କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଲେ ଆମେରିକା ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍

ଆମେରିକା: ଆମେରିକା ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ କରୋନା ଟିକାର ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ସେ ତାଙ୍କ ବାମ ହାତରେ ଫାଇଜର ଡୋଜ୍‌ ନେଇଛନ୍ତି । ନ୍ୟୁୟର୍କର ଖ୍ରୀଷ୍ଟିଆନ୍‌ ହସ୍ପିଟାଲରେ ଟିକା ନେଇଛନ୍ତି ବାଇଡେନ୍‌ ।

ଟିକା ଦେଇଥିବା ନର୍ସଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି । ଟିକାକରଣର ନିରାପତ୍ତା ବିଷୟରେ ଦେଶକୁ ଆଶ୍ୱାସନା ଦେବା ପାଇଁ ବାଇଡେନ୍‌ ଟିକା ନେଇଛନ୍ତି । ବାଇଡେନ୍‌ କହିଛନ୍ତି, କୋଭିଡ୍‌ ଅପରେସନ୍‌ କାର୍ଯ୍ୟକ୍ଷମ କରିବା ପାଇଁ ସେ ତାଙ୍କର ଯୋଜନା ଘୋଷଣା କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.