Browsing Tag

ekta kapoor

ଦୂରଦର୍ଶନ ପରେ ଜିଟିଭି, ସୋମବାର ଠାରୁ ପୁନଃ ପ୍ରସାରଣ ହେବ ଏକତା କପୁରଙ୍କ ସୁପର ହିଟ କମେଡି ସିରିଏଲ ”ହମ…

୧୯୯୫ ମସିହାରେ ଭାରତରେ ସାଟେଲାଇଟ ଚ୍ୟାନେଲ ଗୁଡିକର ଆରମ୍ଭ ହୋଇଥିଲା କିନ୍ତୁ ଏହାକୁ ଲୋକଙ୍କ ନିକଟରେ ପହଞ୍ଚାଯାଇ ପାରୁନଥିଲା । ସେ ସମୟରେ ଦେଶର ପ୍ରଥମ ସାଟେଲାଇଟ ଚ୍ୟାନେଲ ଜି ଟିଭି ପାଇଁ ଏକତା କପୁର ଏମ୍ପ୍ଲିଫାୟର ଭାବେ କାମ ଆରମ୍ଭ କରିଥିଲେ । ଏହି ଚ୍ୟାନେଲ ପାଇଁ ସେ ନିଜ ପ୍ରଥମ…

ଏହି ବିଶେଷ କାରଣ ଯୋଗୁଁ ନିଜ ଦୀର୍ଘ ୧୭ ବର୍ଷର ଅଭ୍ୟାସ ଛାଡିଲେ ଟିଭି କ୍ୱିନ ଏକତା କପୁର, ଜାଣନ୍ତୁ କାହିଁକି

ଟିଭି କ୍ୱିନ ଭାବେ ଜଣା ଏକତା କପୁର ନିଜ ସିରିଏଲ ବ୍ୟତୀତ ନିଜ ମୁଦିକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରୁହନ୍ତି । କେତେକ ଲୋକଙ୍କ ଧାରଣା ଯେ, ଏହି ମୁଦି ହିଁ ଆଜି ଏକତାଙ୍କୁ ଧନ ଦୌଲତର ଅଧିକାରିଣୀ କରିପାରିଛି । କିନ୍ତୁ ଦୀର୍ଘ ୧୭ ବର୍ଷର ବ୍ୟବଧାନ ପରେ ଏକତା ନିଜର ଏହି ପ୍ରିୟ ମୁଦି…

ଏବେ ଏକତା କପୁର ଦେଖାଇଲେ ବଦାନ୍ୟତା, 1 ବର୍ଷର ଦରମା ଦାନ କରିବାକୁ କଲେ ଘୋଷଣା

ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ବଲିଉଡର ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦେଇସାରିଲେଣି। ଏବେ ଏଥିରେ ସାମିଲ ହୋଇଛନ୍ତି ଏକତା କପୁର। ଶୁକ୍ରବାର ଏକତା ଏକ ଟୁଇଟ ଜରିଆରେ ଏ ବିଷୟରେ ଜଣାଇଛନ୍ତି। The only way ahead, is together! #StaySafeStayHealthy…

ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ଗ୍ରହଣ କରି ଫେଲ ମାରିଲେ ଏକତା କପୁର, ମଜା ଉଡ଼ାଇଲେ ଲୋକେ

କରୋନା ଭାଇରସ ମାମଲାକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ଆରମ୍ଭ କରିଛି। ନିକଟରେ ଏକତା କପୁର ଏହି ଚ୍ୟାଲେଞ୍ଜ ନେଇଥିଲେ। କିନ୍ତୁ ଅନେକ ବ୍ରେସଲେଟ ଏବଂ ମୁଦି ପିନ୍ଧି ହାତ ଧୋଉଥିବା ଦେଖି ଲୋକେ ତାଙ୍କୁ ଖୁବ ଟୋଲ କରିଥିଲେ। ସ୍ମୃତି ଇରାନୀ ଏକତାଙ୍କୁ ଏଥିପାଇଁ…

ଗରିବଙ୍କୁ ଏମିତି ଢଙ୍ଗରେ କଦଳୀ ବାଣ୍ଟି ଟ୍ରୋଲର ଶିକାର ହେଲେ ଏକତା କପୁର, ରାଗିଗଲେ ସୋସିଆଲ ମିଡିଆ ୟୁଜର

ବଲିଉଡ୍‌ର ପ୍ରସିଦ୍ଧ ନିର୍ମାତା ତଥା ନିର୍ଦ୍ଦେଶକ ଏକତା କପୁର ଏବେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି। ତାଙ୍କର ଏକ ଭିଡିଓକୁ ନେଇ ୟୁଜରମାନେ ଖୁବ୍‌ ରାଗିଯାଇଛନ୍ତି। ଭିଡିଓରେ ଏକତା ମନ୍ଦିର ବାହାରେ ବସିଥିବା ଗରିବ ଲୋକଙ୍କୁ କଦଳୀ ବାଣ୍ଟୁଥିବାର ନଜର ଆସୁଛନ୍ତି। ଏକତାଙ୍କ…

କ୍ୟାଟ୍ରିନା-ପ୍ରିୟଙ୍କାଙ୍କୁ ନାଗିନ୍‌ କରିବାକୁ ଚାହୁଁଥିଲେ ଏକତା କପୁର, କିନ୍ତୁ ସେମାନେ ମଜାକ୍‌ ଭାବି କରିଥିଲେ ମନା

ଛୋଟ ପରଦାରେ ସିରିୟଲ୍‌ କ୍ୱିନ୍‌ ଭାବେ ପରିଚିତ ପ୍ରଯୋଜିକା ଏକତା କପୁର ସବୁବେଳେ ସୁପରହିଟ୍‌ ସିରିୟଲ ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କରିଥାନ୍ତି। ସେ ହମ୍‌ ପାଞ୍ଚ, କାହାନୀ ଘର ଘର କି, କ୍ୟୁକି ଶାଶ୍‌ ଭି କଭି ବୋହୂ ଥି, କସୌଟି ଜିନ୍ଦେଗୀ କି ଭଳି ସୁପରହିଟ୍‌ ସିରିୟଲ୍‌ରେ ପ୍ରଯୋଜନା ଦାୟିତ୍ୱ…

ବକ୍ସ ଅଫିସରେ କମାଲ କରିଥିଲା ଡ୍ରିମଗାର୍ଲ, ଖୁସିହୋଇ ଏକତା କପୁର ନିର୍ଦ୍ଦେଶକଙ୍କୁ ଗିଫ୍ଟ କଲେ ୯୦ ଲକ୍ଷ ଟଙ୍କାର ଏହି…

ଡିଜିଟାଲ ମନୋରଞ୍ଜନଠୁ ନେଇ ଟିଭି ସିରିୟଲ ପର୍ଯ୍ୟନ୍ତ ନିଜର ଏକ ବଡ଼ ପରିଚୟ ସୃଷ୍ଟି କରିଥିବା ଏକତା କପୁରଙ୍କର ନିକଟରେ ରିଲିଜ ହୋଇଥିବା ଫିଲ୍ମ ଡ୍ରିମ ଗର୍ଲ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା। ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୧୪୦କୋଟିରୁ ଅଧିକ ଟଙ୍କା ଆୟ କରିସାରିଛି ।…

ଏକତା କପୁରଙ୍କ ୱେବ ସିରିଜ ସେଟରେ କଳାକାରଙ୍କୁ ମାରପିଟ, ଦୁବୃର୍ତ୍ତଙ୍କୁ ଗିରଫ କରିଛି ପୋଲିସ

ମୁମ୍ବାଇ : ଅଲଟ ବାଲାଜୀର େଓ୍ଵବ ସିରିଜ ଫିକ୍ସର ସେଟ୍ରେ ମାଡପିଟ କରିଥିବା ଦୁବୃର୍ତ୍ତଙ୍କୁ ଗିରଫ କରିଛି ଥାନେ ପୋଲିସ। ଗୁରୁବାର େଓ୍ଵବ ସିରିଜ୍ ଫିକ୍ସର ସୁଟିଂ ସେଟରେ କାଷ୍ଟ ଓ କ୍ରୁ ମେମ୍ବରଙ୍କୁ କିଛି ଲୋକ ଆକ୍ରମଣ କରିଥିଲେ। ବାଡି ଓ ରଡରେ ସେଟ୍ ଭାଙ୍ଗିବା ସହ ସୁଟିଂ ସେଟର ଲୋକ ଏବଂ…

୪୪ ବର୍ଷରେ ଏକତା କପୂର: ଜୀବନରେ ଏତେ ସଫଳତା ପାଇବା ପରେ ମଧ୍ୟ ଆଜି ସେ ସିଙ୍ଗିଲ୍, ଜାଣନ୍ତୁ ଏହା ପଛର କାରଣ

ଟେଲିଭିଜନ ଜଗତର ରାଣୀ କୁହାଯାଉଥିବା ଏକତା କପୂର ଆଜି ତାଙ୍କର ୪୪ ତମ ଜନ୍ମ ଦିବସ ପାଳନ କରୁଛନ୍ତି। ଏକତା କପୂର ଗୋଟିଏରୁ ଅଧିକ ଲୋକପ୍ରିୟ ଟିଭି ସିରିଏଲରେ ଅଭିନୟ କରି ସାରିଛନ୍ତି। ସେ ଟିଭି ପରଦାରେ ଶାସ-ବୋହୂ-ଡ୍ରାମା ଏବଂ ବିବାହ ଉପରେ ଖାସ୍ ଧ୍ୟାନ ଦେଇଥାନ୍ତି। କିନ୍ତୁ ଏକତା ନିଜେ…

ଏକତା କପୁରଙ୍କ ପିଛା କରୁଥିବା ବ୍ୟକ୍ତି ହେଲେ ଗିରଫ, କେବେ ଜିମ୍ ତ କେବେ ମନ୍ଦିର ଯିବା ରାସ୍ତାରେ ରହୁଥିଲେ ଜଗି

ମୁମ୍ବାଇ : ସୋମବାର ଦିନ ଜଣେ ବ୍ୟକ୍ତିଙ୍କୁ ନିର୍ଦ୍ଦେଶକ ତଥା ପ୍ରଯୋଜକ ଏକତା କପୁରଙ୍କୁ ପିଛା କରିବା ଅଭିଯୋଗରେ ଗିରଫ କରିଛି ପୋଲିସ୍। ୩୨ ବର୍ଷିୟ ଅଭିଯୁକ୍ତ ବିଗତ କିଛି ଦିନ ହେବ ଏକତା କପୁରଙ୍କ ପିଛା କରୁଥିଲେ। ପୁଲିସ ଅନୁଯାୟୀ ବ୍ୟକ୍ତିଙ୍କୁ ୩୦ରୁ ଅଧିକ ଥର ଏକତାଙ୍କ ଆଖପାଖରେ ଦେଖିବାକୁ…

ମା’ ହେଲେ ଏକତା କପୁର, କୋଳକୁ ଆସିଲା ପୁତ୍ର ସନ୍ତାନ

ବଲିଉଡ୍ ପାଇଁ ଆସିଛି ଏକ ଖୁସି ଖବର । ମା’ ହୋଇଛନ୍ତି ଏକତା କପୁର । ଏକତାଙ୍କ କୋଳକୁ ଆସିଛି ଶିଶୁ ପୁତ୍ର । ସରୋଗେସୀ ମାଧ୍ୟମରେ ଏକ ଶିଶୁ ପୁତ୍ରର ମା’ ହୋଇଛନ୍ତି ୪୩ ବର୍ଷୀୟା ଏକତା କପୁର । ସୂଚନା ଅନୁସାରେ, ପୁଅଟି ସୁସ୍ଥ ଅଛି ଏବଂ ଖୁବ୍‌ ଶୀଘ୍ର ଘରକୁ ଆସିବ ବୋଲି ଖବର ମିଳିଛି। ଏହା ସହ…

୧୭ ବର୍ଷ ତଳର ପ୍ରେମକାହାଣୀକୁ ପୁଣି ଥରେ ତାଜା କଲେ ଏକତା : ଆସିଲା ’କୌସଟି ଜିନ୍ଦେଗୀ କି ୨’ର ପ୍ରୋମୋ

ଛୋଟ ପରଦାର ବଡ଼ କୁଇନ୍ ଏକତା କପୁର୍ । ବିଭିନ୍ନ ପ୍ରକାର ସୋ ଜରିଆରେ ଦୀର୍ଷ ବର୍ଷ ଧରି ଦର୍ଶକଙ୍କ ମନରେ ରାଜ୍ କରୁଛନ୍ତି । ଏବେ ପୁଣି ଥରେ ଆରମ୍ଭ କରିବାକୁ ଯାଉଛନ୍ତି ନିଜର ୧୭ବର୍ଷର ପୁରୁଣା ସୋ ’କସୋଟି ଜିନ୍ଦେଗୀ କୀ’ । ଏକତା ଏହି ସୋ’ର ପ୍ରୋମୋକୁ ରିଲିଜ୍ କରି ସାରିଛନ୍ତି । ରିଲିଜର କିଛି…