Browsing Tag

ekta kapoor

ମହାକୁମ୍ଭରେ ବୁଡ଼ ପକାଇଲେ ଏକତା କପୁର, ସୋସିଆଲ ମିଡିଆରେ ବଖାଣିଲେ ନିଜର ଅନୁଭବ

ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଲେ ଏକତା କପୁର । ଟେଲିଭିଜନ ଏବଂ ଫିଲ୍ମ ପ୍ରଯୋଜିକା ଏକତା କପୁର ନିକଟରେ ପ୍ରୟାଗରାଜ ମହାକୁମ୍ଭ ମେଳାରେ ପହଞ୍ଚି ଆସ୍ଥାର ବୁଡ଼ ପକାଇଛନ୍ତି । ଏହାସହ ସେ ନିଜର ଅନୁଭବକୁ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର, ସାବରମତୀ ରିପୋର୍ଟ ଫିଲ୍ମ ଉପରୁ ଟିକସ ଛାଡ଼ କରିଥିବାରୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଏକତା କପୁର । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଛନ୍ତି ପ୍ରଯୋଜିକା ଏକତା କପୁର ।  ରାଜ୍ୟ ସରକାର ଦି ସାବରମତୀ ରିପୋର୍ଟ ଫିଲ୍ମ ଉପରୁ ଟିକସ ଛଡ଼ା କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ଏକତା କପୁର । ଏହା ସହ ଫିଲ୍ମ ଦେଖିବାକୁ…

ବଦଳିଲା ‘ଦ ସାବରମତି ରିପୋର୍ଟ ’ ଫିଲ୍ମର ରିଲିଜ୍‌ ତାରିଖ

‘ ଦ ସାବରମତି ରିପୋର୍ଟ ’ ଫିଲ୍ମକୁ ଆଉ ଏକ ନୂଆ ରିଲିଜ୍‌ ତାରିଖ ମିଳିଛି । ୨୭ ଫେବୃଆରୀ ୨୦୦୨ରେ ଗୁଜୁରାଟର ସାବରମତି ଏକ୍ସପ୍ରେସରେ ହୋଇଥିବା ଅଗ୍ନିକାଣ୍ଡ ଉପରେ ଆଧାରିତ ହେଉଛି ଏହି ଫିଲ୍ମର ଷ୍ଟୋରୀ । ବିକ୍ରାନ୍ତ ମାସେଙ୍କର ଏହି ସିନେମାଟି ଅଗଷ୍ଟ ୨, ୨୦୨୪ରେ ରିଲିଜ୍‌ ହେବାର ପ୍ଲାନିଙ୍ଗ…

ରିଲିଜ୍‌ ହେଲା ଫିଲ୍ମ ‘ବକିଂଘମ୍ ମର୍ଡର୍ସ’ର ପ୍ରଥମ ପୋଷ୍ଟର, ପୁଣି ଏକାଠି ନଜର ଆସିବେ ଏକତା କପୁର ଓ…

'ବୀରେ ଡି ୱେଡିଂ' ଏବଂ 'କ୍ରୁ' ଭଳି ଫିଲ୍ମ ପରେ କରୀନା କପୁର ଖାନ ଏବଂ ଏକତା କପୁର ପୁଣି ଏକାଠି କାମ କରିବାକୁ ଯାଉଛନ୍ତି । ଫିଲ୍ମ ନିର୍ମାତା ହସଲ ମେହେତାଙ୍କ ପରବର୍ତ୍ତୀ ଫିଲ୍ମ 'ବକିଂଘମ୍ ମର୍ଡର୍ସ' ପାଇଁ ଏହି ଯୋଡି ଏକାଠି କାମ କରିବାକୁ ଯାଉଛି । ଏବେ ଦେଖିବାରେ ଅଛି ଏହି ଫିଲ୍ମ…

ବଲିଉଡ ଇଣ୍ଡଷ୍ଟ୍ରୀରେ କ୍ୟାରି ମିନାଟିଙ୍କ ଗ୍ରାଣ୍ଡ ଏଣ୍ଟ୍ରି, ଏକତା କପୁରଙ୍କ ଫିଲ୍ମ ‘ଲଭ୍‌, ସେକ୍ସ ଔର୍‌ ଧୋକା ୨’ରେ…

ଆଜିକାଲି ଏକତା କପୁର ତାଙ୍କ ସୁପରହିଟ୍ ଫିଲ୍ମ ‘ଲଭ୍‌,ସେକ୍ସ ଔର୍‌ ଧୋକା’ର ସିକ୍ୱେଲ ପାଇଁ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଫିଲ୍ମର କାଷ୍ଟ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ ଖବର ବାହାରକୁ ଆସୁଛି । ବର୍ତ୍ତମାନ ଫିଲ୍ମରେ କ୍ୟାରି ମିନାଟିଙ୍କ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ୨୦୨୧ରେ…

୧୩ ବର୍ଷ ପରେ ପୁଣି ଫେରୁଛି ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି’! ପୋଷ୍ଟ ସେୟାର କରି ଏକତା କପୁର ଦେଲେ ହିଣ୍ଟ୍

ଟିଭି କ୍ୱିନ ଏକତା କପୁରଙ୍କ ଫେମସ୍ ଶୋ’ ‘କ୍ୟୁଙ୍କି ସାସ୍ ଭି କଭି ବହୁ ଥି' ବର୍ଷ ବର୍ଷ ଧରି ଦର୍ଶକଙ୍କୁ ବହୁତ ମନୋରଞ୍ଜନ କରିଥିଲା। ଏହି ଶୋ’ରୁ ସ୍ମୃତି ଇରାନୀ ଘରେ ଘରେ ‘ତୁଲସୀ’ ନାମରେ ଫେମସ୍ ହୋଇ ଯାଇଥିଲେ। ଶୋ’ରେ ଅମର ଉପାଧ୍ୟାୟଙ୍କ ସହ ତାଙ୍କର ଯୋଡିକୁ ଦେଖିବା ପାଇଁ ପ୍ରତ୍ୟେକ…

ମୁଁ ଜାଣିଛି, ନାଗିନକୁ ନେଇ ମୁଁ ଏଥର ଟ୍ରୋଲ ହେବି : ଏକତା କପୁର

ଏକତା କପୁରଙ୍କ ନାଗିନ ସୋ । ଯାହା ଏବେ ହେଡଲାଇନ୍ସରେ । କାରଣ ନୂଆ ସିଜିନରେ ଆସୁଛି ନାଗିନ । ଯେଉଁଥିରେ ଟାଇଟୁଲାର ଭୂମିକାରେ ନଜର ଆସୁଛନ୍ତି ବିଗବସ ବିଜୟିନୀ ତେଜସ୍ୱୀ ପ୍ରକାଶ । ପୂର୍ବ ସିଜିନରେ ଯେତେବେଳେ ଟାଇଟୁଲାର ଚରିତ୍ରମାନେ ସେମାନଙ୍କ ବ୍ୟକ୍ତିଗତ ଚରିତ୍ରରେ ଲଢୁଥିଲେ ଏଥର ଏହା…

ତେଜସ୍ୱୀ ପ୍ରକାଶଙ୍କ ‘ନାଗିନ୍‌ ୬’ ପାଇଁ ବାଜିରେ ଲାଗିଛି ଏକତା କପୁରଙ୍କ ୧୩୦ କୋଟି, ପାଲଟିବ ଟିଭିର ସବୁଠୁ ଦାମୀ ଶୋ’

କଲର୍ସର ସବୁଠୁ ବଡ଼ ଶୋ’ ଟିଭି ସିରିୟଲ ନାଗିନ୍‌ ପୁଣିଥରେ ପରଦାକୁ ଆସିବାକୁ ପ୍ରସ୍ତୁତ ହେଲାଣି। ଏହି ଶୋ’ର ଟିଜର ଓ କେତେକ ଖାସ୍‌ ଭିଡିଓ ଇତି ମଧ୍ୟରେ ସାମ୍ନାକୁ ଆସିଛି, ଯାହା ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥରକ ନାଗିନ୍‌ ପ୍ରତିଶୋଧ ନେବାକୁ ନୁହେଁ, ବରଂ ଦେଶକୁ ବଞ୍ଚାଇବାକୁ ଆସୁଛି।…

ସବୁ ସତର୍କତା ସତ୍ତ୍ୱେ ଏକତା କପୁରଙ୍କୁ କରୋନା, ଇନ୍‌ଷ୍ଟାରେ ଷ୍ଟୋରୀ ପୋଷ୍ଟ କରି ଦେଲେ ସୂଚନା; ଲୋକଙ୍କୁ କଲେ ଅପିଲ

ବଲିଉଡ୍‌ ଦୁନିଆରେ କରୋନା ଭାଇରସ୍ ଜଣଙ୍କ ପରେ ଜଣେ ସେଲିବ୍ରିଟିଙ୍କୁ ନିଜ କବଳକୁ ନେଇ ଚାଲିଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ପ୍ରାରମ୍ଭରୁ ମଧ୍ୟ କରୋନା ଆତଙ୍କ ଖେଳାଇବା ଆରମ୍ଭ କରି ଦେଇଛି। ଫିଲ୍ମି ଜଗତରେ ଏହି ମହାମାରୀ ପୁଣି ଥରେ କାୟା ବିସ୍ତାର କରିଛି। ବର୍ତ୍ତମାନ ଖବର ଆସିଛି କି, ଟିଭି…

ପ୍ରଯୋଜନାକୁ ଓହ୍ଲାଇଲେ କରୀନା କପୁର ଖାନ

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ତାଙ୍କ ନୂଆ ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ଏଥିସହିତ ସେ ପ୍ରଯୋଜକ ହେବାକୁ ଯାଉଥିବା ମଧ୍ୟ ଘୋଷଣା କରିଛନ୍ତି। ଅନେକ ବଲିଉଡ୍‌ ଫିଲ୍ମରେ ଚୁଲ୍‌ବୁଲି ନାୟିକା ଭାବେ ଦେଖାଯାଇଥିବା ବେବୋ ଏବେ ଆଉ ପାଦେ ଆଗକୁ ଯାଇ ପ୍ରଯୋଜନା ଦୁନିଆରେ ପାଦ ଥାପିବାକୁ ମନ…

ଆଉ ଥରେ ପରଦାକୁ ଆସିବ ”ପବିତ୍ର ରିସ୍ତା” ଜାଣନ୍ତୁ ମାନବଙ୍କ ଭୂମିକାରେ କିଏ ଆସିବେ ନଜର

ଏକତା କପୁରଙ୍କ ଲୋକପ୍ରିୟ ଟିଭି ସିରିଏଲ “ପବିତ୍ର ରିସ୍ତା’ ସ୍ବର୍ଗତଃ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ୟାରିୟର ବଦଳାଇ ଦେଇଥିଲା । ଏହି ସିରିଏଲଟି ବନ୍ଦ ହେବାର ୮ ବର୍ଷ ହୋଇଯାଇଥିଲେ ମଧ୍ୟ ଆଜିବି ଦର୍ଶକ ମାନେ ଅର୍ଚ୍ଚନା ଓ ମାନବ ଙ୍କ ଯୋଡିକୁ ଭୁଲି ପାରି ନାହାଁନ୍ତି । କିନ୍ତୁ ଏହାରି…

ଚୋରି ଅଭିଯୋଗ ଆସିବା ପରେ ଏକତା କପୁରଙ୍କ ଅଲ୍ଟ ବାଲାଜୀ ଡିଲେଟ୍‌ କଲା ପୋଷ୍ଟର, ନିର୍ମାତା ମାଗିଲେ କ୍ଷମା

ଏକତା କପୁରଙ୍କ ପ୍ରଡକ୍ସନ ହାଉସ୍‌ ଅଲ୍ଟ ବାଲାଜୀ ନିକଟରେ ନିଜ େଓ୍ଵବ୍‌ ସିରିଜ୍‌ ‘ହିଜ୍‌ ଷ୍ଟୋରୀ’ର ପୋଷ୍ଟର ଏବଂ ଟିଜର ଲଞ୍ଚ୍‌ କରିଥିଲେ। ପରେ ଫିଲ୍ମ ନିର୍ମାତା ସୁଧାଂଶୁ ସରିୟା ଟ୍ଵିଟରରେ ଏକ ଟ୍ଵିଟ୍‌ କରି ଫିଲ୍ମର ପୋଷ୍ଟର ଚୋରି ହେବା ନେଇ ଅଭିଯୋଗ ଆଣିଥିଲେ। ସେ ଦାବି କରିଥିଲେ କି,…