ଜାହ୍ନବୀଙ୍କ ବ୍ରାଇଡାଲ ଲୁକ କଲା ଫ୍ୟାନ୍ସଙ୍କୁ ବେହୋସ

ବଲିଉଡ ଆକ୍ଟ୍ରେସ ଜାନବୀ କପୁର । ଯିଏକି ସୋସିଆଲ ମିଡିଆରେ କାଫି ଆକ୍ଟିଭ ରହନ୍ତି । ଜଣେ ନିଉ କମର ହିସାବରେ ଜାନବୀ ତାଙ୍କର କ୍ୟାରିଅରକୁ ଆଗକୁ ନେବା ପାଇଁ ସବୁବେଳେ ତୟାର । ଆଉ ଏଥିପାଇଁ କୌଣସି ପ୍ରକାର ସୁଯୋଗର ହାତଛଡା କରନ୍ତିନି ଏହି ଅଭିନେତ୍ରୀ ।

janhvi1
Picture credit-BollywoodHungama

ଏବେ ଏବେ ସୋସିଆଲ ମିଡିଆରେ ନିଜ ବ୍ରାଇଡାଲ ଲୁକର ଫଟୋ ସେୟାର କରିଛନ୍ତି ଜାନବୀ । ଏକ ମାଗାଜିନ ସହ ଜାନବୀଙ୍କ ଏହି ଫଟୋକୁ କାଫି ପସନ୍ଦ କରିଛନ୍ତି ଭିୟୁଅର୍ସ । ଏହି ଷ୍ଟାର କିଡ ଅଭିନେତ୍ରୀ ଜଣକ ନିଜ ସୁନ୍ଦର ଫଟୋ ପୋଜ ପାଇଁ ହ୍ୟାଚଟ୍ୟାଗରେ ରହିଛନ୍ତି । ଏକ ଗୋଲାପୀ ରଙ୍ଗର ଲେହେଙ୍ଗା ସେଟରେ ଟ୍ରେଣ୍ଡ ହେଉଛନ୍ତି କପୁର ପରିବାରର ଏହି ଲାଡଲି ।

ବିଟାଉନର ଷ୍ଟାଇଲିସ ଆଇକନ କୁହାଯାଉଥିବା ଏହି ସୁନ୍ଦରୀ ଜଣକ ବ୍ରାଇଡାଲ ଲୁକରେ ଏକ ଆଧୁନିକ ଅନୁଭବ ଦେବାକୁ ଚେଷ୍ଠା କରିଛନ୍ତି । ଜାନବୀ ଏକ ମାଗାଜିନ କଭର ପାଇଁ ରାଜକୀୟ ଫ୍ୟାଶନ ଅବତାରରେ ନଜର ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.