Below header
Browsing Category

ରାଜ୍ୟ

ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଦୁଇ ମୃତ

ଅନୁଗୁଳ(କେନ୍ଯୁଜ୍) : ପୁଣି ବଜ୍ରାଘାତରେ ଗଲା ଦୁଇ ଜୀବନ। ଅନୁଗୁଳ ଜରାପଡ଼ା ଥାନା ଡ଼େରେଜାଙ୍ଗ ଗ୍ରାମରେ ବିଲରେ କାମ କରୁଥିବା ସମୟରେ ଘଟିଛି ଅଘଟଣ। ଏହି ସମୟରେ ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଶାନ୍ତିଲତା ପ୍ରଧାନ ଏବଂ ତାଙ୍କ ଝିଆରୀ ବୈଶାଖୀ ପ୍ରଧାନ ବୋଲି ଜଣାପଡ଼ିଛି।…

ଗାଧୋଇବା ହେଲା କାଳ : ବୁଡ଼ିଗଲେ ଦୁଇ ସାଙ୍ଗ

ବାଲେଶ୍ୱର(କେନ୍ୟୁଜ୍) : ସାଙ୍ଗ ହୋଇ ଗାଧୋଇବା ବେଳେ ବୁଡ଼ିଗଲେ । ପୋଖରୀରେ ବୁଡ଼ି ୨ ଜଣ ଶିଶୁ କନ୍ୟାଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଚକୁଳିଆ ଗାଁରେ ଘଟିଛି ଏହି ଦୁଃଖଦ ଘଟଣା । ମୃତକମାନେ ହେଲେ ଲକ୍ଷ୍ମୀଧର ବିନ୍ଧାଣି ଓ ବରଜ ମୁର୍ମୁଙ୍କୁ ଦୁଇ ଝିଅ । ଆଜି…

ଯାଜପୁର ଟହଲିଆ ଗାଁରେ ଆରମ୍ଭ ହେବାକୁ ଯାଉଛି ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ

ଯାଜପୁର (କେ ନ୍ଯୁଜ୍) : ଟହଲିଆ ଗାଁରେ ଆରମ୍ଭ ହେବାକୁ ଯାଉଛି ଜେପିଏମ ରୋଟାରୀ ଚକ୍ଷୁ ଚିକିତ୍ସାଳୟ । ଏହି ହସପିଟାଲରେ ୫୦ଟି ଶଯ୍ୟା ରହିବ । ଏନେଇ ସିଡିଏ ରୋଟାରୀ ଆଇ ହସପିଟାଲ ପରିସରରେ ଆଜି ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । କଟକ ଜେପିଏମ ରୋଟାରୀ ଆଇ ହସପିଟାଲ ଏବଂ ଦୁର୍ଗା ଚରଣ ପଣ୍ଡା…

କେନ୍ଦୁଝର ପୋଲିସ ଦ୍ବାରା ଦୁର୍ଘଟଣା ସମୟରେ ସାହାଯ୍ୟକାରୀଙ୍କୁ ସହାୟତା

କେନ୍ଦୁଝର (କେ ନ୍ୟୁଜ୍) : ଦୁର୍ଘଟଣା ସମୟରେ ସାହାଯ୍ୟକାରୀଙ୍କୁ ସହାୟତା। ଅନେକ ସମୟରେ ଦୁର୍ଘଟଣା ସ୍ତଳରୁ ଲୋକମାନେ ଦୁର୍ଘଟଣାଗ୍ରସ୍ଥ ଲୋକଙ୍କୁ ସାହାଯ୍ୟ କରିବା ବଦଳରେ ପୋଲିସ ଭୟରେ ସ୍ଥାନ ଛାଡି ପଳାଇଥାନ୍ତି। କିନ୍ତୁ ଦୁର୍ଘଟଣାଗ୍ରସ୍ଥ ଲୋକଟିକୁ ଟିକିଏ ସାହାଯ୍ୟର ହାତ ବଢ଼ାଇଦେଲେ ସେ ବଞ୍ଚି…

କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ

ଭୁବନେଶ୍ବର (କେ ନ୍ଯୁଜ୍) : କିଟ୍ ବିଶ୍ୱବିଦ୍ୟାଳୟରେ ପାଳିତ ହୋଇଛି ୭୨ତମ ସ୍ୱାଧୀନତା ଦିବସ । ଏହି ଅବସରରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜାତୀୟ ସଂଗୀତ ଗାନ କରିଥିଲେ ଉପସ୍ଥିତ ଛାତ୍ରଛାତ୍ରୀ ।…

ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ୱର (କେ ନ୍ୟୁଜ୍) : ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନାରେ ୭୦ ଲକ୍ଷ ପରିବାରର ସାଢ଼େ ୩ କୋଟି ହିତାଧିକାରୀ ଉପକୃତ ହେବେ ।…

ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଉପରେ ଖସିଲା ପଥର : କୋରାପୁଟ-ରାୟଗଡ଼ା ରେଳ ଲାଇନରେ ଟ୍ରେନ୍‌ ଚଳାଚଳ ବନ୍ଦ

ପ୍ରବଳ ବର୍ଷା ଯୋଗୁ ରେଳ ଧାରଣା ଉପରେ ଖସିଲା ପଥର। କାକେରିଗୁମ୍ମାା-ଲକ୍ଷ୍ମୀପୁର ରେଳ ଧାରଣାରେ ପଥର ପଡ଼ିଯିବାରୁ କୋରାପୁଟ-ରାୟଗଡ଼ା ରେଳ ଲାଇନରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି । ଫଳରେ ବିଭିନ୍ନ ଷ୍ଟେସନରେ ଅଟକି ରହିଛି ଟ୍ରେନ୍‌ । କାକେରିଗୁମ୍ମାରେ ସମଲେଶ୍ୱରୀ ଏକ୍‌ସପ୍ରେସ୍‌ ଅଟକିଛି ।…

ସ୍ୱାଧୀନତା ଦିବସ ପାଇଁ ଘୋଷଣା : ଓଡ଼ିଶାର ୨୯ ଜଣଙ୍କୁ ମିଳିବ ପୋଲିସ ପଦକ

ଭୁବନେଶ୍ବର (କେ ନ୍ୟୁଜ୍) : ସ୍ୱାଧୀନତା ଦିବସ ପାଇଁ ଘୋଷଣା ହୋଇଛି ପୋଲିସ ପଦକ । ଓଡ଼ିଶାର ୨୯ ଜଣଙ୍କୁ ପଦକ ମିଳିବ । ଉଲ୍ଲେଖନୀୟ ସେବା ପାଇଁ ୪ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ । ଏମାନେ ହେଲେ ଇଓଡବ୍ଲୁ ଆଡିସନାଲ ଏସ୍ପି ସରୋଜ କୁମାର ରଥ, ଇଓଡବ୍ଲୁ ଆଡିସନାଲ ଏସ୍ପି ଜ୍ଞାନରଞ୍ଜନ ମହାନ୍ତି ।…

୭୨ତମ ସ୍ୱାଧୀନତା ଦିବସ ଅବସରରେ ବାଲୁକାକଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ…

ପୁରୀ (କେ ନ୍ଯୁଜ୍) : ୭୨ତମ ସ୍ୱାଧୀନତା ଦିବସ ଅବସରରେ ବାଲୁକାକଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ସୁଦର୍ଶନ ଓ ତାଙ୍କ ସ୍ୟାଣ୍ଡ ଆର୍ଟ ଇନ୍ଷ୍ଟିଚ୍ୟୁଟର ସଦସ୍ୟମାନେ ଏହି ବାଲୁକାକଳା ନିର୍ମାଣ କରିଛନ୍ତି। ଏହାକୁ ଦେଖିବା ପାଇଁ ପୁରୀ…

ଡିପ୍ ଡିପ୍ରେସନରେ ପରିଣତ ହୋଇଛି ଲଘୁଚାପ : ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର (କେ ନ୍ୟୁଜ୍) : ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍ ଡିପ୍ରେସନରେ ପରିଣତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ବିଶେଷକରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା,…

ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଘୋଷଣା

ଭୁବନେଶ୍ୱର (କେନ୍ୟୁଜ୍‌) : ବର୍ଷା ଭିଜା ସକାଳରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଳିତ ହୋଇଛି । ଜାତୀୟ ପତାକା ଉତ୍ତୋଳନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆଜିଠାରୁ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ…

ରାଜ୍ଯରେ ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ବର (କେ ନ୍ୟୁଜ୍) : କଟକରେ ପ୍ରବଳ ବର୍ଷା ମଧ୍ୟରେ ପାଳନ କରାଯାଇଛି ସ୍ୱାଧୀନତା ଦିବସ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ପୁରୀରେ ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ। ସଂସ୍କ୍ରୁତି ପର୍ୟ୍ୟଟନ ମନ୍ତ୍ରୀ ଅଶୋକ…