Browsing Category

ରାଜ୍ୟ

ମାଆ ସାଜିଲା ରାକ୍ଷସୀ : ୯ ମାସର ଶିଶୁକନ୍ୟାକୁ ପୋଡିବା ପରେ କଲା ଆତ୍ମହତ୍ୟା

ବାରିପଦା : ମାଆ ଭୁଲିଗଗଲା ମମତା। ୯ ମାସର ଶିଶୁକନ୍ୟାକୁ ପୋଡି ମାରିଲା ମାଆ। ଶିଶୁକୁ ମାରିବା ପରେ ଆତ୍ମହତ୍ୟା କଲା ମାଆ। ବାରିପଦା ସଦର ଥାନା ଜୟବିଲ୍ଲା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ପାରିବାରିକ କଳହରୁ ଏପରି ଘଟିଥିବା ସନ୍ଦେହ କରାଯାଉଛି। ମୃତକ ଜଣକ ସୁନାରାମ ସିଂଙ୍କ ସ୍ତ୍ରୀ…

ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

କେନ୍ଦ୍ରାପଡ଼ା : ବଉଳା କୁମ୍ଭୀର ପ୍ରଜନନ ପାଇଁ ୩ ମାସ ହେଲା ଜାତୀୟ ଉଦ୍ୟାନ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ଥିଲା । ଆସନ୍ତାକାଲି ଭିତରକନିକା ଖୋଲୁଥିବାରୁ ପର୍ୟ୍ୟଟକ ଉତ୍ସାହିତ ଅଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନରେ ପରିଭ୍ରମଣ ପାଇଁ ସରକାରୀ ବୋଟ ଥିବା ବେଳେ ବେସରକାରୀ ବୋଟର ଫିଟନେସ୍ ସହ…

ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ

ମୟୂରଭଞ୍ଜ : ସାନ୍ତାଳୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ବାରିପଦା ବନ୍ଦ । ଆଦିବାସୀ ରିଭୋଲ୍ୟୁସ୍ନାରୀ ୟୁଥ ଆଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଏହାକୁ ସମର୍ଥନ ଜଣାଇଛି ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନ । ଦୋକାନ ବଜାର, ଗାଡ଼ି ମୋଟର ଚଳାଚଳ,…

ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ବର୍ଷା

ଭୁବନେଶ୍ବର : ଉତ୍ତର ଓଡ଼ିଶା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାଛଡା ନିକଟସ୍ଥ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ୧୧ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା…

ଚଳନ୍ତା ବସରେ ଛାତ୍ରୀଙ୍କୁ ଅସାଦାଚରଣ ପଡିଲା ମହଙ୍ଗା

ତାଳଚେର : ଚଳନ୍ତା ବସ୍ ଭିତରେ ଛାତ୍ରୀଙ୍କୁ ଅସାଦାଚରଣ କରିବା ପଡିଲା ମହଙ୍ଗା । କଣ୍ଡକ୍ଟରକୁ ନିର୍ଦ୍ଧୁମ ଛେଚିଲେ ଛାତ୍ରୀଙ୍କ ପରିବାର ଓ ଗାଁଲୋକ । ଘଟଣା ଘଟିଛି ତାଳଚେର କଣିହାଁ ସ୍ଥିତ ଏନଟିପିସି ବାଇପାସ୍ ଛକ ନିକଟରେ । ଗତକାଲି ତେଲିସିଙ୍ଗା ଗାଁର ଜଣେ ଛାତ୍ରୀ ନିଶା ନାମକ ବସରେ…

ମହିଳାଙ୍କ ବୀଭତ୍ସ ହତ୍ୟାକାଣ୍ଡ ଘଟଣା, ସ୍ବାମୀଙ୍କ ମୃତଦେହ ଉଦ୍ଧାର : ରାଜଧାନୀରୁ ଅଭିଯୁକ୍ତ ଗିରଫ

ଭଦ୍ରକ : ପ୍ରତିଶୋଧ ପାଇଁ ପାପ । ନେଇଗଲା ଦୁଇ ଦୁଇଟି ଜୀବନ । ଯାହାକୁ ୧୦ ବର୍ଷ ହେବ ନିଜ ଘରେ ପୁଅ କରି ରଖିଥିଲେ, ସେ ହିଁ କଲା ହତ୍ୟା । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଧାମନଗର ତାଳସିଠ ଗାଁରେ । ପୂରା ବଲିଉଡ୍‌ ଫିଲ୍ମ ଷ୍ଟାଇରେ ହତ୍ୟା କରିଛି ଅଭିଯୁକ୍ତ । ଧରମ ବାପା-ମାଆଙ୍କୁ ହତ୍ୟା…

ଗଛରେ ପିଟିହେଲା କାର : ୪ ମୃତ, ଜଣେ ଆହତ

କେନ୍ଦୁଝର : ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଜଣଙ୍କୁ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝର ସଦରଥାନା ମଇଦାନକେଲ ଶରଧାପୁର ନିକଟରେ ଏହି ଦୁର୍ଘଟଣା…

ଜୟପୁର ରାଜପରିବାରରେ ସମ୍ପତ୍ତି ବିବାଦ

ଜୟପୁର : ସାତ ଶହ କୋଟି ଟଙ୍କାର ସମ୍ପତ୍ତି । ଏଇ ସମ୍ପତ୍ତିକୁ ନେଇ ଏବେ ଜୟପୁର ରାଜପରିବାରରେ ବିବାଦ ଦେଖା ଦେଇଛି । କୋରାପୁଟ ଜିଲ୍ଲା ଜୟପୁରର ଏହି ରାଜ ପରିବାରର ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର ବିଶାଖା ପାଟଣାରେ ମଧ୍ୟ ଅନେକ ସ୍ଥାବର ସମ୍ପତ୍ତି ରହିଛି । ବିଶାଖା ପାଟଣା ସ୍ଥିତ ହାଓ୍ଵା…

୪ ଦିନ ରିମାଣ୍ଡରେ ଟିଟୋ : କେନ୍ଦ୍ରାପଡ଼ା ଜେଲ୍‌ରୁ ଭୁବନେଶ୍ୱର ଆସିଲା ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର : ଆଜିଠୁ ପୁଣି ୪ ଦିନ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଟିଟୋ । କେନ୍ଦ୍ରାପଡ଼ା ଜେଲ୍‌ରୁ ଟିଟୋକୁ ଭୁବନେଶ୍ୱର ଅଣାଯାଇଛି । ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିଟୋକୁ ତା' ଆର୍ଥିକ ଓ ବ୍ୟାବସାୟିକ କାରବାର ଏବଂ ଦାଦାବଟି ଆଦାୟ ସଂପର୍କରେ ପଚରାଉଚରା କରାଯିବା ସହିତ ମାମଲାର…

ପୋଲାଭରମ୍‌ ପ୍ରକଳ୍ପ : ଓଡ଼ିଶା ସମେତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ପୋଲାଭରମ୍‌ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ପ୍ରକଳ୍ପ ସହ ଜଡ଼ିତ ସମସ୍ତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି । ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ନୋଟିସ୍‌ ଜାରି କରାଯାଇଛି । ପ୍ରକଳ୍ପ ଦ୍ୱାରା କେତେ ପ୍ରଭାବିତ…

ପାଟଣାଗଡ଼ ଫିଲ୍ମକୁ ବିରୋଧ : ମୃତ ସୌମ୍ୟ ଶେଖରଙ୍କ ପରିବାର ଲୋକେ କଲେ ଆପତ୍ତି

ପାଟଣାଗଡ଼ ଚଳଚ୍ଚିତ୍ର ତିଆରିକୁ ବିରୋଧ । ଚଳଚ୍ଚିତ୍ର ତିଆରିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ସୌମ୍ୟ ଶେଖରଙ୍କ ପରିବାର । ଫିଲ୍ମ ନିର୍ମାଣ ନେଇ ତାଙ୍କ ସହ ଯୋଗାଯୋଗ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ରେଞ୍ଜ ରୟାଲ ସିନେ ଲ୍ୟାବ୍‌ ସଂସ୍ଥା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି । ଫିଲ୍ମର…

ତାଳଚେର ଓ କଣିହାଁରୁ ଆସିଲା ସହିଦ ମାଟି

ଭୁବନେଶ୍ୱର : ଭୁବନେଶ୍ୱରରେ ହେବାକୁ ଥିବା ଓଡିଶାର ବୃହତ୍ତମ ସହିଦ ସ୍ମାରକୀ ସ୍ତମ୍ଭ ପାଇଁ ତାଳଚେର ଓ କଣିହାଁରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି । ତାଳଚେର ସ୍ଥିତ ସହିଦ ସ୍ତମ୍ଭ ଓ କଣିହା ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲରୁ ଏହି ପବିତ୍ର ମାଟିକୁ ସଂଗ୍ରହ କରାଯାଇ ଭୁବନେଶ୍ୱରକୁ ପଠାଯାଇଛି…