Browsing Tag

coronavirus vaccine

ଦୁଇଟି ଡୋଜ୍‌ ନେଇସାରିଥିବା ଲୋକଙ୍କର ବି ଜୀବନ ନେଉଛି ଡେଲ୍‌ଟା ଭାରିଏଣ୍ଟ, ଏହି ବୟସର ଲୋକେ ରୁହନ୍ତୁ ଅଧିକ ସାବଧାନ

କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ ଡେଲ୍‌ଟା ଭାଇରସ୍‌ ଆତଙ୍କରେ ଏବେ ସାରା ବିଶ୍ୱବାସୀ ଆତଙ୍କିତ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏବେକାର ସବୁଠୁ ସଂକ୍ରାମକ ଭାରିଏଣ୍ଟ ଭାବେ ଏହାକୁ ‘ଭାରିଏଣ୍ଟ ଅଫ୍‌ କନ୍‌ସର୍ଣ୍ଣ’ ତାଲିକା ଭୁକ୍ତ କରିଛି। ଏବେ ଏହି ଭାଇରସ୍‌ ସମ୍ପର୍କରେ ଏକ ନୂଆ ତଥ୍ୟ…

ପିଲାଙ୍କ ପାଇଁ ଏହି କମ୍ପାନୀ ତିଆରି କଲା କରୋନା ଭ୍ୟାକ୍ସିନ, ଆସନ୍ତାବର୍ଷ ଭାରତରେ ହେବ ଲଞ୍ଚ

କରୋନାର ଦ୍ଵିତୀୟ ଲହରୀ ନ ଯାଉଣୁ ତୃତୀୟ ପାଇଁ ଚର୍ଚ୍ଚା ଜୋର ଧରିଛି। ତୃତୀୟ ଲହରୀ ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଟିକା ନିର୍ମାତା କମ୍ପାନୀ ପିଲାଙ୍କ ପାଇଁ କରୋନା ଟିକା ତିଆରି କରିବା ଆରମ୍ଭ କରିଛନ୍ତି। ଟିକା…

କରୋନା ଟିକା ନେବା ପୂର୍ବରୁ ଓ ପରେ କଣ ଖାଇବେ ଏବଂ କଣ ଖାଇବେନି, ଜାଣନ୍ତୁ ଏକ୍ସପର୍ଟଙ୍କ ପରାମର୍ଶ

ସାରା ଦେଶରେ ଆରମ୍ଭ ହୋଇଛି କରୋନା ଟିକାକରଣ। ଏବେ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ବି ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ସରକାର। ତେବେ ଟିକା ନେବା ପରେ ଓ ପୂର୍ବରୁ ଆମର ଲାଇଫଷ୍ଟାଇଲ କେମିତି ରହୁଛି, ତା ଉପରେ ହିଁ ଟିକା କେତେ ପ୍ରଭାବଶାଳୀ ହେବ ତାହା ନିର୍ଭର କରୁଛି। ଏଭଳି ସ୍ଥିତିରେ ଆମକୁ…

କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଦେଶରେ ସମସ୍ତଙ୍କୁ ମାଗଣାରେ ମିଳିବ ଭ୍ଯାକସିନ୍

କରୋନା ଟିକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ସାରା ଦେଶରେ ମାଗଣାରେ ମିଳିବ କରୋନା ଟିକା । ଦେଶରେ ଡ୍ରାଏ ରନ୍ ଚାଲିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି । ସମସ୍ତ ଭାରତୀୟଙ୍କୁ ମାଗଣା ଟିକା ଦିଆଯିବ । ଟିକାକରଣ ପୂର୍ବରୁ ଆଜି ଚୂଡ଼ାନ୍ତ ରିହାରସାଲ୍…

ବାୟୋଟେକ ଏବଂ ଫାଇଜରର ଦାବି, କରୋନାର ନୂଆ ରୂପକୁ ହରାଇବା ପାଇଁ ସକ୍ଷମ ଭ୍ଯାକସିନ

ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଏବେ ବିଶ୍ବବାସୀ ଆତଙ୍କିତ । ଏହାର ଭ୍ୟାକସିନ୍ କିଭଳି ବାହାର କରାଯିବ ତାହାକୁ ନେଇ ବିଭିନ୍ନ ଫାର୍ମା କମ୍ପାନୀ ମତ ଦେଇଛନ୍ତି । ଏହାରି ମଧ୍ୟରେ ଜର୍ମାନୀ ଫାର୍ମା କମ୍ପାନୀ ବାୟୋଟେକ୍ ମଙ୍ଗଳବାର ଚେତାବନୀ ଦେଇ କହିଛି ଯେ, କରୋନା ଭାଇରସର ନୂଆ…

କରୋନା ଟିକାକୁ ନେଇ ମଜାକ୍ ଉଡାଇଲେ ବ୍ରାଜିଲର ରାଷ୍ଟ୍ରପତି, କହିଲେ ଟିକା ନେଲେ ମହିଳାଙ୍କର ଉଠିପାରେ ଦାଢ଼ି, ପୁରୁଷ ହୋଇ…

ଦୀର୍ଘ ଦିନ ଧରି କରୋନା ଭାଇରସ ସହିତ ଲଢୁଥିବା ବିଶ୍ବ କରୋନା ଟିକାକୁ ନେଇ ଚାହିଁବସିଛି। ଟିକା ଆସିଲେ ହୁଏତ କରୋନା ଦୂର ହେବ। ଏହାକୁ ନେଇ ଅନେକ ସ୍ଥାନରେ ଟିକାକରଣ ମଧ୍ୟ ଆରମ୍ଭ ହୋଇଛି। ଅନେକ ଟିକା ପରୀକ୍ଷା ଚାଲିଛି। ଏହି ସମୟରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ କରୋନା ଟିକାକୁ ଏକ…

୭୩ ଦିନ ଭିତରେ ଭାରତକୁ ମିଳିବ ପ୍ରଥମ କରୋନା ଟୀକା, ମାଗଣାରେ ଯୋଗାଇ ଦେବେ ଭାରତ ସରକାର

ନୂଆଦିଲ୍ଲୀ: ଦୀର୍ଘ ୭୩ ଦିନରେ ଭାରତକୁ ମିଳିବ ପ୍ରଥମ କୋଭିଡ୍‌ ଟୀକା କୋଭିସିଲ୍‌ଡ । ସେରମ ଇନ୍‌ଷ୍ଟିଚ୍ୟୁଟ୍‌ର କୋଭିସିଲ୍‌ଡି ଟୀକା ବଜାରରେ ଉପଲବ୍ଧ ହେବ । ଦ ନ୍ୟାସନାଲ ଇମ୍ୟୁନାଇଜେସନ୍‌ ପ୍ରୋଗ୍ରାମ ଅଧୀନରେ ଭାରତୀୟଙ୍କୁ ଟିକା ମାଗଣାରେ ଦିଆଯିବ ।  ଅଗ୍ରାଧିକାର ଭିତ୍ତିରେ ଟିକା ଉତ୍ପାଦନ…

ଅଗଷ୍ଟ ୧୫ରେ ଆସିବ ଭାରତର ପ୍ରଥମ କରୋନା ପ୍ରତିଷେଧକ ଟୀକା ‘covaxin’, ଘୋଷଣା କଲା ଆଇସିଏମ୍‌ଆର

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଅଗଷ୍ଟ ୧୫ ସୁଦ୍ଧା କରୋନା ଟୀକା ଆଣିବାକୁ ଯୋଜନା କରିଛି। ଭାରତ ବାୟୋଟେକ୍ ନିକଟରେ କରୋନା ଭ୍ୟାକ୍ସିନ୍ କୋଭାକ୍ସାଇନ୍ ର କ୍ଲିନିକାଲ୍ ପରୀକ୍ଷା କରିଥିଲା । ଆଇଆରସିଏମ-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଦ୍ବାରା ଏହି…

ଭାରତରେ ପ୍ରସ୍ତୁତ ହେଉଛି କରୋନା ଭାଇରସ ଟୀକା, ଆସନ୍ତା ଜୁଲାଇ ମାସ ମଧ୍ୟରେ ମାନବ ଶରୀରରେ କରାଯିବ ପରୀକ୍ଷା

ସାରା ବିଶ୍ୱରେ ଏବେ କରୋନା ଭାଇରସ ମହାମାରୀର ପ୍ରକୋପ ବ୍ୟାପିବାରେ ଲାଗିଛି। ଭାରତରେ ମଧ୍ୟ ଏହି ଭାଇରସରେ ପାଖାପାଖି ୩ହଜାର ଲୋକ ସଂକ୍ରମିତ ହୋଇସାରିଛନ୍ତି। ଏହି ଭାଇରସକୁ ରୋକିବା ପାଇଁ ମଧ୍ୟ ବିଶ୍ୱର ଡାକ୍ତର ଏବଂ ବୈଜ୍ଞାନିକ ଭ୍ୟାକ୍ସିନ (ଟୀକା) ତିଆରି କରିବାରେ ଲାଗିଛନ୍ତି। ରିପୋର୍ଟ…

କରୋନା ଉପରେ ବିଜୟ ପାଇବା ପାଇଁ ଚୀନ ଆଣିଲା ମେଡିସିନ୍ ‘ଏଡି୫-ଏନ୍‌କଭ’ ଆମେରିକା ସାରିଛି କ୍ଲନିକାଲ ଟ୍ରାଏଲ୍‌

କରୋନା ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ କୈାଣସି ଦେଶ ଏଯାଏ ମେଡିସିନ୍ ବାହାର କରିପାରି ନାହାଁନ୍ତି । ତେବେ ଚୀନ ଓ ଆମେରିକା କରୋନା ମେଡିସିନ୍ ପ୍ରସ୍ତୁତ କରିବା ନେଇ ଦାବି କରିଛନ୍ତି । ମାର୍ଚ୍ଚ ୧୭ ତାରିଖରେ ଆମେରିକା ମାନବ ଉପରେ ମେଡିସିନ୍‌ର ଟ୍ରାୟଲ୍ କରିଥିବା…

କରୋନାକୁ ମୂଳପୋଛ କରିବାକୁ ନାକରେ ଦିଆଯିବ ଟୀକା, ଖୁବଶୀଘ୍ର ଭାରତୀୟ ବୈଜ୍ଞାନିକ କରିବେ ପରୀକ୍ଷଣ

କରୋନା ଭାଇରସର ଟୀକା କିମ୍ବା ମେଡ଼ିସିନ ବାହାରିପାରିନଥିବାରୁ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାର ମୁକାବିଲା କରିବାକୁ ଅନ୍ୟ ଦେଶ ସମେତ ଭାରତ ମଧ୍ୟ ଅଣ୍ଟା ଭିଡ଼ିଛି। କରୋନାକୁ ମୂଳପୋଛ କରିବାକୁ ଆମ ଦେଶରେ ଟୀକା ତିଆରି କରାଯାଉଛି। ଏହି ଟୀକାକୁ ଇଞ୍ଜେକ୍ସନ ମାଧ୍ୟମରେ ନୁହେଁ ବରଂ…

କରୋନା ଭାଇରସର ଟୀକାକୁ ନେଇ ଆସିଲା ଖୁସି ଖବର, ମନୁଷ୍ୟ ଶରୀରରେ ପରୀକ୍ଷା ହେବାକୁ ପଠାଗଲା ଭାକସିନ୍

ସାରା ବିଶ୍ୱରେ ଯେଉଁଭଳି ଭାବେ କରୋନାର ଆତଙ୍କ ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଶୀଘ୍ର ମିଳିଯାଉ ବୋଲି ପ୍ରାର୍ଥନା କରୁଛନ୍ତି। ଫଳରେ ସେମାନେ ପୂର୍ବ ପରି ସାଧାରଣ ଜୀବନଯାପନ କରିପାରିବେ। ବର୍ତ୍ତମାନ କରୋନା ଭାଇରସରୁ ମୁକ୍ତି ପାଇଁ ଡାକ୍ତରୀ ଦଳ ଏହାର ଔଷଧର ଖୋଜିବାରେ…