Below header
Browsing Category

ଭିଡିଓ

କଟକ : ସାଲେପୁରରେ ସଡ଼କ ଦୁର୍ଘଟଣାରେ ୪ ମୃତ , ସୁନ୍ଦରଗଡରେ ବସ୍ ଓଲଟି ୩୦ ଆହତ

କଟକ ସାଲେପୁରରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଟ୍ରକ୍‌କୁ ଏକ କାର ପିଟିବା ଫଳରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି । କାରଟି ସାଲେପୁରରୁ କଟକ ଷ୍ଟେସନ୍‌କୁ ଯାଉଥିଲେ । କଟକ-ଚାନ୍ଦାବାଲି ରାସ୍ତାର ଭାଇରପୁରରେ ଟ୍ରକ୍‌କୁ ପିଟିଥିଲା କାର ।

ଏଣିକି ଚାନ୍ଦା ନେବା ପଡ଼ିବ ମହଙ୍ଗା, କୌଣସି କମିଟି ବେଆଇନ୍ ଭାବେ ଚାନ୍ଦା ଆଦାୟ କରିପାରିବେ ନାହିଁ

ପୂଜାକୁ ନେଇ ବେସ ଜମିଛି ରାଜଧାନୀ ବଜାର। ତେବେ ଏନେଇ ସୁରକ୍ଷାକୁ ନଜର ରଖି ଅନେକ ପ୍ରକାରର ନୂଆ ନିୟମ ଳାଗୁ କରିଛି କମିଶନରେଟ ପୋଲିସ୍।  ଦଶହରା ଆଗରୁ ଭୁବନେଶ୍ୱରର ସମସ୍ତ ଡ୍ରେନେଜ୍‌, ଟ୍ରାଫିକ୍‌ ଓ ଲାଇଟ୍‌ ସମସ୍ୟାର ସମାଧାନ କରାଯିବ । କୌଣସି ପୂଜା କମିଟି ବେଆଇନ୍‌ ଭାବେ ଚାନ୍ଦା ଆଦାୟ…

ରାଜେନ୍ଦ୍ରଙ୍କ ମହାନତା, ଗରିବଙ୍କୁ ଦାନ କଲେ ଦରମା ଟଙ୍କା ଏବଂ ବସ୍ତ୍ର

ଢ଼େଙ୍କାନାଳ ଜିଲ୍ଳାର ଏକ ଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ଯକର ପରିସ୍ଥିତି। ଗ୍ରାମର ସରପଞ୍ଚ ରାଜେନ୍ଦ୍ର ନିଜ ଦରମାରୁ ଗରିବ ହିତାଧିକାରୀଙ୍କୁ ୩୦୦ ଟଙ୍କା ଓ ବସ୍ତ୍ର ପ୍ରଦାନ କରିଛନ୍ତି। 

ସୂର୍ଯ୍ଯ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ ମାନସିକ ଆଘାତ ଦେଇଛନ୍ତି ଅଭିଜିତ୍‌ ଆୟାର :…

ବିଧାନସଭାରେ ଉଠିଲା ଚିଲିକା ଉପରେ ହେଲିକପ୍ଟର ଉଡିବା ପ୍ରସଙ୍ଗ । ଗୃହ କାର୍ଯ୍ଯ ଆରମ୍ଭ ହେବା କ୍ଷଣି ବିଜେଡି ବିଧାୟକମାନେ ଗୃହରେ ମଧ୍ୟ ଭାଗକୁ ଆସି ହେଲିକପ୍ଟର ଉଡିବା ପ୍ରସଙ୍ଗରେ ହୋହଲ୍ଲା କରିଥିଲେ । ବୈଜୟନ୍ତ ପଣ୍ଡା ପରିବେଶ ଉଲଂଘନ କରିଥିବାବେଳେ, ଅଭିଜିତ୍‌ ଆୟାର ବିଶ୍ୱପ୍ରସିଦ୍ଧ…

୩0 ଦିନରେ ପହଁଚିଲା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ

ଭୁବନେଶ୍ୱରରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନକୁ ଆଜି ମାସେ ପୁରିଲା। ତଥାପି ପୂରଣ ହେଉନି ସେମାନଙ୍କ ପ୍ରତିଶୃତି, ଆଉ ହଟୁନି ଧାରଣା। ରାଜରାସ୍ତାରେ ହିଁ ଗୁରୁଦିବସ, ଗଣେଶ ପୂଜା ପାଳନ କରିଥିବାବେଳେ ଆଜି ନୂଆଁକାଇ ମଧ୍ଯ ପାଳନ କରୁଛି ମଞ୍ଚ ।

ଆତ୍ମା ଓ ଏହାର ଉପସ୍ଥିତି, କେତେ ସତ କେତେ ମିଛ

ଆତ୍ମା ଓ ଏହାର ଉପସ୍ଥିତି, କେତେ ସତ କେତେ ମିଛ ! କ'ଣ ସତରେ ଅଛନ୍ତି ଆତ୍ମା ? କ'ଣ ସତରେ ଏ ଦୁନିଆରେ ରହିଛି କିଛି ଅଲୌକିକ ଶକ୍ତି ? ଆପଣ କଣ ଆତ୍ମାର ଉପସ୍ଥିତି ଉପରେ ବିଶ୍ୱାସ କରନ୍ତି ? ଯଦି ହଁ, ତେବେ ଏ ବିଷୟରେ ଆପଣଙ୍କର ନିଜର ବ୍ୟକ୍ତିଗତ ମତ କ'ଣ ? ଏ ଭଳି କିଛି ଭୌତିକ ପ୍ରଶ୍ନର ଉତ୍ତର…

ପବିତ୍ର ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ଗଜାନନଙ୍କ ବାଲୁକକଳା

ପବିତ୍ର ଗଣେଶ ପୂଜା ଅବସରରେ ପୁରୀ ବେଳାଭୂମିରେ ତିଆରି ହୋଇଛି ଗଜାନନଂକ ମୂର୍ତ୍ତି । ସମ୍ପୂର୍ଣ୍ଣ ତଥ୍ୟ ପାଇଁ ଦେଖନ୍ତୁ ଏହି ଭିଡ଼ିଓ ।