ଖୋର୍ଦ୍ଧା ସହିତ ସମାନ ହେଲା ଯାଜପୁର: ପୁଣି ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି

ଯାଜପୁର: ରାଜ୍ୟରେ ଆଉ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ । ଉଭୟ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ର । ଉଭୟ ଆକ୍ରାନ୍ତ କୋଲକତା ଫେରନ୍ତା। ଆକ୍ରାନ୍ତଙ୍କ ଭିତରୁ ଜଣେ ୪୮ ବର୍ଷିୟ ଏବଂ ଜଣେ ୫୫ ବର୍ଷିୟ ପୁରୁଷ। ଉଭୟଙ୍କୁ କ୍ବାରାଣ୍ଟାଇନରେ ରଖାଯାଇଥିଲା । ତେବେ ଏହାକୁ ମିଶାଇ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି ଥିବାସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.