Below header
Browsing Category

ରାଜ୍ୟ

ଅନୁଗୁଳ : ମହଙ୍ଗା ପଡିଲା ଚୋରି ଉଦ୍ୟମ,କାର୍ ଚୋରକୁ ବାନ୍ଧିଲେ ସ୍ଥାନୀୟ ଲୋକ

ଅନୁଗୁଳ : ମହଙ୍ଗା ପଡିଲା ଚୋରି ଉଦ୍ୟମ । କାର୍ ଚୋରି କରିବାକୁ ଯାଉଥିବା ବେଳେ ଚୋରକୁ ଧରି ବାନ୍ଧିଲେ ସ୍ଥାନୀୟ ଲୋକ । ପରେ କାର୍ ଭିତରେ ରଖିଥିଲେ । ଅନୁଗୁଳ ବସଷ୍ଟାଣ୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘ ସମୟ ପର୍ୟ୍ୟନ୍ତ ଚୋରକୁ କାରରେ ଅଟକ ରଖଯାଇଥିଲା । ଚୋରକୁ ଦେଖିବାକୁ…

କଳାହାଣ୍ଡିରେ ବ୍ୟାପୁଛି ଡେଙ୍ଗୁ : ଲଡୁଗାଁର ୨୦୦ରୁ ୪୪ ଜଣଙ୍କ ରକ୍ତ ନମୁନା ପଜିଟିଭ୍

କଳାହାଣ୍ଡି : ବ୍ୟାପୁଛି ଡେଙ୍ଗୁ । କୋକସରା ବ୍ଳକ ଲଡୁଗାଁର ଆଉ ୨୦ ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଭୂତାଣୁ ବାହାରିଛି । ଗତକାଲି ସୁଦ୍ଧା ୨୪ ଜଣଙ୍କ ରକ୍ତ ନମୁନାରୁ ପଜିଟିଭ୍ ଆସିଥିଲା । ବର୍ତ୍ତମାନ ସୁଦ୍ଧା ମୋଟ ୨୦୦ଟି ରକ୍ତ ନମୁନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୪୪ଟି ପଜିଟିଭ୍ ବାହାରିଛି…

ଗଜପତି ନାବାଳିକା ଦୁଷ୍କର୍ମ ମାମଲା : ଅଭିଯୁକ୍ତ ଗିରଫ

ଗଜପତି : ଅଡ଼ବା ଥାନା ଡେକାପଙ୍କା ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ। ଅଡ଼ବା ପୋଲିସ ଅଭିଯୁକ୍ତ ଏନ୍ତେରୀୟ ପରିଛାକୁ ଡେକାପଙ୍କା ଗାଁରୁ ଗିରଫ କରିଛି । ଗତକାଲି ଗଜପତି ଜିଲ୍ଲା ଅଡବା ଥାନା ଡେକାପଙ୍କା ଗାଁର ଜଣେ ନାବାଳିକା ହାଟକୁ ଯାଇଥିବାବେଳେ ଏନ୍ତେରୀୟ ପରିଛା…

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା । ଗତ ୬ ତାରିଖ ପୋଲିସ ଏନ୍କାଉଣ୍ଟରରେ ୧୫ଜଣ ମାଓବାଦୀଙ୍କ ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଦକ୍ଷିଣ ବସ୍ତର ମାଓ ସଙ୍ଗଠନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ବନ୍ଦ ଯୋଗୁ ସୁକମାରୁ…

ଶ୍ରାବଣ ସୋମବାରରେ ଅଘଟଣ : ଟ୍ରେନରେ କଟିଗଲେ ୪ କାଉଡ଼ିଆ

ରାଉରକେଲା : ଶ୍ରାବଣ ସୋମବାରରେ ଅଘଟଣ। ମହାଦେବଙ୍କୁ କରିପାରିଲେନି ଜଳଲାଗି । ଟ୍ରେନରେ କଟିଗଲେ ୪ ଜଣ କାଉଡ଼ିଆ। ରାଉରକେଲା ପାନପୋଷ ନିକଟରେ ରେଳ ଧାରଣାରେ କଟି ୪ଜଣ କାଉଡ଼ିଆ ପ୍ରାଣ ହରାଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର। ମହାଦେବଙ୍କୁ ଜଲଲାଗି ପାଇଁ ୭ଜଣ ଭିଲାଇରୁ ବେଦବ୍ୟାସ ଆସୁଥିଲେ…

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲକାତା : ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ । କୋଲକତାର ଏକ ଘରୋଇ ହସପିଟାଲରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ସୋମନାଥ ଚାଟାର୍ଜୀଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ହୃଦ୍ରୋଗ ଓ କିଡନୀ ସମସ୍ୟା ପାଇଁ ତାଙ୍କର ଚିକିତ୍ସା…

ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ପ୍ରସ୍ତୁତି

ଭୁବନେଶ୍ୱର : ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି । ଚଳିତବର୍ଷ ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ ଫୋର୍ସ । ଲୋୟର ପିଏମଜି ଉପରେ ନଜର ରଖିବ ସିସିଟିଭି । ଷ୍ଟେସନ, ବିମାନବନ୍ଦର, ଜନଗହଳି ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ପାରାଦୀପ ସିଏଚଏ କଲୋନୀରେ ଯୁବକଙ୍କୁ ଛୁରାମାଡ଼

ପାରାଦୀପ : ସିଏଚଏ କଲୋନୀରେ ଯୁବକଙ୍କୁ ଛୁରାମାଡ଼ । ଗତକାଲି ରାତିରେ ଦୁଇ ଜଣ ଯୁବକ ବାଇକରେ ଆସି ଉମେଶ ଜେନା ନାମକ ବ୍ୟକ୍ତିଙ୍କୁ ଛୁରାମାଡ଼ କରି ଫେରାର ହୋଇଯାଇଛନ୍ତି । ଉମେଶଙ୍କ ଡାହାଣ କାନ୍ଧରେ ଛୁରାମାଡ ହୋଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ପାରାଦୀପ ବନ୍ଦର ହସ୍ପିଟାଲରେ ଭର୍ତ୍ତି…

ଢେଙ୍କାନାଳ ଜନ୍ମଦାତ୍ରୀ ମାଆକୁ ହତ୍ୟା କଲା ନୃଶଂସ ପୁଅ

ଢେଙ୍କାନାଳ : ଜନ୍ମଦାତ୍ରୀ ମାଆକୁ ହତ୍ୟା । ଲହୁ ଲୁହ ନିଗାଡ଼ି ଜନ୍ମ ଦେଇଥିବା ମାଆକୁ କଚାଡ଼ି କଚାଡ଼ି ମାରିଲା ନୃଶଂସ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କୋଇଗାଁ ଦେହୁରୀ ସାହିରେ । ଅଭିଯୁକ୍ତ ଭଗବାନ ଦେହୁରୀ ନିଶାସକ୍ତ ହୋଇ ଏଭଳି ନୃଶଂସ କାଣ୍ଡ…

ଜଗତସିଂହପୁର ପାଣି ଉଠାଉଥିବାବେଳେ ବୁଡିଗଲେ କାଉଡିଆ,ଜଣେ ନିଖୋଜ ଓ ଆଉ ଜଣେ ଉଦ୍ଧାର

ଜଗତସିଂହପୁର : ପାଣି ଉଠାଉଥିବାବେଳେ ବୁଡିଗଲେ କାଉଡିଆ। ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ମହାନଦୀ ଝୁଲବାବା ମଠପାଖ ମହାନଦୀ ଘାଟରେ ଏହି ଅଘଟଣ ଘଟଛି। ନିଖୋାଜ ଯୁବକ ତିର୍ତ୍ତୋଲ ଥାନା ଅନ୍ତର୍ଗତ ପିପଳମାଧବ…

କାଲି ତୃତୀୟ ଶ୍ରାବଣ ସୋମବାର : ଶୈବ ପୀଠକୁ ଛୁଟିଛି କାଉଡ଼ିଆଙ୍କ ଧାଡ଼ି

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତାକାଲି ତୃତୀୟ ଶ୍ରାବଣ ସୋମବାର । ରାଜଧାନୀ ରାଜରାସ୍ତାରେ କାଉଡ଼ିଆଙ୍କ ଧାଡ଼ି ଲାଗିଛି । ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରି ମାନସିକ ପୂରଣ କରିବାକୁ ପୁରୁଷ ଓ ମହିଳା କାଉଡ଼ିଆ କାନ୍ଧରେ ଜଳଭାର ଧରି ଚାଲିଛନ୍ତି । ବୋଲବମ୍‌ ହରହର ବମ୍‌, ଜଟିଆ ବାବା ପାର…

ମଲା ଲୋକ ସହ ଜୀଇଲା ଲୋକ ବି ଗଲେ ଶବାଗାର : କ୍ୟାପିଟାଲ ହସପିଟାଲ୍‌ କାରନାମା !

ଭୁବନେଶ୍ୱର (କେନ୍ୟୁଜ୍‌) : ଜୀବିତ ଥିଲେ । ହେଲେ ଡାକ୍ତର ମୃତ ଘୋଷଣା କଲା ପରେ ବ୍ୟକ୍ତି ଜଣଙ୍କୁ ଶବାଗାରରେ ରଖି ଦିଆଗଲା । ତେବେ ପରିବାର ଲୋକେ ସେ ବଞ୍ଚିଥିବା ଜାଣିବାକୁ ପାଇବା ପରେ ପୁଣି ଖୋଲିଲା ଶବାଗାର ଓ ଜୀବିତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପାଖକୁ ଅଣାଗଲା । କିନ୍ତୁ ଭାଗ୍ୟର ଖେଳ ଏଇଆ…