Browsing Category

ରାଜ୍ୟ

ବଡ଼ଭାଇର ଠେଙ୍ଗା ମାଡ଼ରେ ସାନଭାଇ ମୃତ

କେନ୍ଦୁଝର : ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେସନ ରୋଡ଼ର ଲାଇନ୍ ହଟିଂ ଅଞ୍ଚଳରେ ଏକ ବର୍ବର ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇର ଠେଙ୍ଗା ମାଡ଼ରେ ସାନଭାଇର ମୃତ୍ୟୁ ଘଟିଛି। ମୃତକ ହେଲେ ରାହୁଲ ଥାପା ଯିଏକି ଟ୍ରକ ଡ଼୍ରାଇଭର ଭାବେ କାର୍ୟ୍ୟରତ ଥିଲେ। ଗତକାଲି ରାତିରେ ଦୁଇ ଭାଇ ଖାଉଥିବା ସମୟରେ କୌଣସି କାରଣରୁ…

ଆଠମଲ୍ଲିକରେ ୧୨ଘଣ୍ଟିଆ ବନ୍ଦ ଡାକରା

ଅନୁଗୁଳ : ଅଇଡାସ୍ଥିତ ଆଦର୍ଶ ବିଦ୍ୟାଳୟର ସ୍ଥାନାନ୍ତରକୁ ବିରୋଧ କରି ଆଠମଲ୍ଲିକ ବିକାଶ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବିଦ୍ୟାଳୟକୁ ଆଠଗଡ଼ରୁ ବନମାଳିପୁରକୁ ସ୍ଥାନାନ୍ତରଣକୁ ବିରୋଧ କରାଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌  ହୋଇଯାଇଛି। ମଞ୍ଚ ପକ୍ଷରୁ…

ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା : ଝିଅକୁ ଦୁଷ୍କର୍ମ ପରେ ମାଆକୁ ହତ୍ୟା କରାଯାଇଥିବା ସନ୍ଦେହ

ଭଦ୍ରକ : ଭଦ୍ରକ ଧାମନଗର ତାଳସିଠ ଗାଁରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାର ନୂଆ ମୋଡ । ଝିଅକୁ ଦୁଷ୍କର୍ମ ପରେ ମାଆକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଝିଅକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ପୂର୍ବାଞ୍ଚଳ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା : ଦ୍ୱିତୀୟ ପର୍ୟ୍ୟାୟ ଶୁଣାଣି ଆରମ୍ଭ

ପୁରୀ : କୁଆଡ଼େ ଗଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ? ଚାବି ନମିଳିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାସ ଆଜି ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି କରୁଛନ୍ତି । ପୁରୀ ସର୍କିଟ ହାଉସ୍‌ରେ ଚାଲିଥିବା ଏହି ଶୁଣାଣିରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ତଦନ୍ତ କମିଶନ…

ଟିଟୋ ଲିଙ୍କରେ ଆଉ ଦୁଇଙ୍କୁ ଉଠାଇ ନେଲା STF

ଭୁବନେଶ୍ବର :୪ ଦିନ ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟାର୍ ଟିଟୋ । ଏହା ସହ ଗତକାଲି ରାତିରେ STF ଟିମ୍ ଆଲୋକ ମଲ୍ଲିକ ଓ ଦୀପକ ସ୍ୱାଇଁଙ୍କ ଉଠାଇନେଇଛି। ସେପଟେ ଆଜିଠୁ ପୁଣି ୪ ଦିନ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ଟିଟୋ । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିଟୋକୁ ରିମାଣ୍ଡରେ ନେଇ ବିଶେଷକରି ତାର ଆର୍ଥିକ…

ଟ୍ଵିନ୍ ସିଟିର ସୁରକ୍ଷା ଦାୟିତ୍ବ ଅଗଷ୍ଟରେ ନେବେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ବର : ନବନିଯୁକ୍ତ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କ ଦାୟିତ୍ୱଗ୍ରହଣ ସ୍ଥଗିତ । ଆଜି ସେ ଦାୟିତ୍ୱ ନେବାର ଥିଲା । କିନ୍ତୁ ଅଗଷ୍ଟ ପ୍ରଥମ ସପ୍ତାହରେ ନୂଆ ପୋଲିସ କମିଶନର ଭାବେ ସତ୍ୟଜିତ୍‌ ମହାନ୍ତି ଦାୟିତ୍ୱ ନେବେ । ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ଭାବେ ସେ ଯୋଗଦେବେ ।…

ଶ୍ରାବଣ ସୋମବାରରେ ଅଘଟଣ

ଆସିକା : ଗତକାଲି ଦୁର୍ଘଟଣାରେ ଦୁଇ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଆସିକାରେ ଘଟିଛି ଏକ ଅଭାବନୀୟ ଘଟଣା। ଢଉଗାଁ ଛକରେ ଭାରସାମ୍ୟ ହରାଇ ଓଲଟି ପଡିଲା ଟାଟା ମ୍ୟାଜିକ୍ । ଦୁର୍ଘଟଣାରେ ଜଣେ ମୃତ, ୧୦ କାଉଡିଆ ଆହତ। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ…

ଗଞ୍ଜାମ ଗୁଳିକାଣ୍ଡରେ ଜଣେ ମୃତ

ଗଞ୍ଜାମ : ଦିନକୁ ଦିନ ଅପରାଧ ତାହାର ସମସ୍ତ ସୀମା ଲଙ୍ଘୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଞ୍ଜାମ ଜିଲ୍ଲାରେ ଦେଖିବାକୁ ମିଳିଛି ଗୁଳିକାଣ୍ଡ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଶେରଗଡ଼ ଥାନା ଅନ୍ତର୍ଗତ ଗୋଠଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ନାଁ ଯୋଗୀ ସ୍ୱାଇଁ । ତାଙ୍କ ଘର…

ସାତକୋଶିଆରେ ବାଘ ଓ ଘଡ଼ିଆଳ ସଂଖ୍ୟା ବୃଦ୍ଧି କାମ ଆରମ୍ଭ

ଅନୁଗୁଳ : ସାତକୋଶିଆରେ ବାଘ ସଂଖ୍ୟା ବୃଦ୍ଧି ପାଇଁ କାମ ଚାଲିଛି। ସେପଟେ ସାତକୋଶିଆ ଟିକରପଡ଼ାରେ ମଧ୍ୟ ଘଡ଼ିଆଙ୍କ ସଂଖ୍ୟା ବଢାଇବାକୁ ବନ ବିଭାଗ ଯୋଜନା କରୁଛି। ନଜରକୁ ଆସିଛି ଧୀରେ ଧୀରେ ଏଠାରେ ଘଡ଼ିଆଳ ସଂଖ୍ୟା କମୁଛି। ସାତକୋଶିଆ ଟିକରପଡ଼ାରେ ଘଡ଼ିଆଳମାନେ ବଂଶବୃଦ୍ଧି କରି ପାରୁନାହାଁନ୍ତି।…

ସାଧାରଣ ନିର୍ବାଚନ ପାଇଁ ଜୋର ଧରିଛି କଂଗ୍ରେସ ପ୍ରସ୍ତୁତି

ଭୁବନେଶ୍ବର : ଆଗାମୀ ସାଧାରଣ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ ବିଧାୟକ ଦଳ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ନିର୍ବାଚନ ନେଇ କଂଗ୍ରେସର ରଣନୀତି ପ୍ରସ୍ତୁତ ହୋଇଛି । ବିଜେଡି ଓ ବିଜେପିର ଜନବିରୋଧୀ…

ଆଜି ଶ୍ରାବଣର ପ୍ରଥମ ସୋମବାର : ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ

 ଭୁବନେଶ୍ବର : ଶ୍ରାବଣର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ । ଓମ୍ ନମଃ ଶିବାୟ ଓ ହରହର ମହାଦେବ ଧ୍ୱନିରେ କମ୍ପୁଛି ମନ୍ଦିର ପରିବେଶ। ଦେବ ଦେବ ମହାଦେବଙ୍କୁ ଜଳଲାଗି ପାଇଁ ଭିଡ଼ ଲାଗିଛି। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, କୋରାପୁଟର ବାବା…

ପାରାଦୀପ : ଏକ୍‌ସପ୍ରେସ ହାଇୱେର ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିଲା ୧୨ ଚକିଆ ଟ୍ରକ୍‌

ପାରାଦୀପ : ପାରାଦୀପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ୍‌ସପ୍ରେସ ହାଇୱେର ଭୂତମୁଣ୍ଡାଇ ପୋଲରୁ ମହାନଦୀକୁ ଖସିଲା ୧୨ ଚକିଆ ଟ୍ରକ୍‌ । ଗାଡ଼ି ଭିତରେ ଡ୍ରାଇଭର ଓ ହେଲ୍‌ପର ଥିବା ଆଶଙ୍କା କରାଯାଉଛି । ପାରାଦୀପରୁ ଚଣ୍ଡିଖୋଲକୁ ମାଲ୍‌ ନେଇ ଟ୍ରକ୍‌ଟି ଯାଉଥିଲା । ଭାରସାମ୍ୟ ହରାଇ ଟ୍ରକଟି…