Browsing Tag

coronavirus guideline

ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ୍, ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କରିବେ ଘୋଷଣା

ନୂଆଦିଲ୍ଲୀ: ନୂଆବର୍ଷ ପାଇଁ ଆସିବ ନୂଆ କରୋନା ଗାଇଡଲାଇନ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରିବେ ନୂଆ ଗାଇଡଲାଇନ । ଆଗାମୀ ପର୍ବପର୍ବାଣୀ ପାଇଁ ଆସିବ ଗାଇଡ୍‌ଲାଇନ୍‌। ବିଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଦେଶରେ ଆକ୍ସନ ମୋଡରେ କେନ୍ଦ୍ର ସରକାର । ମଙ୍ଗଳବାର ସାରା ଦେଶରେ…

ଆଜିଠୁ ଦେଶରେ ଖୋଲୁଛି ଧାର୍ମିକ ଅନୁଷ୍ଠାନ, ମଲ୍‌ ଓ ରେଷ୍ଟୁରାଣ୍ଟ : କଟକଣା ଭିତରେ ସବୁ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ…

ଭୁବନେଶ୍ବର : ଦୀର୍ଘ ଅଢେଇ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ଦେଶରେ ଖୋଲୁଛି ସମସ୍ତ ଧାର୍ମିକ ଅନୁଷ୍ଠାନ। ଏହା ସହିତ ଖୋଲୁଛି ମଲ୍‌ ଓ ରେଷ୍ଟୁରାଣ୍ଟ । ଅନେକ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲା ଯାଇଥିବା ବେଳେ କେନ୍ଦ୍ରର ସମସ୍ତ ଗାଇଡ୍‌ ଲାଇନ୍‌ ପାଳନ କରି ଭିରକୁ ଯିବେ ଶ୍ରଦ୍ଧାଳୁ ।…

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାରେ ଟପିଲା, ୨୪ ଘଣ୍ଟାରେ ୧୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧ ହଜାରେ ଟପିଲାଣି । ଗତକାଲି ୧୦୦ରୁ ଅଧିକ ପଜିଟିଭ୍‌ ରିପୋର୍ଟ ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୃତ୍ୟୁ ସଂଖ୍ୟା ୨୯ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ଏମାନଙ୍କ ମଧ୍ୟରେ…

ଭାରତରେ ବଢୁଛି କରୋନା ଆକ୍ରାନ୍ତ: ଗୋଟିଏ ଦିନରେ ଆସିଲା ୧୨୪ଟି ନୂଆ ମାମଲା, ତାମିଲନାଡୁରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ…

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ରୋଗ ବର୍ତ୍ତମାନ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି । ଗତକାଲି ଗୋଟିଏ ଦିନରେ ୧୨୪ଟି ନୂଆ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ସୁଦ୍ଧା ଗୋଟିଏ ଦିନରେ ଏତେ ଲୋକ ଆକ୍ରାନ୍ତ…

କରୋନା ପ୍ରଭାବ: ଆସନ୍ତା ୩୧ ତାରିଖ ଯାଏ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍, ନିର୍ଦ୍ଦେଶ ଦେଲେ…

ପୁରୀ: କରୋନାକୁ ଦୃଷ୍ଟିରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ । ଛୁଟି ଦିନରେ କର୍ମଚାରୀମାନେ ଅଫିସ୍‌ ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କୌଣସି ଅଧିକାରୀ ପୂର୍ବ ଅନୁମତି ବିନା ସଦର…

କରୋନା ପାଇଁ ରାଜ୍ୟମାନଙ୍କୁ ଜେଲ୍‌ ପାଇଁ ଗାଇଡ୍‌ ଲାଇନ୍‌ ଜାରି କଲା ଗୃହ ମନ୍ତ୍ରାଳୟ, ବିଚାରାଧୀନ କଏଦୀଙ୍କ ଭିଡିଓ…

କରୋନା ପାଇଁ ରାଜ୍ୟମାନଙ୍କୁ ଗୃହ ମନ୍ତ୍ରାଳୟର ଗାଇଡ୍‌ ଲାଇନ୍‌ । ଜେଲ୍‌ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି । ବିଚାରାଧୀନ କଏଦୀଙ୍କୁ କୋର୍ଟରେ ହାଜର କରାନଯାଇ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବିଚାର କରିବାକୁ କୁହାଯାଇଛି । ଭିଡିଓ କନ୍‌ଫରେନ୍‌ସିଂ ବ୍ୟବସ୍ଥା ନଥିଲେ NIC ହାଜର ହେବାକୁ…