Browsing Category

ରାଜ୍ୟ

ମନ୍ତ୍ରୀଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ, ଆହତ ୬ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି

ମୋହନା(କେ ନ୍ୟୁଜ): ରାଜ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଏସ୍କର୍ଟ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଜଣାଯାଇଛି । ମନ୍ତ୍ରୀ ଭୁବନେଶ୍ୱରରୁ ଗଜପତି ମଧ୍ୟ ଦେଇ ରାୟଗଡା ଯିବାବେଳେ ଗଞ୍ଜାମ ଜିଲ୍ଲା ସୀମାନ୍ତ ତପ୍ତପାଣିରୁ ମନ୍ତ୍ରୀଙ୍କ ଗାଡିକୁ ସୁରକ୍ଷା ଦେଇଆଣୁଥିବା…

ତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ତୁଳସୀ ପାହାଡ଼ରେ ବଡ଼ଧରଣର ମାଓ କ୍ୟାମ୍ପ ଠାବ। ଗତକାଲି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସ ଅପରେସନରେ କିଛି କ୍ୟାଡର ମାଓବାଦୀ ଅଳ୍ପକେ ଖସିଯାଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଗତ…

କାର୍ତ୍ତିକ ମାସ ପୂର୍ବରୁ ​ପରିବା ବଜାରରେ ଚଡକ! ଦର ବୃଦ୍ଧି ଯୋଗୁଁ ପରିବାରେ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ

ଭୁବନେଶ୍ୱର (କେନ୍ୟୁଜ): ରୋଷେଇ ଘରେ ମହଙ୍ଗା ମାଡ଼ । ପରିବା ବଜାରରେ ନିଆଁ । କାର୍ତ୍ତିକ ମାସ ପୂର୍ବରୁ ଆକାଶ ଛୁଆଁ ପରିବା ଦର । ସବୁ ପରିବାର ଦର ୬୦ ଉପରେ । ବଜାରରେ ବିନସ୍‌ କେଜି ୧୦୦ ଟଙ୍କା । ପୋଟଳ ୮୦, ବାଇଗଣ ୭୦, ଜହ୍ନି ୭୦, ଗାଜର ୬୦, ଭେଣ୍ଡି ୬୦ ଓ ଟମାଟୋ କେଜି ୬୦ରୁ ୭୦ ଟଙ୍କା…

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍‌, ଏକକାଳୀନ ୧୫ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର(କେନ୍ଯୁଜ୍): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍‌ । ପ୍ରଦୀପଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ଚଢାଉ। ପ୍ରମୁଖ ସହଯୋଗୀ ସର୍ବେଶ୍ୱର ରାଓ, କମ୍ବୁ ପାଣିଗ୍ରାହୀଙ୍କ ଘରେ ଚଢାଉ ଜାରି । ପ୍ରଦୀପଙ୍କ ଡ୍ରାଇଭରଙ୍କ ସହ ସୂର୍ଯ୍ୟ ସାହୁଙ୍କ ଘରେ ରେଡ୍‌ ।…

ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୫ ଲକ୍ଷ ଫାଇନ୍‌ ଆଦାୟ, ୨୪ ଘଣ୍ଟାରେ ୫ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଆଜିକାଲି ଯାହା ପରିସ୍ଥିତି ଚାଲିଛି ସଭିଁଏ ଚିନ୍ତାରେ। ତା ଉପରେ ହେଲ୍‌ମେଟ୍‌ ଓ ମାସ୍କ ଚେକିଂରେ ଫାଇନ୍ ଗଣି ଗଣି ଲୋକେ ନାକେଦମ। ତଥାପି ବୁଝୁବାର ନା ନଉନାହାନ୍ତି। ବାରମ୍ବାର କରିଚାଲିଛନ୍ତି କଟକଣାକୁ ବେଖାତିର୍।  ଏବେ ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ ।…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୩ ନୂଆ କରୋନା ପଜିଟିଭ ଚିହ୍ନଟ, ୩ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଉ ୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭି ରେଟ୍‌ ରହିଛି ୦.୮୦ ପ୍ରତିଶତ । କେବଳ ଖୋର୍ଦ୍ଧାରୁ ୨୪୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଯାହାକି ମୋଟ ଆକ୍ରାନ୍ତଙ୍କ…

ରାଜଧାନୀରେ ବଡ ଧରଣର ଲୁଟ୍‌: ଘରେ ପଶି କଳାକନା ବୁଲାଇଲେ ଚୋର, ୫୦ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବଡ ଧରଣର ଲୁଟ୍‌ । ଘରେ ପଶି କଳାକନା ବୁଲାଇଲେ ଚୋର । ଭୁବନେଶ୍ୱର ଲକ୍ଷ୍ମୀସାଗର ବୈରାଗୀ ନଗର ଅଂଚଳରୁ ୫୦ ହଜାର ଟଙ୍କା ସମେତ ୪୦ ଗ୍ରାମ ସୁନା ଗହଣା ଲୁଟ୍‌ ହୋଇଥିବା ଅଭିଯୋଗ । ମାଲିକ ଘରେ ନଥିବା ବେଳେ ଚୋରି ହୋଇଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା…

ବରଗଡ ରେମତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ବରଗଡ(କେନ୍ଯୁଜ୍): ଗାଁରୁ ଉଦ୍ଧାର ହେଲା ବଜ୍ରକାପ୍ତା । ବରଗଡ ଜିଲ୍ଲା ବରପାଲି ବ୍ଲକ ରେମତା ଗାଁରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ବରଗଡ ରେଞ୍ଜ ବନ ବିଭାଗ ଗାଁର ଏକ କ୍ଳବ ଘରେ ଚଢଉ କରି ବଜ୍ରକପ୍ତାକୁ ଉଦ୍ଧାର କରିଛନ୍ତି । ବଜ୍ରକାପ୍ତାଟିକୁ ଉଦ୍ଧାର କରିବା ପରେ…

ଆଦିବାସୀ ଇଲାକାରେ ଆଇପିଏଲ ବେଟିଂ: ମାଲକାନଗିରି ପୋଲିସର ଚଢ଼ାଉ, ୨୭ଲକ୍ଷ ଟଙ୍କା ସହ ୪ଗିରଫ

ମାଲକାନଗିରି(କେନ୍ଯୁଜ୍): ଛୋଟ ସହରରେ ବଡ଼ ଜୁଆ। ଆଦିବାସୀ ଇଲାକାରେ ଡିଜିଟାଲ ଜୁଆ। ପୁଣିଥରେ କ୍ରିକେଟରେ ମ୍ୟାଚ୍‌ ଫିକ୍ସିଂ ମାମଲା ସାମ୍ନାକୁ ଆସିଛି।  ମୋବାଇଲ ଆପ ମାଧ୍ୟମରେ ଚାଲିଛି ଆଇପିଏଲ ବେଟିଂ। ସୂଚନା ପାଇ ମାଲକାନଗିରି ପୋଲିସର ଚଢ଼ାଉ। ପୋଲିସ ଚଉକାରୀ ୪ ଜଣଙ୍କୁ ଗିରଫ କରିବା ସହ…

ପୁଣି ଲଜ୍ଜା: ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ

ନବରଙ୍ଗପୁର(କେନ୍ଯୁଜ୍): ପୁଣି ଲଜ୍ଜା। ପୋଲିସ୍ ପ୍ରଶାସନ ଯେତେ କଠୋର ନିତି ଅବଲମ୍ବନ କଲେ ବି ଅପରାଧିଙ୍କ କାର୍ଯ୍ଯକଳାପ ଥମିବାର ନା ଧରୁନି। ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିବା ନେଇ ଆସିଛି ଅଭିଯୋଗ।  ଥାନାରେ ଏତଲା ଦେଇଛନ୍ତି ନାବାଳିକାଙ୍କ…

ପୁଅ ନଥିଲେ କଣ ହେଲା, ବାପାଙ୍କ ଶବ ସଂସ୍କାର କଲେ ୪ ଦିବ୍ଯାଙ୍ଗ ଝିଅ

ବାଲେଶ୍ବର(କେନ୍ଯୁଜ୍): ସଂସାରରେ ଜନ୍ମ ହେଇଛ ତ ମୃତ୍ୟୁ ସୁନିଶ୍ଚିତ। କଥାରେ ଅଛି ମର୍ତ୍ତ୍ୟ ମଣ୍ଡଳେ ଦେହ ବହି, ଦେବତା ହେଲେ ବି ମରଇ । ତେଣୁ ଦୁନିଆଁରେ କିଛି ବି ମିଛ ହୋଇ ପାରେ ହେଲେ ମୃତ୍ୟୁ ନୁହେଁ । ଅବଶ୍ୟ ଆମେ ଏଠି ମୃତ୍ୟୁକୁ ନେଇ ନୁହେଁ ମୃତ୍ୟୁ ପରର କଥା କହିବାକୁ ଯାଉଛୁ । ଯେଉଁଠି…

ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା, ୭ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ ଜାରି

କେନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଚି ଲଘୁଚାପ ସକ୍ରିୟ ରହିଛି । ଲଘୁଚାପ ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିଛି। ଏହାସହ ଉତ୍ତର ଆଣ୍ଡାମାନ ସାଗରରେ ମଧ୍ୟ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ…