Below header
Browsing Category

ରାଜ୍ୟ

କାମ ଯୋଗାଇଦେବା ବାହାନାରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଯାଜପୁର(କେନ୍ୟୁଜ୍) : ପୁଣି ଥରେ ଆସିଛି ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କାମ ଯୋଗାଇଦେବା ବାହାନାରେ ତିନି ଜଣ ଯୁବକ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏ ଘଟଣା ଏବେ ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ଥାନୀୟ ଅଞ୍ଚଳର ଜଣେ ସ୍ୱାମୀ…

ନକଲି ଗୁଟଖା କାରଖାନା ଠାବ

ଭଦ୍ରକ(କେନ୍ୟୁଜ୍) : ଭଦ୍ରକସ୍ଥିତ ପୁରଣାବଜାର ବଡ଼ଶଙ୍କରପୁର ଚଉତିଆ ମହଲାରେ ଏହି କାରଖାନା ଠାବ କରାଯାଇଛି। ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୁରୁଣା ବଜାର ଥାନା ପୋଲିସ। ଏଥିସହ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ ହୋଇଛି। କାରଖାନାରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି।…

ଅନ୍ଧବିଶ୍ୱାସର ଅନ୍ଧଗଳିରେ ମଣିଷ : ଭୂତ ଭୟ ପିଲାଙ୍କୁ ସଂପର୍କୀୟଙ୍କ ଘରେ ଛାଡି ଦେଉଛନ୍ତି ଅଭିଭାବକ

ଭଦ୍ରକ(କେନ୍ୟୁଜ୍) : ବୈଜ୍ଞାନିକ ଯୁଗରେ ମଧ୍ୟ ଦେଖିବାକୁ ମିଳୁଛି ଅନ୍ଧବିଶ୍ବାସର କରୁଣ ପରିଣତି। ଭଦ୍ରକ ଜିଲ୍ଲା ପିରାହାଟ କାନପୁର ଗାଁରେ ଭୂତ ଭୟ । ନିଜ ପିଲାଙ୍କୁ ନେଇ ସଂପର୍କୀୟଙ୍କ ଘରେ ଛାଡି ଆସୁଛନ୍ତି ପରିବାର ଲୋକ । ଗାଁର ବେହେରା ସାହି, ମାଝୀ ସାହି ଓ ଗୁହାରୀ ସାହିର ପାଖାପାଖି ୫୦ରୁ…

ଆଜି ଶପଥ ନେବେ ଜଷ୍ଟିସ୍‌ କେ.ଏସ ଜାଭେରୀ

ଭୁବନେଶ୍ବର(କେନ୍ଯୁଜ୍) : ହାଇକୋର୍ଟ ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ କେ. ଏସ ଜାଭେରୀ ଆଜି ଶପଥ ନେବେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇବେ । ଏହାପୂର୍ବରୁ ରାଜସ୍ଥାନ ହାଇକୋର୍ଟ ବିଚାରପତି ଥିଲେ ଜଷ୍ଟିସ ଜାଭେରୀ । ୨୦୦୪ରେ ସେ ଗୁଜୁରାଟ ହାଇକୋର୍ଟରେ ଜଜ୍‌…

ଅସୁରକ୍ଷିତ ଭୁବନେଶ୍ବର ଏମସ ବିଲଡ଼ିଂ

ଭୁବନେଶ୍ୱର ସ୍ଥିତ ଏମସ ବିଲଡିଂ ସୁରକ୍ଷିତ କି ନୁହଁ ? ଆଉଟଡୋର ସିଲିଂ ଖସିବା ଓ କାଜୁଆଲିଟି ରୁମ୍ କାନ୍ଥ ଦବିବା ପରେ ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତେବେ କର୍ତ୍ତୃପକ୍ଷ କହିଛନ୍ତି, ଏମ୍ସ ସଂପୂର୍ଣ୍ଣ ସୁରକ୍ଷିତ । ଆଇଆଇଟି ଟିମ୍ ଆସି ଏହାର ଯାଞ୍ଚ କରିବ । ସେପଟେ ୨୫ ତାରିଖରେ…

ପୋଖାରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ

ନବରଙ୍ଗପୁର  (କେନ୍ଯୁଜ୍) : ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ମାନ୍ଦିଗୁଡ଼ା ଗାଁରେ। ଆଜି ଅପରାହ୍ଣରେ ଦୁଇ ଭଉଣୀ ପୋଖରୀକୁ ଶୌଚ ହେବାକୁ ଯାଇ ଆଉ ଫେରି ନଥିଲେ । ବହୁ ଖୋଜାଖୋଜି ପରେ ପୋଖରୀ ଭିତରୁ ସେମାନଙ୍କ ମୃତ ଦେହ ଉଦ୍ଧାର କରିଥିଲେ ଗ୍ରାମବାସୀ। ପୋଲିସ ପହଞ୍ଚି ଶବ…

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସ : ଏକାସଙ୍ଗେ ୨୩ ଜଣ ପିଲାଙ୍କୁ ଚେଙ୍କ

ନବରଙ୍ଗପୁର(କେନ୍ଯୁଜ୍ ) : ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ପାପଡାହାଣ୍ଡିର ଖଡ୍ରା ସାହିରେ । ଚିତାଲାଗି ଅମାବାସ୍ୟାରେ ପିଲାଙ୍କୁ ଚେଙ୍କ ଦେଲେ ଦେହ ଭଲ ରହିବ ବୋଲି ବିଶ୍ୱାସ କରି ଚେଙ୍କ ଦିଆଯାଇଛି । ଏପରି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏକାସଙ୍ଗେ ୨୩ ଜଣ…

ବଜ୍ରପାତରେ ଭାଙ୍ଗିଲା ଗୋପୀନାଥ ମନ୍ଦିର ପାଚେରୀ

ପିପିଲି (କେନ୍ୟୁଜ୍‌) : ବଜ୍ରପାତରେ ଭାଙ୍ଗିଲା ମନ୍ଦିର ପାଚେରୀ । ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଅନ୍ତର୍ଗତ କାକୁଡ଼ିଆ ଗ୍ରମ ସ୍ଥିତ ଗୋପୀନାଥ ମନ୍ଦିରର ପାଚେରୀ ଭାଙ୍ଗି ଯାଇଛି । ଆଜି ଅପରାହ୍ନରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ପ୍ରଚଣ୍ଡ ଶବ୍ଦ କରି ୧୦୦ ଫୁଟର ପାଚେରୀଟି ଭାଙ୍ଗି…

ଭୁବନେଶ୍ୱରରୁ ନାଇଜେରିଆ ନାଗରିକ ଗିରଫ

ଭୁବନେଶ୍ବର(କେନ୍ଯୁଜ୍) : ଚନ୍ଦ୍ରଶେଖରପୁର ଥାନା ପୋଲିସ ନାଇଜେରିଆ ନାଗରିକ ଆମାଦୀ ଭିକ୍ଟର ବ୍ଲେଜକୁ ଗିରଫ କରିଛି । ଆମାଦୀ ଭିକ୍ଟର ବ୍ଲେଜ ମୁମ୍ବାଇରୁ ଭୁବନେଶ୍ୱର ଟ୍ରେନ୍‌ ଯୋଗେ ଆସିଥିଲା । ଭୁବନେଶ୍ୱର ରେଳ ଷ୍ଟେସନରେ ଡ୍ରଗସ୍‌ କାରବାର ସନ୍ଦେହରେ ନାର୍କୋଟିକ୍ସ୍‌ ଟିମ୍‌ ତାଙ୍କୁ ଧରି…

ବିଦେଶୀ ପେଲିକାନ୍‌ ପକ୍ଷୀ ଉଦ୍ଧାର

ବ୍ରହ୍ମପୁର (କେନ୍ୟୁଜ୍‌) :  ବ୍ରହ୍ମପୁର ସହରର ହରଡ଼ାଖଣ୍ଡି ଲକ୍ଷ୍ମୀବିହାରର ଏକ ମୋବାଲ ଟାଓ୍ଵାରରୁ ଗୋଟିଏ ବିଦେଶୀ ପେଲିକାନ ପକ୍ଷୀ ଉଦ୍ଧାର ହୋଇଛି । ଏହି ପକ୍ଷୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ ଓ ବନ ବିଭାଗ କର୍ମଚାରୀ । ପକ୍ଷୀର ଡେଣାରେ ଆଘାତ ଲାଗିଥିବାରୁ ତାର…

ଚିତାଲାଗି ଅମାବାସ୍ୟାରେ ଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା

ବ୍ରହ୍ମଗିରି (କେନ୍ୟୁଜ୍‌) : ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ପୁରୀ ଜିଲ୍ଲା ବ୍ରହ୍ମଗିରି ଶ୍ରୀଅଲାରନାଥଙ୍କ ପୀଠରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ମହାପ୍ରଭୁଙ୍କୁ ସୁବର୍ଣ୍ଣ ଚିତାଲାଗି ହୋଇଛି । ଭୋର ୪ଟାରେ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତି, ଅବାକାଶ, ବେଶ,…

ଅଗଷ୍ଟ ୧୫ ପାଇଁ ପରେଡ୍ ବେଳେ ଅଘଟଣ

ରାଉରକେଲା : ଅଗଷ୍ଟ ୧୫ ପାଇଁ ପରେଡ୍ ରିହରସାଲ ବେଳେ ଅଘଟଣ ଘଟିଛି। ପରେଡ ଅଭ୍ୟାସ ବେଳେ ୫ ଜଣ ଛାତ୍ରୀ ଅଚେତ ହୋଇପଡ଼ିଥିଲେ । ରାଉରକେଲା ଏମଜିଏମ୍ ସ୍କୁଲରେ ଏହି ଅଘଟଣ ଘଟିଛି। ଏମାନଙ୍କ ମଧ୍ୟରୁ ୪ ଜଣ ସିଡବ୍ଲୁଏସ୍ ଏବଂ ଜଣେ ଆଇଜିଏଚ୍ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ…