ରାଜ୍ଯରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ଯରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ । ଗଞ୍ଜାମ ଓ ଯାଜପୁରରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୩୮ରେ ପହଞ୍ଚିଲା ।

ମୃତକଙ୍କ ଭିତରେ ଗଞ୍ଜାମର ଜଣେ ୭୭ ବର୍ଷିୟ ପୁରୁଷ ଅଛନ୍ତି । ଯିଏକି କରୋନା ପଜିଟିଭ୍ ସହିତ ହାଇପରଟେନସନରେ ପୀଡିତ ଥିଲେ। ସେହିପରି ଅନ୍ଯ ମୃତକ ଜଣଙ୍କ ଯାଜପୁରର ୬୪ ବର୍ଷିୟ ପୁରୁଷ। ଯିଏକି କରୋନା ପଜିଟିଭ୍ ସହ ଡାଇବେଟିସ୍ ରୋଗରେ ପୀଡିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.