Below header

କରୋନା ପାଇଁ ରାଜ୍ୟମାନଙ୍କୁ ଜେଲ୍‌ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲା ଗୃହ ମନ୍ତ୍ରାଳୟ, ବିଚାରାଧୀନ କଏଦୀଙ୍କ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କରାଯିବ ବିଚାର

କରୋନା ପାଇଁ ରାଜ୍ୟମାନଙ୍କୁ ଗୃହ ମନ୍ତ୍ରାଳୟର ଗାଇଡ୍‌ ଲାଇନ୍‌ । ଜେଲ୍‌ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ବିଚାରାଧୀନ କଏଦୀଙ୍କୁ କୋର୍ଟରେ ହାଜର କରାନଯାଇ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବିଚାର କରିବାକୁ କୁହାଯାଇଛି । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥା ନଥିଲେ NIC ହାଜର ହେବାକୁ କୁହାଯାଇଛି । ସମ୍ପର୍କୀୟଙ୍କୁ ସିଧାସଳଖ ସାକ୍ଷାତ ନକରିବାକୁ ପରାମର୍ଶ ଦିଆଯାଇଛି । ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଗାଇଡ୍‌ ଲାଇନ୍‌ ଜାରି କରିଛି ଗୃହ ମନ୍ତ୍ରାଳୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.