ କଙ୍ଗାରୁ କୋର୍ଟର ଜୁଲମ: ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ

ପଟ୍ଟାମୁଣ୍ଡାଇ(କେନ୍ଯୁଜ୍): ଲୋନ୍‌ ଟଙ୍କା ପାଇଁ କଙ୍ଗାରୁ କୋର୍ଟ। ଟଙ୍କା ଫେରସ୍ତ କରିନପାରିବାରୁ ମହିଳାଙ୍କ ଚୁଟି କାଟିଲେ, ମୁହଁରେ କାଳି ବୋଳିଲେ। ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ହେଲତଳ ହାଡିସାହି ଅଞ୍ଚଳର ଦୃଶ୍ୟ। ସୂଚନା ଅନୁଯାୟୀ ମହିଲା ଜଣକ କିଛି ଲୋକଙ୍କ…

କେନ୍ଦୁଝର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର SDO, ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌

କେନ୍ଦୁଝର(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର SDO । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କେନ୍ଦୁଝର ଜିଲ୍ଲା SDO ବିଦ୍ୟୁତ୍‌ ମହେଶ୍ୱର ସେଠୀଙ୍କ ଘରେ ଭିଜିଲାନ୍‌ସ ଚଢାଉ କରାଯାଇଛି। ଏକାସାଙ୍ଗରେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍‌। କାଶୀପୁର ସ୍ପଞ୍ଜ…

ହଠାତ୍ ମାଡ଼ି ଆସିଲା ପାଣି, ନଦୀ ପଠା ଟାପୁରେ ଫସି ରହିଲେ ଶତାଧିକ ମାଙ୍କଡ଼

କେନ୍ଦ୍ରାପଡ଼ା(କେନ୍ଯୁଜ୍): ଲଘୁଚାପ ବର୍ଷା ପରେ ବିଭିନ୍ନ ନଦୀରେ ଆସିଛି ବନ୍ୟା ଜଳ। ହଜାର ହଜାର ଲୋକ ଜଳବନ୍ଦୀ ହୋଇଥିବା ବେଳେ ଜୀବଜନ୍ତୁ ବି ବାଦ ପଡ଼ିନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାର ଅମୃତମଣୋହି ପଞ୍ଚାୟତ ଗତ ୬ଦିନ ଧରି ପାଣିଘେରରେ ରହିଛି। ହଠାତ ପାଣି ମାଡ଼ି ଆସିବାରୁ ଏକ ନଦୀ ପଠା…

ଅଧା ରାସ୍ତାରେ ଅଚଳ ହୋଇପଡିଲା ଆମ୍ବୁଲାନ୍ସ , ଦେଖୁ ଦେଖୁ ଝିଅ ସମ୍ମୁଖରେ ଚାଲିଗଲା ମା’ର ଜୀବନ

ସମ୍ବଲପୁର(କେନ୍ଯୁଜ୍): ରାସ୍ତାରେ ଅଚଳ ହୋଇପଡିଲା ଆମ୍ବୁଲାନ୍ସ । ଚାଲିଗଲା ରୋଗୀଙ୍କ ଜୀବନ । ଆମ୍ବୁଲାନ୍ସ ଭିତରେ ଝିଅ ସମ୍ମୁଖରେ ଚାଲିଗଲା ମା'ର ଜୀବନ । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ରେମେଡ଼ ଛକ ନିକଟ ଲେବେଲ କ୍ରସିଂଠାରେ । ଏକ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ…

କିଏ ହେବେ ମୁଖ୍ୟ ସୂଚନା କମିସନର? ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ୍‌ରେ ବସିବ ବୈଠକ

ଭୁବନେଶ୍ବର(କେନ୍ଯୁଜ୍): କିଏ ହେବେ ମୁଖ୍ୟ ସୂଚନା କମିସନର । ଚର୍ଚ୍ଚାରେ ଆଇପିଏସ୍‌ ଅଫିସରଙ୍କ ନାଁ । ଖାଲି ପଡିଛି ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି । ଏହି ପଦବିର ନିଯୁକ୍ତି ପାଇଁ ଆଜି ବସିବ ଚୟନ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍‌ରେ ହେବାକୁ…

ଲଘୁଚାପ ଦେଖାଉଛି ବନ୍ୟା ଡର: ବିପଦ ସଙ୍କେତ ନିକଟତର ହେଉଛି ହୀରାକୁଦ

ସମ୍ବଲପୁର(କେନ୍ଯୁଜ୍): ଲଘୁଚାପ ଦେଖାଉଛି ବନ୍ୟା ଡର। ସେପ୍‌ଟେମ୍ବରରେ ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ…

ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗି ରହିଛି ବର୍ଷା, ଆଜି ୯ ଜିଲ୍ଲାକୁ ୟେଲୋ…

ଭୁବନେଶ୍ବର(କେନ୍ଯୁଜ୍): ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳବର୍ତ୍ତୀ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଲାଗି ରହିଛି ବର୍ଷା । ଆଜି ୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଆଜି ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୋନପୁର, ସମ୍ବଲପୁର ଓ ଦେବଗଡ଼…

ଅନାବିଳ ପ୍ରେମ ଆଗରେ ହାର ମାନିଲା ଅହମିକା, ବୁଲା କୁକୁର ଅନ୍ତ୍ୟେଷ୍ଟିରେ ଯୋଗ ଦେଲେ ଗ୍ରାମବାସୀ

ଭଦ୍ରକ(କେନ୍ୟୁଜ୍):  ଗୋଟିଏ ପଶୁ ପ୍ରତି ମଣିଷର କିପରି ଅନାବିଳ ସ୍ନେହ ପ୍ରେମ ଓ ଭଲ ପାଇବା ରହିଥିଲା ଏବଂ ସେହି ପଶୁଟିର ମୃତ୍ୟୁ ପରେ କିପରି ଲୋକ ମାନେ ମଣିଷ ପରି ତାର ଶୁଦ୍ଧି କ୍ରିୟା କର୍ମ କରି ମାନବୀୟତା ଦେଖାଇଛନ୍ତି ତାର ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ଭଦ୍ରକ ସହରସ୍ଥିତ ଚରମ୍ପା…

ପଲିଗ୍ରାଫ ଟେଷ୍ଟରେ ୩ ଘଣ୍ଟା ଧରି ଶହେ ପ୍ରଶ୍ନର ସାମ୍ନା କଲେ ବିଦ୍ୟା, ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଲେ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଷ୍ଟେଟ ଫରେନସିକ ଲ୍ୟାବରେ ବିଦ୍ୟାଭାରତୀ। ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପଲିଗ୍ରାଫ ଟେଷ୍ଟ। କ୍ରାଇମବ୍ରାଞ୍ଚର ପ୍ରଶ୍ନବାଣରେ ହଡବଡେଇ ଗଲେ ବିଦ୍ୟା। ବ୍ୟତିବ୍ୟସ୍ତ ହୋଇ କାନ୍ଦି ପକାଇଥିବା ଜଣାପଡ଼ିଛି। ଦୀର୍ଘ ୩ ଘଣ୍ଟା…