କରୋନା ସଙ୍କଟର ଫାଇଦା ଉଠାଉଛନ୍ତି ପର୍ଣ୍ଣଷ୍ଟାର, ଭାକ୍ସିନ୍‌ ପ୍ରସ୍ତୁତ କରିବା ବ୍ୟକ୍ତି ସହ ଶୋଇବାକୁ ଦେଲେ ଅଫର

କରୋନା ଭାଇରସ୍‌ ଯୋଗୁ ସାରା ବିଶ୍ୱରେ ହାହାକାର ଦେଖାଦେଇଛି। ଏବେ ପର୍ଯ୍ୟନ୍ତ ଦୁନିଆରେ ମୋଟ ୧,୮୩,୧୧୬ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୭୧୬୦ରୁ ଊର୍ଦ୍ଧ୍ୱ ଲୋକଙ୍କ ପ୍ରାଣହାନୀ ଘଟିସାରିଲାଣି। ଦୁନିଆକୁ ଏହି ମହାମାରୀରୁ ଉଦ୍ଧାର କରିବା ପାଇଁ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି। ଲୋକମାନେ ଘରେ ରହିବା ଦ୍ୱାରା ଏହାର ପ୍ରଭାବ ସିଧାସଳଖ ବେପାର ବଣିଜ ଉପରେ ପଡ଼ୁଛି। ମାତ୍ର ଏଭଳି ପରିସ୍ଥିତିର ଫାଇଦା ଉଠାଉଛନ୍ତି ପର୍ଣ୍ଣ ଷ୍ଟାର।

porn

ସେମାନେ ଘରେ ଆରାମ କରୁଥିବା ଲୋକଙ୍କ ପାଇଁ ବିଭିନ୍ନ ନୂଆ ନୂଆ ପର୍ଣ୍ଣର୍ ଭିଡିଓ ସୁଟିଂ କରୁଛନ୍ତି। ଅନ୍ୟପଟେ ଏହି ସମୟରେ ଆଉ କିଛି ପର୍ଣ୍ଣଷ୍ଟାରଙ୍କ ବେପାର ମାନ୍ଦାରେ ଚାଲିଛି। ତେବେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେରିକାର ଲସ୍‌ଆଞ୍ଜେଲସ୍‌ ସହରର ପର୍ଣ୍ଣଷ୍ଟାର କେଟ୍‌ କେନେଡ଼ି କହିଛନ୍ତି ଯେ କରୋନା ତାଙ୍କ ପାଇଁ ଆଶୀର୍ବାଦ ପାଲଟିଛି। ତାଙ୍କ ବିଜ୍‌ନେସ୍‌ ଏବେ ଭଲ ଚାଲିଛି।

corona

କେଟ କହିଛନ୍ତି ଯେ ପୂର୍ବରୁ ୱେବ୍‌କ୍ୟାମ୍‌ରେ ଦେଖାଯିବା ପାଇଁ ତାଙ୍କୁ ମାସକୁ ୧୦ ଡଲାର ମିଳୁଥିଲା। କିନ୍ତୁ ଏବେ ତାଙ୍କ ରୋଜଗାର ସାପ୍ତାହିକ ୧୦୫୦ ଡଲାରରୁ ବଢ଼ି ୧୭୦୦ ଡଲାର ହୋଇଯାଇଛି। ସେ ଅଫର ଦେଇଛନ୍ତି ଯେ ଯିଏ କରୋନା ପାଇଁ ଭାକସିନ୍‌ ତିଆରି କରିବ ସେ ତାଙ୍କ ସହ ଶୋଇବାକୁ ବି ପ୍ରସ୍ତୁତ ଅଛନ୍ତି। ତେବେ ସେ ଏଭଳି ବକ୍ତବ୍ୟ ଭାବୁକ ହୋଇ ଦେଇଛନ୍ତି ନା ସତରେ ଦେଇଛନ୍ତି ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।