Browsing Category

ଭିଡିଓ

ବେଙ୍ଗାଲୁରୁ ମାରାଥନରେ ୫ କିଲୋମିଟର ଦୌଡ଼ିଲେ ୯୨ ବର୍ଷିୟ ବୃଦ୍ଧ, ସାଂସଦ ତେଜସ୍ୱୀ ସୂର୍ଯ୍ୟା ସେୟାର କଲେ ଭିଡ଼ିଓ

ବେଙ୍ଗାଲୁରୁରେ ରବିବାର ଦିନ ଆୟୋଜନ ହୋଇଥିଲା ବେଙ୍ଗାଲୁରୁ ମାରାଥନର ଅଷ୍ଟମ ଏଡିସନ୍। ଏହି ମାରାଥନ୍ ଶ୍ରୀ କଣ୍ଟେରାଭା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଅନେକ ଯୁବଗୋଷ୍ଠୀ ଏହି ଗଣ ଦୌଡ଼ରେ ଭାଗ ନେଇଥିଲେ। ଏହି ମାରଥନରେ ଏକ ଉତ୍ସହଜନିତ ଓ ପ୍ରେରଣାତ୍ମକ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା।…

କରୋନା ଠାରୁ ବଞ୍ଚିବା ପାଇଁ ଚୀନ୍ ର ହାଇଟେକ୍ ଜୁଗାଡ, ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ହେବେ ଆଶ୍ଚର୍ଯ୍ୟ

ସାରା ବିଶ୍ବରେ କୋଭିଡ୍ ଦିନେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। କିନ୍ତୁ ବର୍ତ୍ତମାନ ଏହି ମହାମାରୀ ଅବସ୍ଥା ନିୟନ୍ତ୍ରଣକୁ ଆସିଛି। ହେଲେ ଅନ୍ୟ ସବୁ ଦେଶ ଗୁଡିକରେ ଏହି ମହାମାରୀ ଅବସ୍ଥା ସୁଧୁରିବା ସ୍ଥିତିକୁ ଆସୁଥିବା ବେଳେ ଚୀନ୍ ରେ ପୁଣି ଏହାର ବଡ଼ ପ୍ରକୋପ ଦେଖିବାକୁ ମିଳିଛି। ଏହା…

କାନ୍ଦୁଥିବା ପିଲାକୁ ଶାନ୍ତ କରିବା ପାଇଁ ଉଡୁଥିବା ଫ୍ଲାଇଟରେ ଯାତ୍ରୀମାନେ ଗାଇଲେ ‘ବେବି ଶାର୍କ’ ଗୀତ

ଦୁବାଇରେ ଆକାଶରେ ଘଟିଥିଲା ଏମିତି ଏକ ଘଟଣା, ଯାହାର ଭିଡିଓ ବର୍ତ୍ତମାନ ଅଧିକ ମାତ୍ରାରେ ଭାଇରାଲ ହେବାକୁ ଲାଗିଛି। ଜଣେ ଛୋଟ ଛୁଆକୁ ବୁଝାଇବା ପାଇଁ ଗୀତ ଗାଇଲେ ପ୍ଲେନରେ ଥିବା ସମସ୍ତ ଯାତ୍ରୀ। ଦୁବାଇରୁ ଆଲବାନିଆ ଅଭିମୁଖେ ଏକ ଫ୍ଲାଏଡବାଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀମାନେ…

ଥାଇଲ୍ୟାଣ୍ଡରେ ଦେଖାଗଲା ଅଜବ ନୂଆ ଜୀବ, ଆପଣ ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ ଅନେକ ଅଜବ ଜନ୍ତୁ ଅଛନ୍ତି। ଯାହାକୁ ଦେଖି ବେଳେ ବେଳେ ଆମେ ଡରିଯାଉ। ପୁଣି କିଛି ଆମକୁ ବହୁତ ପସନ୍ଦ ଆସନ୍ତି । ହେଲେ ଥାଇଲାଣ୍ଡରେ ଏପରି ଏକ ଜୀବ ଦେଖାଯାଇଛି ହୁଏତ ଏହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଥାଇଲାଣ୍ଡରେ ଅଧିକ ସାପ ରହୁଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ…

ରାସ୍ତା କଭର କଲା ଅଜଗର ସାପ, ଆଶ୍ଚର୍ୟ୍ଯ ହୋଇଗଲେ ଦେଖୁଥିବା ଲୋକ

ଅନେକ ସମୟରେ ବନ୍ୟ ଜନ୍ତୁ, ସାପ ହେଉ କିମ୍ବା ଅନ୍ୟ କୌଣସି ପ୍ରାଣୀ ରାସ୍ତା ପାର ହେବା ଆପଣ ଦେଖିଥିବେ। ଏମିତିକି ବେଳେ ବେଳେ ତାଙ୍କର ଦୁର୍ଘଟଣା ଘଟେ ଓ ସେମାନେ ପ୍ରାଣ ହରାନ୍ତି କିମ୍ବା ଆହତ ହୁଅନ୍ତି । କିନ୍ତୁ ଆମେ ସେମାନଙ୍କୁ ବାଟ ଦେବା ଉଚିତ୍। ହେଲେ କେବେ ଏମିତି ସାପ ଆପଣ ଦେଖିଛନ୍ତି…

ନିଜ ବନ୍ଧୁକୁ ଏମିତି ଭାବପ୍ରବଣ ହୋଇ ଦେଲେ ବିଦାୟ: ମଣିଷ ଏମାନଙ୍କ ଠାରୁ ବହୁତ୍ କିଛି ଶିଖିବା ଦରକାର

ଆଜିର ଏହି ସ୍ୱାର୍ଥପର ଦୁନିଆରେ କିଏ କାହାର ନୁହେଁ। ସାହାଯ୍ୟ କରିବା ତ ଦୂରର କଥା ଅନେକ ସ୍ଥାନରେ ମାନବିକତା ଖୁବ୍ କମ୍ ଦେଖାଯାଏ। ଯାହା ହୋଇଯାଏ ଏକ ବଡ଼ ଉଦାହରଣ। ଆଜିର ଦୁନିଆରେ ଯଦି କୌଣସି ମଣିଷର ଶବ ରାସ୍ତାରେ ପଡୁଛି ତାକୁ କେହି ଛୁଇଁବା ତ ଦୂରର କଥା ଅନାଇ ଯାଉନାହାନ୍ତି। ହେଲେ…

ଋଷିଆ ସୈନିକଙ୍କୁ ଖୁଆଇଲେ ୟୁକ୍ରେନ ବାସିନ୍ଦା: ମା’ଙ୍କ ସହ ଭିଡ଼ିଓ କଲ୍ ରେ କଥା ହୋଇ କାନ୍ଦି ପକାଇଲେ ଋଷ ସୈନିକ

ଗୋଟିଏ ପଟେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ଆଉ ଅନ୍ୟ ପଟେ ନିଜ ଘର ଛାଡ଼ି ଆସିଥିବା ସୈନିକଙ୍କ କଷ୍ଟ। ଅନେକ ଲୋକ ଏହି ଯୁଦ୍ଧ ପାଇଁ ହଇରାଣ ହରକତ ହେଉଥିବା ବେଳେ ଓ ଋଷ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ…

ଶିଶୁ ନୁହେଁ ତ ଚାବି ଦିଆ କଣ୍ଢେଇ, ଦେଖନ୍ତୁ ଶିଶୁର କରାମତି, ଭାଇରାଲ ଭିଡିଓ

ବେଳେ ବେଳେ ସୋସିଆଲ ମିଡିଆରେ ଏମତି ଭିଡିଓସବୁ ନଜର ଆସେ, ଯାହାକୁ ଦେଖିଲେ ଆପଣଙ୍କ ହୃଦ ସ୍ପନ୍ଦନ ବି କ୍ଷଣିକ ପାଇଁ ବନ୍ଦ ହୋଇଯିବ । ଏମିତି ଏକ ଭିଡିଓକୁ ଜଣେ ୟୁଜର ତାଙ୍କ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି ଯାହାକୁ ଦେଖିଲେ ଯେ କେହି ଚମକି ପଡ଼ିବେ । ଭିଡିଓଟି ଭାଇରାଲ ହୋଇଛି । ଏହି…

ନିଆଁ ଲାଗିଥିବା ମଲ୍ ରୁ ୧୦ ଟି ପାର୍ଶିଆନ ବିଲେଇଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଗତ ଶୁକ୍ରବାର ସନ୍ଧ୍ୟାରେ ପୁଣେର ଏକ ବିଲ୍ଡିଂରେ ନିଆଁ ଲାଗିବା ପରେ ପୁଣେ ଅଗ୍ନିଶମ ବିଭାଗ ପାଖା ପାଖି ଦଶଟି ପାର୍ସିଆନ ବିଲେଇ ଓ ତାଙ୍କ ଛୁଆକୁ ପ୍ରାୟ ତିନି ମହଲା କୋଠାଘରୁ ଉଦ୍ଧାର କରିଥିଲେ। ​​ତେବେ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଅଗ୍ନିଶମ ବିଭାଗର ଅଧିକାରୀମାନେ…

ଟିକା ନ ନେବା ପାଇଁ ଲୋକ ଚଢ଼ିଲେ ଗଛକୁ, କର୍ମଚାରୀ ଗୋଡାଇ ଗୋଡାଇ ନୟାନ୍ତ, ଭିଡିଓ ଭାଇରାଲ

ଲକ୍ଷ୍ମୌ : କୋଭିଡ ଟିକା ସବୁ ଲୋକଙ୍କୁ ଦିଆଯିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି । ଏଥିପାଇଁ ନାନା ବିଜ୍ଞାପନ ଓ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ହେଲେ ଲୋକେ ତଥାପି ସଚେତନ ହେଉ ନାହାଁନ୍ତି । ଟିକା ନନେବା ପାଇଁ ଏବେ ବି ଲୋକେ ସ୍ୱାସ୍ଥ୍ୟ କର୍ମକର୍ତ୍ତାଙ୍କ ଠାରୁ ଲୁଚୁଛନ୍ତି…

ମସଲା ଦୋସା ଆଇସ୍କ୍ରିମ: ଭିଡ଼ିଓ ହେଉଛି ଭାଇରାଲ, ଦେଖିବା ଲୋକ ଦେଇଛନ୍ତି ଅଜବ କମେଣ୍ଟ

ଖାଇବାକୁ କିଏ ବା ପସନ୍ଦ ନ କରେ। ପୁଣି ଯଦି ଆଇସକ୍ରିମ କଥା ଉଠେ ଏହାକୁ ତ କେହି ବି ମନା କରନ୍ତି ନାହିଁ। ପ୍ରାୟ ସମସ୍ତେ ପସନ୍ଦ କରନ୍ତି ଆଇସକ୍ରିମ ଖାଇବା ପାଇଁ। ଅନେକ ଖାଇବା ଜିନିଷକୁ ଏମିତି ଏକ୍ସପ୍ଲୋର୍ କରନ୍ତି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେମିତି କିଛି…

ଏହି ଯୁବତୀଙ୍କ ପାରାଗ୍ଲାଇଡ ଦେଖି ଆପଣ ବି ହୋଇଯିବେ ସ୍ତବ୍ଧ : ନିଜ ସ୍ୱାମୀଙ୍କୁ ଏମିତି କହୁଥିଲେ ପାରାଗ୍ଲାଇଡ କରୁଥିବା…

ନିଜ ସ୍ତ୍ରୀକୁ ଯଦି ପାରାଗ୍ଲଇଡ କରିବାକୁ ଛାଡୁଛନ୍ତି ତେବେ ସତର୍କ ରୁହନ୍ତୁ । ଏକଥା ଆମେ କହୁନୁ ଏହି ଭିଡିଓ ଦେଖି ଏପରି କହିଛନ୍ତି ଜଣେ ଆର୍ମି ଅଫିସର। ଭିଡିଓଟି ଖୁବ ଫନି, ଜଣେ ମହିଳାଙ୍କୁ ଆପଣ ଏହି ଭିଡିଓରେପାରୀ ଗ୍ଲାଇଡିଙ୍ଗ କରୁଥିବାର ଦେଖୁଥିବେ । ପୁଣି ଏହି ପାରାଗ୍ଲାଇଡ ଟ୍ରିପ ଆରମ୍ଭ…