ମହାରାଷ୍ଟ୍ରର ନାନ୍ଦେଡରୁ ତୀର୍ଥ ଯାତ୍ରା କରି ପଞ୍ଜାବ ଫେରିଥିବା ୭୬ଜଣ ତୀର୍ଥଯାତ୍ରୀ କରୋନା ପଜିଟିଭ୍‌

ମହାରାଷ୍ଟ୍ରର: ମହାରାଷ୍ଟ୍ରର ନାନ୍ଦେଡରୁ ତୀର୍ଥ ଯାତ୍ରା କରି ପଞ୍ଜାବ ଫେରିଥିବା ୭୬ ତୀର୍ଥଯାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତ ମାସରେ ମହାରାଷ୍ଟ୍ର ନାନ୍ଦେଡ ହଜୁର ସାହିବ୍‌ ଗୁରୁଦ୍ୱାରାକୁ ଦର୍ଶନ ପାଇଁ ଯାଇଥିଲେ ଏହି ଶିଖ୍‌ ସଂପ୍ରଦାୟର ଲୋକେ। ଲକ୍‌ଡାଉନ ଯୋଗୁଁ ସେଠାରେ ଦୀର୍ଘ ଦିନ ଫସିଯିବା ପରେ ଏବେ ୯୦ଟି ବସ ଯୋଗେ ପଂଜାବ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.