ସିଦ୍ଧାର୍ଥ ଶୁକ୍ଳାଙ୍କ ଫ୍ୟାନ ମାନଙ୍କ ପାଇଁ ଖୁସି ଖବର, ଏକତା କପୁରଙ୍କ ଏହି ସୁପରହିଟ ୱେବସିରିଜରେ ଆସିବେ ନଜର

‘ବିଗ୍ ବସ୍ 13’ର ସବୁଠାରୁ ଫେମସ ପ୍ରତିଯୋଗୀ ତଥା ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଖୁସି ଖବର । ସିଦ୍ଧାର୍ଥ ଶୁକ୍ଲା ଖୁବ୍ ଶୀଘ୍ର ଡିଜିଟାଲ୍ ଦୁନିଆରେ ପ୍ରବେଶ କରିବାକୁ ଯାଉଛନ୍ତି । ସୂଚନା ଅନୁଯାୟୀ ସିଦ୍ଧାର୍ଥ ଶୁକ୍ଲା ଏକତା କପୁରଙ୍କ ଲୋକପ୍ରିୟ ୱେବ୍ ସିରିଜ୍ ‘ବ୍ରୋକନ ବଟ ବିୟୁଟିଫୁଲ’ ର ତୃତୀୟ ସିଜନରେ ଦେଖିବାକୁ ମିଳିବେ ଏବଂ ଏହି ଶୋ’ର ପ୍ରଡକ୍ସନ କାମ ଅତିଶୀଘ୍ର ଆରମ୍ଭ ହେବାକୁ ଯାଉଛି ।

Bigg Boss 13: Fans lash out at 'over-aggressive' Siddharth Shukla

ନିକଟରେ ଏକତା କପୁର ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଯେ ଏହି ତୃତୀୟ ସିଜନରେ ବିକ୍ରନ୍ତ ମୈସୀ ଏବଂ ହର୍ଲେନ ସେଠୀଙ୍କୁ ଦେଖିବାକୁ ମିଳିବ ନାହିଁ । ଏଥିସହ ଏକତା ଦର୍ଶକଙ୍କୁ ପରବର୍ତ୍ତୀ ଯୋଡି ଚୟନ କରିବାକୁ କହିଥିଲେ ଯାହାଙ୍କୁ ସେ ଦେଖିବାକୁ ଚାଁହୁଛନ୍ତି ।

Bigg Boss 13: Is Sidharth Shukla being favoured in the show ...

ଏହି ପୋଷ୍ଟ ପରେ କମେଣ୍ଟ ସେକ୍ସନରେ କିଛି ଆକର୍ଷଣୀୟ ନାମ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଯେ ଏହି ଶୋ ପାଇଁ ମୁଖ୍ୟ ଅଭିନେତାଙ୍କ ନାମ ଫାଇନାଲ ହୋଇଛି । ଏକ ସୂତ୍ରରୁ ଜଣାପଡିଛି ଯେ ଏକତା ସେହି ଅଭିନେତାଙ୍କୁ କାଷ୍ଟ କରିବାକୁ ଚାହୁଁଥିଲେ ଯିଏ କାହାଣୀର ପ୍ଲଟ ସହିତ ମେଳ ଖାଉଥିବେ ଏବଂ ପୂର୍ବ ଲିଡ ଅଭିନେତାଙ୍କ ପରି ଦର୍ଶକଙ୍କୁ ମଧ୍ୟ ଆକର୍ଷିତ କରୁଥିବେ।

 

View this post on Instagram

 

It’s funny when I tell people what inspires me. It’s funny because most people think that the object of my inspiration is deep-seated in vain. I put my mind into two elements of paramount importance – fame & appreciation. For me, appreciation is the biggest motivator that cannot be compared to anything else for the simple reason that appreciating someone will always make them want to do more than what it is expected of them and makes one believe that you’re good at it and fortunately for me, I got it through acting. This inspires me to go the extra mile when I am acting; I like to do whatever it takes to hit the bull’s eye to own that role/character. Fame, however, has been a game-changer for me – It’s a beautiful feeling to be known by so many and believe that these people back my work. This is my Ultimate Inspiration Story and now I want you all to #UncoverInspiration in your life and share your story with me. Participate and stand a chance to win all new #OPPOFindX2Series #5G #TrueFlagshipExperience #PerfectScreenOf2020 @oppomobileindia . . Launching on 17th June. —————————————————- . Suit: @bharat_reshma Styled by: @stylebysaachivj 📷: @shivangi.kulkarni

A post shared by Sidharth Shukla (@realsidharthshukla) on


ଏଥିପାଇଁ ଅନେକ ଆକ୍ଟରଙ୍କର ନାମ ଦିଆଯାଇଥିଲା ଏବଂ ଶେଷରେ ସିଦ୍ଧାର୍ଥ ଶୁକ୍ଲାଙ୍କୁ ଫାଇନାଲ କରାଯାଇଛି । ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଘୋଷଣା କରାଯାଇ ନାହିଁ । ସୂଚନା ଅନୁଯାୟୀ ସିଦ୍ଧାର୍ଥ ଶୁକ୍ଲା ‘ବିଗ୍ ବସ୍ 13’ ଜିତିବା ପରଠାରୁ ସୋସିଆଲ ମିଡିଆରେ ତାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେବଳ ସେତିକି ନୁହେଁ, ଯେତେବେଳେ ଏକତା ପ୍ରଶଂସକଙ୍କଠାରୁ ପରାମର୍ଶ ମାଗିଥିଲେ, ଅଧିକାଂଶ ଲୋକ ତାଙ୍କ ନାମ କମେଣ୍ଟ ସେକ୍ସନରେ ଲେଖିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.