ବିଧାନସଭା ପରେ ରାଜମହଲ,ବାପୁଜୀନଗର ଏବଂ ଜନପଥ ଅଞ୍ଚଳରେ ଚାଲିଛି ସାନିଟାଇଜେସନ: ୪ଟି ଦମକଳ ବାହିନୀ ନିୟୋଜିତ

ଭୁବନେଶ୍ୱର :ବିଧାନସଭା ପରେ ବାପୁଜୀନଗର,ରାଜମହଲ ଏବଂ ଜନପଥ ଅଞ୍ଚଳରେ ସାନିଟାଇଜେସନ ଆରମ୍ଭ ହୋଇଛି । ଏଥିରେ ୪ଟି ଦମକଳ ବାହିନୀ ନିୟୋଜିତ କରାଯାଇଛି । ବାପୁଜୀନଗରର ବିଭିନ୍ନ ଅଞ୍ଚଳରେ ଏହି ସାନିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ସାନିଟାଇଜ କରାଯିବାର କାର୍ଯ୍ୟକ୍ରମ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.