ଆଜି ଅପରାହ୍ନ ୩ଟା ୩୦ରେ ପ୍ରେସମିଟ୍‌: ଅଗଷ୍ଟ ଗାଇଡ ଲାଇନ୍ ସମ୍ପର୍କରେ ସୂଚନା ଦେବେ SRC

ଭୁବନେଶ୍ବର(କେନ୍ଯୁଜ୍): ଆଜି ଅପରାହ୍ନ ୩ଟା ୩୦ ମିନଟରେ ଆସିବ ଅଗଷ୍ଟ ଗାଇଡ ଲାଇନ । SRC ପ୍ରଦୀପ ଜେନା ଆଗାମୀ ଗାଇଡ ଲାଇନ ସଂପର୍କରେ ସୂଚନା ଦେବେ । କାଲି ସକାଳ ୬ଟାରେ ସରୁଛି ତୃତୀୟ ପର୍ଯ୍ୟାୟ ଆଂଶିକ୍‌ ଲକଡାଉନ୍‌ ।

କରୋନା ଚେନ୍‌ରେ ବ୍ରେକ୍‌ ଲଗାଇବାକୁ ମେ’ ୫ ତାରିଖରୁ ରାଜ୍ୟରେ ଲକଡାଉନ୍‌ ଜାରି ହୋଇଥିଲା । ତିନିଟି ପର୍ଯ୍ୟାୟରେ ବଢ଼ିଥିଲା ତାଲାବନ୍ଦ ଅବଧି । ପରେ ତିନିଟି ପର୍ଯ୍ୟାୟରେ ଆଂଶିକ ଲକଡାଉନରେ ଅଛି ଓଡ଼ିଶା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.