Below header
Browsing Category

ରାଜ୍ୟ

 ବଲାଙ୍ଗିର : ଫେରିଲେ କେରଳ ବନ୍ୟାରେ ଫସିଥିବା ଶ୍ରମିକ

ବଲାଙ୍ଗିର (କେନ୍ଯୁଜ୍) : ଫେରିଲେ କେରଳ ବନ୍ୟାରେ ଫସିଥିବା ଶ୍ରମିକ । ହ୍ୟୁମାନ ଫାଉଣ୍ଡେସନ୍‌ ସଂସ୍ଥାର ସଦସ୍ୟଙ୍କ ସହାୟତାରେ ୩ ଜଣ ଶ୍ରମିକ ବଲାଙ୍ଗିର ଫେରିଛନ୍ତି । ଏମାନେ କେରଳର କୋଟେନରେ ଶ୍ରମିକ ଭାବେ କାମ କରୁଥିଲେ । ଜଳ ବନ୍ଦୀ ଅବସ୍ଥାରେ ଥିବା ବେଳେ ତିନି ଦିନ ଏମାନେ ଭୋକ ଉପାସରେ…

କଳାହାଣ୍ଡି : ଜିଲ୍ଲା ପ୍ରଶାସନର ନିଦ ହଜେଇଛି ଡେଙ୍ଗୁ ଜ୍ୱର

କଳାହାଣ୍ଡି (କେନ୍ଯୁଜ୍) : ଡେଙ୍ଗୁ ଜ୍ୱର ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ…

ମୟୂରଭଞ୍ଜ : ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ପ୍ରାଣ ହରାଇଲେ ପ୍ରସୂତି

ମୟୂରଭଞ୍ଜ (କେନ୍ଯୁଜ୍) : ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ପ୍ରାଣ ହରାଇଲେ ପ୍ରସୂତି । ଘଟଣା ଘଟିଛି ଉଦଳା ଡାକ୍ତରଖାନାରେ । ଡାକ୍ତରଙ୍କ ଅବହେଳା ଯୋଗୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୟୂରଭଞ୍ଜ, କପ୍ତିପଦା ଥାନା ପଦ୍ମପୋଖରୀ ଗାଁର ରଶ୍ମିତା ମହାପାତ୍ର…

ନୟାଗଡ଼ : ଟିଟୋର ସହଯୋଗୀ ବଟୁର ସାନ ଭାଇ ନଟ ପାଣି ଗିରଫ

ନୟାଗଡ଼ (କେନ୍ଯୁଜ୍) : ଟିଟୋର ସହଯୋଗୀ ବଟୁର ସାନ ଭାଇ ନଟ ପାଣି ଗିରଫ । ନଟକୁ ନୟାଗଡ଼ରୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଗତକାଲି ତାଙ୍କୁ ନେଇ ପଚରାଉଚରା କରିବା ପରେ ଗିରଫ କରାଯାଇଛି । ଏହା ସହ ଦୁଇଟି ଟ୍ରକ୍‌ ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ । ଗୋ ଚାଲାଣରେ…

ଭୁବନେଶ୍ୱର : ରେଳ ଷ୍ଟେସନ ନିକଟରୁ ଡାକ୍ତରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର (କେନ୍ଯୁଜ୍) : ରେଳ ଷ୍ଟେସନ ନିକଟରୁ ମୃତଦେହ ଉଦ୍ଧାର । ରେଳ ଧାରଣାରୁ ଅବସରପ୍ରାପ୍ତ ଡାକ୍ତର ରବୀନ୍ଦ୍ର ରଥଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଟ୍ରେନ୍‌ରୁ ଖସି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ହେଲେ ତାଙ୍କ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ…

ଝାରସୁଗୁଡ଼ା : ରାଜପୁରଠାରେ ଟ୍ରକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌

ଝାରସୁଗୁଡ଼ା (କେନ୍ଯୁଜ) : ରାଜପୁରଠାରେ ଟ୍ରକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌ । ଫଳରେ ଟ୍ରେନର ଗୋଟିଏ ବଗି ଓଲଟି ପଡ଼ିଛି । ଟ୍ରକ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ରେଳ ଧାରଣାରେ ଫସି ଯାଇଥିଲା । ଏତିକି ବେଳେ ଏକ ମାଲବାହୀ ଟ୍ରେନ୍‌ ଟ୍ରକଟିକୁ ଧକ୍କା ଦେଇଥିଲା । ତେବେ ଏଥିରେ କାହାରି…

ମାହାଙ୍ଗା : ପରକୀୟା ପ୍ରୀତିରୁ ଆତ୍ମହତ୍ୟା, ମୃତକ ଦୁଇ ଜଣ ସମ୍ପକୀୟ ଦିଅର ଓ ଭାଉଜ

ମାହାଙ୍ଗା (କେନ୍ଯୁଜ) : ପରକୀୟା ପ୍ରୀତିରୁ ଆତ୍ମହତ୍ୟା ଅଭିଯୋଗ । ଘର ଭିତରୁ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମାହାଙ୍ଗା କେନ୍ଦୁପାଟଣା ଖଣ୍ଡଗାଁରେ ଏହି ଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଦୁଇ ଜଣ ସମ୍ପକୀୟ ଦିଅର ଓ ଭାଉଜ । ମୃତ ମହିଳାଙ୍କ ନାଁ ତୁଳସୀ ବେହେରା ଓ ଯୁବକ…

ନୟାଗଡ ଜିଲ୍ଲାପାଳ ପଢାଇଲେ ପାଠ

ନୟାଗଡ (କେନ୍ୟୁଜ୍) : ଜିଲ୍ଲାପାଳ ପଢାଇଲେ ପାଠ । ନୟାଗଡ ଜିଲ୍ଲାପାଳ ଏନ୍.ତିରୁମାଲା ନାଏକ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ନୂଆଗାଁ ଚାହାଳି ହାଇସ୍କୁଲର ପିଲାଙ୍କୁ ପାଠ ପଢାଇଛନ୍ତି । ଜିଲ୍ଲାପାଳଙ୍କୁ ପାଖରେ ପାଇ ଛାତ୍ରଛାତ୍ରୀମାନେ ମଧ୍ୟ ବେଶ୍ ଖୁସି ଥିଲେ । ସେପଟେ ଆଗକୁ ବିଦ୍ୟାଳୟର…

ମୟୁରଭଞ୍ଜ ଟଙ୍ଗାଶୋଳ ପଞ୍ଚାୟତରେ ଡାଇରିଆ ଆତଙ୍କ : ୪ଟି ଗାଁରେ ୩୦ରୁ ଅଧିକ ଲୋକଙ୍କୁ ଝାଡାବାନ୍ତି

ମୟୁରଭଞ୍ଜ (କେନ୍ୟୁଜ୍) : ବଡସାହି ବ୍ଲକ ଟଙ୍ଗାଶୋଳ ପଞ୍ଚାୟତରେ ଡାଇରିଆ ଆତଙ୍କ । ପଞ୍ଚାୟତ ଅଧିନରେ ଥିବା ୪ଟି ଗାଁ ଟଙ୍ଗାଶାଳ, ରେହେଡାଗୁଡା, ପଡିଆ ଗୁଡା, ଭାଲୁଘେରା ଗାଁର ୩୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଦୂଷିତ ପାଣି ପିଇବା ଯୋଗୁଁ ଡାଇରିଆ ବ୍ୟାପୁଛି । ଛଅ ଦିନ…

ପାରାଦ୍ବୀପ : ଲୋଡର ଅପରେଟର ଓ ହେଲପରଙ୍କ ଆନ୍ଦୋଳନ ସ୍ଥଗିତ

ପାରାଦ୍ବୀପ (କେନ୍ୟୁଜ୍) : ବନ୍ଦରରେ ଲୋଡର ଅପରେଟର ଓ ହେଲପରଙ୍କ କାର୍ୟ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ । ପାରାଦୀପ ଶ୍ରମିକ କର୍ମଚାରୀ ମିଳିତ ମଞ୍ଚର ସଭାପତି ଓ ଅତିରକ୍ତ ଏସପିଙ୍କ ହସ୍ତକ୍ଷେପ ପରେ ଆନ୍ଦୋଳନକୁ ସ୍ଥଗିତ ରଖଯାଇଛି । ଆଗକୁ ତ୍ରିପାକ୍ଷିକ ଆଲୋଚନା କରି ଦାବି ଗୁଡିକୁ ବିଚାର କରିବାକୁ…

ମହାକାଳପଡା ଗୋପିନାଥପୁର ଶାସନ ଗାଁରେ ଡେଙ୍ଗୁ ଆକ୍ରାନ୍ତ : ୪ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ

କେନ୍ଦ୍ରାପଡା (କେନ୍ୟୁଜ୍) : ଡେଉଁଛି ଡେଙ୍ଗୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତେରଙ୍ଗ ପଞ୍ଚାୟତର ଗୋପିନାଥପୁର ଶାସନ ଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ୭ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୪ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗାଁର ଅନେକ…

ଜିଟିଏସ୍‌ ଫେଲ୍‌, ଛିଡ଼ା ହୋଇଛି ଟ୍ରକ୍‌ : କେନ୍ଦୁଝରରେ ଖଣିଜ ପରିବହନ ଠପ୍‌

କେନ୍ଦୁଝର (କେନ୍ୟୁଜ୍) : ଜିଟିଏସ୍ ଫେଲ୍ କାରଣରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଖଣିରେ ଛିଡ଼ା ହୋଇଛି ଟ୍ରକ୍ । ଫଳରେ ଖଣିଜ ପଦାର୍ଥ ପରିବହନ ଫେଲ୍ ହୋଇଛି । ୨୦୧୬ ଅକ୍ଟୋବର ୧ ତାରିଖରେ ଏହି ବ୍ୟବସ୍ଥା ଲାଗୁ କରିଥିଲେ ସରକାର । ଏହି ସିଷ୍ଟମ ଫେଲ୍ ହେଲେ, ଟ୍ରକ୍ ଗେଟିଂ ହୋଇପାରିବ ନାହିଁ ।…