ସମୁଦ୍ର ଭିତରେ କଚାଡି ହୋଇ ପଡିଲେ ଆକ୍ଟ୍ରେସ୍ ନିଆ ଶର୍ମା, ତାପରେ କଣ ହେଲା ଦେଖନ୍ତୁ ଭିଡିଓ

‘ଜମାଇ ରାଜା ୨.୦’ ଫେମ୍ ଆକ୍ଟ୍ରେସ୍ ନିଆ ଶର୍ମା ନିଜ ପ୍ରୋଜେକ୍ଟସରେ ବହୁତ ବ୍ୟସ୍ତ ରହୁଛନ୍ତି। କିନ୍ତୁ ଏହା ସତ୍ତ୍ୱେ ମଧ୍ୟ ସେ ସମୟ ବାହାର କରି ସୋସିଆଲ ପ୍ଲାଟଫର୍ମରେ ଆକ୍ଟିଭ୍ ରହୁଛନ୍ତି। ନିଆ ନିଜ ବୋଲ୍ଡ ପର୍ସନାଲିଟୀ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି। ନିଆ ସବୁ ସମୟରେ ନିଜ ବୋଲ୍ଡ ଫଟୋ ଏବଂ ଭିଡିଓ କାରଣରୁ ସୋସିଆଲ ମିଡିଆରେ ଛାଇ ହୋଇ ରୁହନ୍ତି। କେବଳ ଏତିକି ନୁହେଁ ନା ସେ କେବଳ ନିଜର ବୋଲ୍ଡ ଅନ୍ଦାଜ ବରଂ ବୋଲ୍ଡ ଟିପ୍ପଣୀ ପାଇଁ ମଧ୍ୟ ଚର୍ଚ୍ଚାର ପରିସର ଭିତରକୁ ଟାଣି ହୋଇ ଆସନ୍ତି। ତେବେ ଏହି ସବୁ ଭିତରେ ନିଆଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଚର୍ଚ୍ଚାରେ ଅଛନ୍ତି।

ନିଆ ଶର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସେ ସମୁଦ୍ରରେ ଫ୍ଳାଇଙ୍ଗ୍ ବୋର୍ଡର ମଜା ନେଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଆରମ୍ଭରେ ସେ ଏହାକୁ ବହୁତ ସାନଦାର ତରିକାରେ ଏଞ୍ଜୟ କରୁଥିଲେ କିନ୍ତୁ ପରେ ବାଲାନ୍ସ ବିଗିଡିବା କାରଣରୁ ସେ ସିଧା ଯାଇ ପାଣିରେ ପଡିଲେ।

 

View this post on Instagram

 

A post shared by Nia Sharma (@niasharma90)

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକଟରେ ନିଆ ଶର୍ମା ଏବଂ ରବି ଦୁବେଙ୍କର ଏକ ଭିଡିଓ ବହୁତ ଚର୍ଚ୍ଚାରେ ଥିଲା। ଏହି ଭିଡିଓକୁ ନିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ। ଭିଡିଓରେ ନିଆ ରବି ଦୁବେଙ୍କ ସହ ବୋଲ୍ଡ ଅନ୍ଦାଜରେ ବହୁତ ମସ୍ତି ମୋଡରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଥିଲା।

 

View this post on Instagram

 

A post shared by Nia Sharma (@niasharma90)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.