Below header
Browsing Category

ରାଜ୍ୟ

ବାଜପେୟୀଙ୍କ ଅସ୍ଥିକଳସକୁ ରାଜ୍ୟ ବିଜେପି ଜିଲ୍ଲା ସଭାପତିଙ୍କୁ ବଣ୍ଟନ

ଭୁବନେଶ୍ବର (କେନ୍ୟୁଜ୍): ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥିକଳସକୁ ରାଜ୍ୟ ବିଜେପି ଜିଲ୍ଲା ସଭାପତିଙ୍କୁ ବଣ୍ଟନ କରାଯାଇଛି । ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଆୟୋଜିତ କାର୍ୟ୍ୟକ୍ରମରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ…

ଆଜି ବାଲେଶ୍ୱର ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ୱର (କେନ୍ଯୁଜ୍) : ଆଜି ବାଲେଶ୍ୱର ଯିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି.ନଡ୍ଡା ଓ ପ୍ରେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାମପଦାରେ AIIMS SUPER SPECIALITY SATELITE ସେଣ୍ଟରର ଶିଳାନ୍ୟାସ କରିବେ । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ବାଲେଶ୍ୱରରେ ମେଡିକାଲ…

ଏମ୍ସରେ ପ୍ରଥମ ସମାବର୍ତ୍ତନ ଉତ୍ସବ : ନଜର ରଖିଛନ୍ତି ୮୦ଜଣ ବରିଷ୍ଠ ପୋଲିସ ଅଫିସର

ଭୁବନେଶ୍ୱର (କେନ୍ୟୁଜ୍) : ଏମ୍ସରେ ପ୍ରଥମ ସମାବର୍ତ୍ତନ ଉତ୍ସବ । ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ । ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର…

ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ ପାଇଁ ଅନୁରୋଧ

ଭୁବନେଶ୍ବର : କେନ୍ଦ୍ର ବେସାମରିକ ବିମାନ ପାଇଁ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ଭୁବନେଶ୍ୱରରୁ ସୁରଟକୁ ବିମାନ ଚଳାଚଳ ପାଇଁ ଅନୁରୋଧ କରିଛନ୍ତି ନବୀନ । ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ସୁରଟରେ ଲକ୍ଷାଧିକ ଓଡ଼ିଆ ରହୁଛନ୍ତି । ସେମାନଙ୍କ…

ଭୁବନେଶ୍ୱର ଫେରିଲା ଓଡିଶା ଅଗ୍ନିଶମ ବିଭାଗର ଦ୍ୱିତୀୟ ଟିମ୍‌ : କେରଳରେ ଉଦ୍ଧାର କାର୍ଯ୍ୟରେ ଥିଲେ ନିୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱର ଫେରିଲା ଓଡିଶା ଅଗ୍ନିଶମ ବିଭାଗର ଦ୍ୱିତୀୟ ଟିମ୍‌ । ଗତ ୧୯ ତାରିଖଠାରୁ କେରଳ ଯାଇ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିଲେ ଅଗ୍ନିଶମ ବିଭାଗର ୨୪୦ ଜଣ କର୍ମଚାରୀ । ଯେଉଁଥିରେ ଥିଲେ ୨୨୫ ଜଣ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର । କେରଳର ଦୁଇଟି ଜିଲ୍ଲାରେ ପ୍ରାୟ…

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ୍‌ରେ ପୁଣି ସରକାରୀ ଅଫିସରେ ପଞ୍ଝା ମାରିଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା : କେନ୍ଦ୍ରାପଡା ଏସ୍‌ଡିପିଓ ଅଫିସରେ କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ଦୁଇ ଜଣିଆ ଟିମ୍‌ । ଟିଟୋ ଲିଙ୍କ୍‌ରେ ବିଭିନ୍ନ ସରକାରୀ ଅଫିସର ଓ ଠିକାଦାରଙ୍କୁ ପଚରାଉଚରା । ଟେଣ୍ଡର ଫିକ୍ସିଂକୁ ନେଇ କେନ୍ଦ୍ରାପଡା ପୂର୍ତ୍ତ ବିଭାଗ-୧ର ନିର୍ବାହୀ ଯନ୍ତ୍ରୀ ନଳିନୀକାନ୍ତ ସେନାପତି, ଉଠା…

୨୦୧୯ ନିର୍ବାଚନକୁ ଆଉ ମାସ କେଇଟା : ମହିଲା ୱିଙ୍ଗ୍‌କୁ କ୍ରିୟାଶୀଳ କରୁଛି ବିଜେଡି

ଭୁବନେଶ୍ବର : ବିଜୁ ମହିଳା ମୋର୍ଚ୍ଚାର ରାଜ୍ୟ କାର୍ୟ୍ୟକାରିଣୀ । ଯୋଗ ଦେଇଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ମହିଳା କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଆଗକୁ ସାଧାରଣ ନିର୍ବାଚନ । ଏବେଠାରୁ ମହିଳାଙ୍କ ଆସ୍ଥାଭାଜନ ହେବାକୁ ପଡ଼ିବ । କାରଣ ବିଭିନ୍ନ ନିର୍ବାଚନରେ ଲୋକାଭିମୁଖୀ ଯୋଜନା…

ଜୀଇଁଥିବା ଥାଏ ଯୋଡ଼ିଲେ, ମୃତ୍ୟୁ ପରେ ବି ଏକାଠି କଲେ ଅଟଳ

ଭୁବନେଶ୍ବର : ଜୀଇଁଥିବା ଥାଏ ଯୋଡ଼ିଲେ । ମୃତ୍ୟୁ ପରେ ବି ଏକାଠି କଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିସଭାରେ ଏକାଠି ହେଲେ ସବୁ ଦଳର ବରିଷ୍ଠ ନେତା । ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିକ ସ୍ମୃତିସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ମୋଟ୍‌ ୮ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର

ଭୁବନେଶ୍ବର : କଳିଙ୍ଗ ଶିକ୍ଷା ସାଥି ସୁଧ ରିହାତି ପ୍ରସ୍ତାବରେ ପରିବର୍ତ୍ତନ । ପ୍ରସ୍ତାବରେ ମୋହର ମାରିଛି ରାଜ୍ୟ କ୍ୟାବିନେଟ୍‌ । ପୂର୍ବରୁ କଳିଙ୍ଗ ଶିକ୍ଷା ସାଥି ଯୋଜନାରେ ୧ ପ୍ରଶିତ ସୁଧ ହାରରେ ଛାତ୍ରଛାତ୍ରୀଙ୍କୁ ୭ ଲକ୍ଷ ୫୦ ହଜାରରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯାଉଥିଲା । ପରିଶୋଧ ସମୟ…

ଶ୍ରେଷ୍ଠ ବିଧାୟକଙ୍କୁ ସମ୍ମାନ : ୨୦୦୯ରୁ ୨୦୧୬ ଯାଏଁ ଏକକାଳୀନ ସମ୍ମାନିତ ହେଲେ ୨୪ ଜଣ

ଭୁବନେଶ୍ବର : ବିଧାନସଭାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବିଧାୟକ ସମ୍ମାନୀତ। ୨୦୦୯ରୁ ୨୦୧୬ ପର୍ୟ୍ୟନ୍ତ ଆଠ ଜଣଙ୍କୁ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ କରାଯାଇଛି।  ୨୦୦୯ ପାଇଁ ବିଷ୍ଣୁଚରଣ ଦାସ, ୨୦୧୦ ପାଇଁ ଅରୁଣ କୁମାର ସାହୁ, ୨୦୧୧ ପାଇଁ ପ୍ରଭାତ କୁମାର ବିଶ୍ୱାଳ, ୨୦୧୨ ପାଇଁ…

ଆନନ୍ଦପୁର : ସ୍ତ୍ରୀର ବେକ କାଟିଲା ନୃସଂଶ ସ୍ବାମୀ

ଆନନ୍ଦପୁର (କେନ୍ୟୁଜ୍) : ପାରିବାରିକ କଳହର କୁପରିଣତୀ। ସ୍ତ୍ରୀର ବେକ କାଟିଲା ନୃସଂଶ ସ୍ବାମୀ। ଆନନ୍ଦପୁର ଥାନା ଫକିରପୁର ଗାଁର ଏହି ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀ ସୁଭଦ୍ରା ନାଥ ସ୍ବାମୀଙ୍କ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି ହୋଇ…

ବରଗଡ଼ : ରାକ୍ଷୀ ପୁର୍ଣ୍ଣିମା ପୁର୍ବରୁ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ

ବରଗଡ଼ (କେନ୍ୟୁଜ୍) : ଅତାବିରା ଥାନା ସିଂହାପାଲ୍ଲୀ ଗାଁରେ ଅଘଟଣ । ରାକ୍ଷୀ ପୁର୍ଣ୍ଣିମା ପୁର୍ବରୁ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ। ରାକ୍ଷୀ ପୁର୍ଣ୍ଣିମାକୁ ଆଉ ଦୁଇ ଦିନ ଥିବା ବେଳେ ସଂଦେହଜନକ ଭାବରେ ଉଭୟ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ମୃତ ଭାଇ ଭଉଣୀ ହେଉଛନ୍ତି ବିକାଶ ମେହେର ଓ ମୀନତି…