ମଧ୍ୟପ୍ରଦେଶର ସବୁ ସହରାଞ୍ଚଳରେ ଆସନ୍ତାକାଲି ସଂଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍‌ଡାଉନ୍

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ଓ୍ଵିକେଣ୍ଡ ଲକ୍‌ଡାଉନ୍‌ । ଶୁକ୍ରବାର ସଂଧ୍ୟା ୬ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ସବୁ ସହରାଞ୍ଚଳରେ ଲକ୍‌ଡାଉନ୍‌ । ଯେଉଁ ସହରରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି, କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ର ବୈଠକ ପରେ ପଦକ୍ଷେପ ନିଆଯିବ ।

ବଡ଼ ବଡ଼ ସହରରେ କଣ୍ଟେନ୍‌ମେଣ୍ଟ ଏରିଆ ଘୋଷଣା କରାଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.