Browsing Category

ରାଜ୍ୟ

ଅତ୍ୟାଧୁନିକ ବସରେ ଯାତ୍ରା କରିବେ ଯାତ୍ରୀ,OSRTCର ୧୧୦ଟି ନୂଆ ବସ୍‌ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଅତ୍ୟାଧୁନିକ ବସରେ ଯାତ୍ରା କରିବେ ଯାତ୍ରୀ। ଓଏସଆରଟିସିର ୧୧୦ଟି ନୂଆ ବସ୍‌ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିବହନ ନିଗମ ବସରେ ଯାତ୍ରୀଙ୍କ ସୁବିଧା ପାଇଁ ଟ୍ରାକିଂ ବ୍ୟବସ୍ଥା ରହିଛି। ବସରେ ରହିଛି ଜରୁରୀକାଳୀନ ସୁରକ୍ଷା ବଟନ…

ଜନ୍ମ ପର ଠାରୁ ବାପାକୁ ଦେଖିନି ପୁଅ, ଛଅ ମାସର ଗର୍ଭବତୀ ଥିବା ବେଳେ ସ୍ତ୍ରୀକୁ ଛାଡି ନିଖୋଜ ହୋଇ ଯାଇଛନ୍ତି ସ୍ୱାମୀ

ସୋରଡା (କେନ୍ୟୁଜ) : ଦୀର୍ଘ ଚାରି ବର୍ଷ ହେବ ସ୍ୱାମୀଙ୍କର ଫେରିବା ବାଟକୁ ଚାହିଁ ରହିଛି ସ୍ତ୍ରୀ । ଏ ଦୁଃଖଦ ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ବଡଗଡ ଥାନା ଚାକୁଣ୍ଡା ଗାଁର । ଏହି ଗାଁର ବାୟାରାମ ବିଶୋଇ। ସବୁ ପରିବାରଙ୍କ ଭଳି ସେ ମଧ୍ୟ ଚାହିଁଥିଲେ ବାପା ମା, ପୁଅ ବୋହୁ, ନାତି…

ଶ୍ରୀମନ୍ଦିର ଭିତରର ୭ଟି ଦ୍ୱାରର ରୂପା ଛାଉଣୀ କାମ ହେଲା ଶେଷ,ବାକି ରହିଲା କଳାହାଟ ଦ୍ୱାର

ପୁରୀ(କେନ୍ୟୁଜ୍):ଶ୍ରୀମନ୍ଦିରର ୮ଟି ଦ୍ୱାର ମଧ୍ୟରୁ ୭ଟି ଦ୍ୱାରର ରୂପା ଛାଉଣୀ ଶେଷ ହୋଇଛି। ଶ୍ରୀମନ୍ଦିର ବେହରଣ ଦ୍ୱାର,ଜୟବିଜୟ ଦ୍ୱାର,ପଶ୍ଚିମ ଭୋଗମଣ୍ଡପ,ସାତପାହାଚ,ଆଦି ନୃସିଂହ,ମା ବିମଳା ଓ ମା ମହାଲକ୍ଷ୍ମୀ ମନ୍ଦିରର ରୂପା ଛାଉଣୀ କରାଯାଇଛି। ବର୍ମା ଟିକରେ ନବର୍ନିମିତ ଦ୍ୱାର ଲାଗିବା…

ମାନବବାଦ ସଂଗଠନର ଶପଥପାଠ ପତ୍ର, ପଢନ୍ତୁ କିଭଳି ନୀରିହ ଜନତାଙ୍କ ମନରେ ହିଂସା ଓ ଘୃଣାର ବିଷ ଭରୁଥିଲା ମାନସ ଦାସ

କେନ୍ୟୁଜ୍(ବ୍ୟୁରୋ):କେନ୍ୟୁଜ୍ ହାତରେ ଲାଗିଛି ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚର ଲିଫ୍‌ଲେଟ । ଯେଉଁ ଲିଫଲେଟରେ ରହିଛି ସଙ୍ଗଠନରେ ସଦସ୍ୟଙ୍କ ପାଇଁ ଶପଥ ପାଠ । ଲିଫଲେଟରେ ଅଜବ ଅଜବ ଲେଖାଯାଇଛି । ‘ମୋ ସମାଜର ପରମ ଶତ୍ରୁ ଆର୍ଯ୍ୟ’ ବୋଲି ଉଲ୍ଲେଖ ରହିଛି । ଦୀର୍ଘ ଦିନ ହେଲା ଏମିତି…

ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ, ୱେବ ପୋର୍ଟାଲ ସଂପାଦକ ଥାନାରେ ଅଟକ

ଭୁବନେଶ୍ୱର(କେ ନ୍ୟୁଜ): ଅଲିମ୍ପିଆନ ଦୂତୀ ଚାନ୍ଦଙ୍କ ଅଭିଯୋଗ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୱେବ ପୋର୍ଟାଲ ସଂପାଦକ ସୁଧାଂଶୁ ଶେଖର ରାଉତ ଭୁବନେଶ୍ୱର ମହିଳା ଥାନାରେ ଅଟକ । ତାଙ୍କୁ ପଚରାଉଚରା କରାଯାଉଛି । ସଂପୃକ୍ତ ୱେବପୋର୍ଟାଲ ଅଫିସରେ ମହିଳା ଥାନା ପକ୍ଷରୁ ଛାନଭିନ କରାଯାଇଛି ।…

୩୨୦ କୋଟି ଟଙ୍କାର ଜିଏସଟି ଠକି ବନ୍ଧା ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ

ଝାରସୁଗୁଡା(କେ ନ୍ୟୁଜ): ଜିଏସଟି ଠକେଇରେ ବନ୍ଧା ହେଲେ ଚାଟାର୍ଡ ଆକାଉଣ୍ଟାଣ୍ଟ । ପ୍ରାୟ ୩୨୦ କୋଟିରୁ ଅଧିକ ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ବନ୍ଧା ହୋଇଛନ୍ତି । ଝାରସୁଗୁଡା ଟାଉନ ଥାନା ସରବାହାଲ ଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ଅମିତ ଅଗ୍ରଓ୍ଵାଲଙ୍କୁ ଗିରଫ କରିଛି ସମ୍ବଲପୁର ସିଟି ପୋଲିସ ଓ…

ମାଲକାନଗିରି: ଗାଁ ପୋଖରୀରେ ବୁଡ଼ି ୨ ଶିଶୁ ମୃତ

ମାଲକାନଗିରି(କେ ନ୍ୟୁଜ): ଗାଁ ପୋଖରୀରେ ବୁଡ଼ି ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ଭଳି ଏକ ଦୁଖଦଃ ଖବର ସାମ୍ନାକୁ ଆସିଛି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କମାରଗୁଡା ଗ୍ରାମର ଦେବା ମାଡକାମିର ୩ ବର୍ଷର ଝିଅ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ଉଭୟ ଖେଳୁଥିବା ବେଳେ ଘର…

ଆଜି ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ, ଲୋକାର୍ପିତ ହେବ ୧୧୦ଟି ନୂଆ OSRTC ବସ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ମୁଖ୍ୟମନ୍ତ୍ରୀଙ୍କ ମାରାଥନ କାର୍ଯ୍ୟକ୍ରମ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଉଦଘାଟନ କାର୍ଯ୍ୟକ୍ରମମାନ ରହିଛି । ସଂଧ୍ୟାରେ AG ଛକ ନିକଟରେ ୧୧୦ OSRTCର ନୂଆ ଯାତ୍ରୀବାହି ବସ ଚଳାଚଳର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରୁ ବିଭିନ୍ନ…

ଯାଜପୁର: ଦୁଇ ମୃତଦେହ ଉଦ୍ଧାର ଘଟଣା, ପରିଚୟ ମିଳିବା ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଯାଜପୁର ଟାଉନ(କେ ନ୍ୟୁଜ): ଯାଜପୁର ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରୁ ଦୁଇ ମୃତଦେହ ଉଦ୍ଧାର ଘଟଣା। ଉଭୟଙ୍କ ପରିଚୟ ମିଳିବା ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ପୋଲିସର ତଦନ୍ତ ପ୍ରକ୍ରିୟା ନେଇ ଉଠାଇଲେ ପ୍ରଶ୍ନ। ଆଜି ସକାଳୁ ମିର୍ଜାପୁର ନିକଟରୁ ଏକ ନିର୍ମାଣଧୀନ ପୋଲ…

ଆଜି ରାଜ୍ୟରେ ୮୪୯ ଜଣ ନୂଆ ପଜିଟିଭ ଚିହ୍ନଟ, ୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜ୍ୟରେ ୮୪୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ହୋଇଛି । କହିରଖିବା ଉଚିତ ହେବକି ଗତ ୨ଦିନ ଧରି ଏକକ ସଂଖ୍ୟାରେ ରହିଛି ମୃତ୍ୟୁସଂଖ୍ୟା। ଦୀର୍ଘ ୨, ୩ ମାସ ହେଲା ମୃତ୍ୟୁ ସଂଖ୍ୟା ୫୦ରୁ ୬୦ ମଧ୍ୟରେ ରହୁଥିଲା। ଗତ ୨୪ ଘଣ୍ଟାରେ ୮୪୯…