Below header
Browsing Category

ଭିଡିଓ

ବିରାଟ ବଡ଼ ସାପର ଚଲା ଦେଖି ଅଟକି ଗଲା ଟ୍ରାଫିକ, ଦେଖନ୍ତୁ ଭିଡ଼ିଓ

ବିରାଟ ବଡ ସାପକୁ ବାଟରେ ଦେଖି ସମସ୍ତଙ୍କ ଗାଡ଼ି ଅଟକି ଗଲା। କୋଚିର ସିପୋର୍ଟ ଏୟାରପୋର୍ଟ ରୋଡରେ ଏକ ବିଶାଳ ପାଇଥାନ ଦେଖିବାକୁ ମିଳିଥିଲା । ଏହି ବିଶାଳକାୟ ସାପକୁ ଦେଖିବା ପାଇଁ ଟ୍ରାଫିକ ଜାମ ହୋଇଯାଇଥିଲା । ଏହି ବଡ଼ ସାପକୁ ସମସ୍ତେ ରାସ୍ତାରେ ଯିବାପାଇଁ ବାଟ ଛାଡିଥିଲେ । ଏହାକୁ ପ୍ରଥମେ…

ସଫେଇ କାମ କରୁ କରୁ ଟଳିପଡିଲେ ବ୍ୟକ୍ତି, ମାତ୍ର କେଇ ମିନିଟରେ ଉଡିଗଲା ପ୍ରାଣ ବାୟୁ

ମୃତ୍ୟୁ କେବେ କେତେବେଳେ କେଉଁ ସମୟରେ ଆସିବ ତାହା କେହି ଜାଣନ୍ତିନାହିଁ। ମୃତ୍ୟୁ ଯେ କେତେ ଭୟଙ୍କର ରୂପରେ ଆସେ ତାହଳ ଆପଣ ସୋସିଆଲ ମିଡିଆ ଭିଡିଓ ଦ୍ୱାରା ଜାଣିପାରିବେ। କଥାରେ ଅଛି ଜଣଙ୍କୁ ନେଇ ସିନ୍ଦୁକରେ ପୂରାଇ ଲୁଚାଇ ରଖିଲେ ବି ମୃତ୍ୟୁକୁ କେହି ଅଟକାଇପାରିବେନି। ଏଇ ଯେମିତି ଭାଇରାଲ…

ମିଳିଲା ପ୍ରତିଶ୍ରୁତି, ବଦଳିଲା ଚିତ୍ର : ଗମନାଗମନର ମାଧ୍ୟମ ପାଲଟିଲା ବେଲି ବ୍ରିଜ୍‌

କେନ୍ଦୁଝର : ବଦଳିଛି ଚିତ୍ର । ବର୍ଷ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିଛି । କେନ୍ଦୁଝର ଜିଲ୍ଲା କୁକୁରକଟା ନଦୀ ଉପରେ ନିର୍ମିତ ହୋଇଥିବା ବେଲି ବ୍ରିଜ ଏବେ ଲୋକଙ୍କ ଗମନାଗମନର ମାଧ୍ୟମ ପାଲଟିଛି । କେବଳ ଏତିକି ନୁହେଁ, ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ମଧ୍ୟ ଉନ୍ନତି…

କବିସୂର୍ଯ୍ୟନଗରରେ ନାବାଳିକାକୁ ଦୁଷ୍କର୍ମ ଘଟଣା : ୩ ଅଭିଯୁକ୍ତ ଗିରଫ

ଗଞ୍ଜାମ : କବିସୂର୍ଯ୍ୟନଗର ବାଲିଛାଇ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ୩ ଅଭିଯୁକ୍ତ ଗିରଫ। ୨୧ଦିନ ପରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲସରା ପୋଲିସ । https://www.youtube.com/watch?v=OPdUN-ztYYg

“ଅଭିଜିତ୍‌ ମୋର ବନ୍ଧୁ ନୁହେଁ ” ବୈଜୟନ୍ତ

ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍‌ଙ୍କୁ ସାକେତ ଚିଫ୍‌ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ଅନ୍ତରୀଣ ସୁରକ୍ଷା ଆସନ୍ତା ୫ ତାରିଖ ଯାଏ ବଳବତ୍ତର ରହିବ । ଅଭିଜିତଙ୍କ ରିଟ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଅଭିଜିତ ହାଇକୋର୍ଟ ଯିବା ପାଇଁ…

ଗୋଟିଏ ସ୍ଥାନରେ ହିନ୍ଦୁ ଓ ମୁସଲିମ୍ ପରମ୍ପରାର ବିବାହ ଉତ୍ସବ

ବ୍ରହ୍ମପୁର ଖାଜା ସାହିରେ ଗୋଟିଏ ସ୍ଥାନରେ ହିନ୍ଦୁ ରୀତିନୀତି ସହ ମୁସଲିମ୍‌ ପରମ୍ପରାରେ ବିହାର ଉତ୍ସବ। ଗଞ୍ଜାମ ମୁସଲିମ୍‌ କଲଚୁରାଲ ଆସୋସିଏସନ ତରଫରୁ ଆୟୋଜିତ ହୋଇଛି ଗଣ ବିବାହ ବା ଗଣ ନିକାହ ଉତ୍ସବ। ଗରିବ ପରିବାର ୯ ମୁସଲିମ ଓ ୩ ହିନ୍ଦୁ ଯୁବତୀଙ୍କ ବିବାହ ଏକ ସଙ୍ଗରେ ଅନୁଷ୍ଠିତ ହୋଇଥିଲା…

ଅରୁଗୁଳ ସ୍ଥିତ ଭୁବନେଶ୍ୱର ଆଇଆଇଟିର ସପ୍ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

କେନ୍ଦ୍ର ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ସଚିବ ପ୍ରଫେସର ଆଶୁତୋଷ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ୧୦ ଜଣଙ୍କୁ ପିଏଚ୍‌ଡି, ୯୧ ଜଣଙ୍କୁ ଏମ୍‌ଟେକ୍‌, ୬୯ ଜଣଙ୍କୁ ଏମ୍‌ଏସି ଓ ୧୬୨ ଜଣ ବି-ଟେକ୍‌ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସହ ତିନି ଜଣ ଛାତ୍ରଛାତ୍ରୀଙ୍କୁ…

କନ୍ଧମାଳରେ ୯ ବର୍ଷର ନାବାଳିକାକୁ ଦୁଷ୍ମର୍ମ ପରେ ହତ୍ଯା

ଜଣେ ନଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟା ପରେ ତାକୁ ଏକ ନାଳରେ ଫୋପାଡି ଦିଆଯାଇଥିବା କୁହାଯାଇଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅଂଚଳରେ ଏହି ଘଟଣା ଘଟିଛି ।ଗତକାଲି ଅପରାହ୍ନରେ ଶିଶୁଟି ନିଖୋଜ ଥିଲା । ସଂଧ୍ୟାରେ ମିଳିଥିଲା ନାବାଳିକାର ମୃତ…

ଜାରି ରହିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଯୋଗୁଁ ସମ୍ବଲପୁର ମଣ୍ଡଳ କାରାଗାର ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । କ୍ଷମତାଠାରୁ ଅଧିକ ଅପରାଧି ଏବେ ସମ୍ବଲପୁର ଜେଲରେ । ଦୀର୍ଘ ୧୮ଦିନ ହେଲାଣି ସମ୍ବଲପୁର କଚେରୀ ଛକଠାରେ ଜିଲ୍ଲା ଓକିଲ ସଂଘ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ…