Below header
Browsing Category

ରାଜ୍ୟ

  ରାଫେଲ ଡିଲ୍‌ ଦୁର୍ନୀତି : ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ-ହାଲ୍‌ କ୍ଷତିଗ୍ରସ୍ତ

ଭୁବନେଶ୍ବର(କେନ୍ଯୁଜ୍) : ରାଫେଲ ଡିଲ୍‌ ଦୁର୍ନୀତି ଯୋଗୁଁ ଓଡ଼ିଶାରେ ଥିବା ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ-ହାଲ୍‌ କ୍ଷତିଗ୍ରସ୍ତ ହୋଇଛି । କଂଗ୍ରେସ ଏହି ଅଭିଯୋଗ ଆଣିବା ସହ ମୋଦି ସରକାରଙ୍କୁ କରିଛି ଟାର୍ଗେଟ । ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ ଅଭିଯୋଗ କରିଛନ୍ତି ଯେ, ରାଫେଲ…

କାଲି ଓଡ଼ିଶାରେ ପହଞ୍ଚିବ ବାଜପେୟୀଙ୍କର ଚିତାଭସ୍ମ

ଭୁବନେଶର(କେନ୍ୟୁଜ୍) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମ ଆସନ୍ତାକାଲି ଓଡ଼ିଶା ଆସିବ। ବିମାନବନ୍ଦରରେ ପହଞ୍ଚିବା ପରେ ଚିତାଭସ୍ମକୁ ରାଜ୍ୟ ବିଜେପି କାର୍ୟ୍ୟାଳୟକୁ ଅଣାଯିବ। ପୁରୀ ମହୋଦଧି ଓ ରାଜ୍ୟର ପ୍ରମୁଖ ନଦୀରେ ଚିତାଭସ୍ମ ବିସର୍ଜନ କରାଯିବାର କାର୍ୟ୍ୟକ୍ରମ…

ଇଣ୍ଡିଆ ଟୁଡେ ଓପିନିଅନ ପୋଲ୍ ସର୍ଭେ : ଷଷ୍ଠ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଳୀ :ଇଣ୍ଡିଆ ଟୁଡେ ମୁଡ୍‌  ଅଫ ଦ ନେସନ ସର୍ଭେ। ୨୦୧୯ ପାଇଁ ହୋଇଛି ଆକଳନ। ଯେଉଁଥିରେ ୪ଟି ସମ୍ଭାବ୍ୟ ସ୍ଥିତି ଉପରେ ଅନୁମାନ କରାଯାଇଛି। ପ୍ରଥମ ସମ୍ଭାବ୍ୟ ସ୍ଥିତି, ବର୍ତ୍ତମାନ ଏନ୍‌ଡିଏ ଓ ୟୁପିଏ ମେଣ୍ଟରେ ଯେଉଁ ଦଳ ଅଛନ୍ତି ସେହି ମେଣ୍ଟରେ ଯଦି ନିର୍ବାଚନ ହୁଏ ତେବେ ଏନ୍‌ଡିଏ ପାଇବ…

ବୌଦ୍ଧରେ ଆଇଆରବି ପରୀକ୍ଷା ବେଳେ ଅଘଟଣ : ଜଣେ ପ୍ରାର୍ଥୀ ମୃତ, ୨ଗୁରୁତର

ବୌଦ୍ଧ (କେନ୍ୟୁଜ୍) : ଆଇଆରବି ପରୀକ୍ଷା ଚାଲିଥିବା ବେଳେ ଜଣେ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଦୁଇ ଜଣ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୌଡ଼ ପରୀକ୍ଷା ପାଇଁ ୫ କିଲୋମିଟର ଦୌଡିବାକୁ କୁହାଯାଇଥିଲା । ଆଉ ୨ ଶହ ମିଟର ବାକି ଥିବା ବେଳେ ୩ ଜଣ ପଡ଼ିଯାଇଥିଲେ ।…

ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ବଲାଙ୍ଗୀର (କେନ୍ଯୁଜ୍) : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଚାର୍ଜସିଟ୍ ଦାଖଲ । ପାଟଣାଗଡ଼ SDJM କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି । ୩ ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କ୍ରାଇମ୍ବ୍ରାଞ୍ଚ । ୭୨ ଜଣଙ୍କ ସାକ୍ଷ୍ୟ ପ୍ରମାଣ ସହ ଏହି ଚାର୍ଜସିଟ୍ ଦାଖଲ ହୋଇଛି । ଗତକାଲି ଚାର୍ଜସିଟ୍…

ନାବାଳିକା ଚାଲାଣ ଘଟଣାର ଖୋଲିଛି ଗୁମର

ବାଲେଶ୍ୱର (କେନ୍ୟୁଜ୍) : ନାବାଳିକା ଚାଲାଣ ଘଟଣାର ଖୋଲିଛି ଗୁମର । ଦଲାଲ ସହ ନାବାଳିକାଙ୍କ ବାପା ଓ ମା’ଙ୍କୁ ଅଟକ ରଖିଲା ପୋଲିସ । ଉତ୍ତରପ୍ରଦେଶର ଦୂର୍ବିନ ସିଂ ରେମୁଣାର ବାସନ୍ତୀ ସିଂଙ୍କୁ ବିବାହ କରିଥିଲା । ହେଲେ ସେହି ଗାଁର ସଙ୍କୁରୁ ଦଳେଇଙ୍କ ୧୨ବର୍ଷର ନାବାଳିକା ଝିଅକୁ ପୁଣି ବିବାହ…

କେରଳରେ ପ୍ରଭାବିତ ଲୋକଙ୍କ ସହ ଓଡିଆ ସମଦୁଃଖୀ ବୋଲି ବାଲୁକାକଳା ମାଧ୍ୟମରେ ବାର୍ତ୍ତା

ପୁରୀ (କେନ୍ୟୁଜ୍) : କେରଳ ବନ୍ୟା, ପ୍ରପୀଡିତ ଜନ ସାଧାରଣଙ୍କୁ ସମବେଦନା ଜଣାଇ ପୁରୀ ବେଳାଭୂମିରେ ଆୟୋଜିତ ହୋଇଛି ବାଲୁକାକଳା ପ୍ରଦର୍ଶନୀ । କେରଳରେ ପ୍ରଭାବିତ ଲୋକଙ୍କ ସହ ଓଡିଆ ସମଦୁଃଖୀବୋଲି ବାଲୁକାକଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି । ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକାକଳା…

ଆଠଗଡ଼ : ବିଲ ଗହୀରରୁ ଏକ ୭ ମାସର ଉଦ୍ଧାର ହୋଇଥିବା ହାତୀ ଛୁଆ ମୃତ

କଟକ (କେନ୍ୟୁଜ୍) : ଚିକିତ୍ସାଧୀନ ଅବସ୍ଥାରେ ହାତୀ ଛୁଆର ମୃତ୍ୟୁ। ଗତ ୧୬ ତାରିଖରେ କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣୀରେଞ୍ଜ ଖମାର ନୂଆଗାଁ ବିଲ ଗହୀରରୁ ଏକ ୭ ମାସର ହାତୀ ଛୁଆକୁ ଉଦ୍ଧାର କରାଯାଇଥିଲା। ଏହାପରେ ଖୁଣ୍ଟୁଣି ବନବିଭାଗ ଅଫିସରେ ତାର ଚିକିତ୍ସା ଚାଲିଥିଲା। ତେବେ ଦିନକୁ ଦିନ ତାର…

୩ ଦିନ ଧରି ବସ୍ ଚଳାଚଳ ଠପ୍ : OSRTC ବସ୍ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ଡାକରା

ଭୁବନେଶ୍ବର (କେନ୍ଯୁଜ୍) : ଗଡିବନି ସରକାରୀ ବସ୍। ୪ ଦଫା ଦାବି ନେଇ OSRTC ବସ୍ କର୍ମଚାରୀ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନକୁ ୩ ଦିନ ଧରି ବସ୍ ଚଳାଚଳ ଠପ୍ ହୋଇଯାଇଛି। ସମସ୍ତ ଠିକା କର୍ମଚାରୀଙ୍କୁ ନିୟମିତ କରିବା, ସମାନ କାମକୁ ସମାନ ଦରମା ପ୍ରଦାନ, ୭ମ…

୨୦୧୯ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ କମିଟି ବୈଠକର ଦ୍ୱିତୀୟ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ୨୦୧୯ ସାଧାରଣ ନିର୍ବାଚନ ପାଇଁ ଚାଲିଛି କଂଗ୍ରେସର ମାନସ ମନ୍ଥନ। ଆଜି ପ୍ରଦେଶ କଂଗ୍ରେସ କମିଟିର ଦ୍ୱିତୀୟ ଦିନ ବୈଠକ। ବୈଠକରେ ଟିକେଟ ପାଇବାକୁ ଥିବା ୫୦ ଜଣ ପ୍ରାର୍ଥୀଙ୍କ ଯୋଗ୍ୟତା ଓ ସାଙ୍ଗଠନିକ ଦକ୍ଷତା ନେଇ ଆଲୋଚନା କରାଯିବ। ୨୦୧୪ ସାଧାରଣ ନିର୍ବାଚନରେ ପରାଜିତ…

ନବରଙ୍ଗପୁର : ଆମ୍ବଟାକୁଆ ଖାଇ ୨ ମୃତ

ନବରଙ୍ଗପୁର (କେନ୍ୟୁଜ୍) : ଆମ୍ବଟାକୁଆ ଖାଇ ୨ ମୃତ ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମଇନାପଦର ଗାଁରେ ଆମ୍ବଟାକୁଆର କୋଇଲି ଖାଇ ଗୋଟିଏ ପରିବାରର ୨ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକମାନେ ହେଲେ ନଣନ୍ଦ ନମିତା ସାନ୍ତା ଓ ଭାଉଜ ସୁଦମଣି…

ପୁଣି ଅଲୋଡା ନବଜାତ : ବିଲହିଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର

ଗଂଜାମ (କେନ୍ୟୁଜ୍) : ପୁଣି ଅଲୋଡା ନବଜାତ। ବିଲହିଡ଼ରୁ ଉଦ୍ଧାର ହେଲା ନବଜାତ ଶିଶୁପୁତ୍ର । ଗଂଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ ସରନୂଆଁପଲ୍ଳୀ ଗାଁ ନିକଟସ୍ଥ ଏକ ବିଲରୁ ଶିଶୁ ପୁତ୍ରଟିକୁ ଉଦ୍ଧାର କରାଯାଇଛି । ଗାଁର ଜଣେ ବ୍ୟକ୍ତି ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପିଲାଟି କାନ୍ଦୁଥିବାର…