ଜୀବନ କେ ଦିନ ଛୋଟେ ସ୍ୟହି ହମ୍‌ ହେ ବଡ଼େ ଦିଲଓ୍ଵାଲେ… ଦେଖନ୍ତୁ ଋଷି କପୁରଙ୍କ ଫିଲ୍ମର କିଛି ହିଟ୍‌ ଗୀତ

ଜଣେ ରୋମାଣ୍ଟିକ୍‌ ହିରୋ ଭାବେ ବେଶ୍‌ ଖ୍ୟାତି ରହିଥିଲା ଋଷି କପୁରଙ୍କର । ତାଙ୍କ ଫିଲ୍ମରେ ନିଶ୍ଚୟ କିଛି ହିଟ୍‌ ଗୀତ ରହିଥାଏ । ଅନେକ ନୂଆ ହିରୋଇନ୍‌ଙ୍କ ସହ କାମ କରିଛନ୍ତି ସେ । କର୍ଜ, ହମ୍‌ କିସିସେ କମ୍‌ ନେହିଁ, ସରଗମ ଭଳି ଅନେକ ମ୍ୟୁଜିକାଲ ହିଟ୍‌ ଦେଇଛନ୍ତି ଋଷି । ମିଥୁନ ଚକ୍ରବର୍ତ୍ତୀ, ଗୋବିନ୍ଦା ଆଦିଙ୍କ ପୂର୍ବରୁ ପୁଣି ଆଙ୍ଗ୍ରି ୟଙ୍ଗମ୍ୟାନ୍‌ ଅମିତାଭ ବଚନଙ୍କ ସମୟରେ ସେ ଏଭଳି ବେଶ୍‌ କିଛି ଫିଲ୍ମରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ।

ଆସନ୍ତୁ ଦେଖିବା ତାଙ୍କର କେତୋଟି ହିଟ୍‌ ଫିଲ୍ମର ହିଟ୍‌ ଗୀତ…

 

 

ସୌଜନ୍ୟ : ୟଶ୍‌ ରାଜ୍‌ ଫିଲ୍ମ

ସୌଜନ୍ୟ : ୟଶ୍‌ ରାଜ୍‌ ଫିଲ୍ମ

ସୌଜନ୍ୟ : ୟଶ୍‌ ରାଜ୍‌ ଫିଲ୍ମ

ସୌଜନ୍ୟ : ୟଶ୍‌ ରାଜ୍‌ ଫିଲ୍ମ

ସୌଜନ୍ୟ : ୟଶ୍‌ ରାଜ୍‌ ଫିଲ୍ମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.