କ୍ୟାମେରା ସାମ୍ନାରେ ଡ୍ରେସ ବଦଳାଇଲେ ନୋରା ଫତେହି, ହଟ୍ ଅନ୍ଦାଜ ଦେଖି ବଢ଼ିଲା ଫ୍ୟାନଙ୍କ ହାର୍ଟବିଟ୍; ଦେଖନ୍ତୁ ଭିଡିଓ

ବଲିଉଡ ଷ୍ଟାର ନୋରା ଫତେହି ନିଜ ନିଆରା ଷ୍ଟାଇଲ ଡ୍ୟାନ୍ସ ଯୋଗୁ ଫ୍ୟାନଙ୍କ ହୃଦୟରେ ଘର କରିଛନ୍ତି। ତାଙ୍କର ସବୁ ଅନ୍ଦାଜ ଡ୍ୟାନ୍ସକୁ ଫ୍ୟାନମାନେ ପସନ୍ଦ କରିଥାନ୍ତି। ସୋସିଆଲ ମିଡ଼ିଆରେ ବି ଏହି ଅଭିନେତ୍ରୀ ବେଶ୍ ଆକ୍ଟିଭ ରହିଥାନ୍ତି। ପ୍ରତିଦିନ ନୋରା ନିଜ ଫ୍ୟାନଙ୍କ ପାଇଁ କିଛି ନା କିଛି ସେୟାର କରିଥାନ୍ତି। ନିକଟରେ ନୋରା ସେଭଳି ଏକ ଭିଡିଓ ସେୟାର କରିଛନ୍ତି ଯାହା ଦର୍ଶକଙ୍କ ହାର୍ଟ ବିଟ୍ ବଢ଼ାଇ ଦେଇଛି।

ନୋରା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ବୋଲଡ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ କିଲର ଲୁକରେ ନଜର ଆସିଛନ୍ତି। ଭିଡିଓରେ ଦେଖାଯାଇଛି ଯେ ମାତ୍ର କିଛି ସେକେଣ୍ଡରେ ହିଁ ନୋରା ଡ୍ରେସ ବଦଳାଇ ଦେଉଛନ୍ତି।

 

View this post on Instagram

 

A post shared by Nora Fatehi (@norafatehi)

ଭିଡିଓରେ ପ୍ରଥମେ ନୋରା ନାଇଟ ଡ୍ରେସରେ ନଜର ଆସିଛନ୍ତି। ତାପରେ ସେ ଅଚାନକ ଡ୍ରେସ ବଦଳାଇ ଦେଇ ଷ୍ଟାଇଲିସ ଲୁକରେ ଆସୁଛନ୍ତି। ନୋରାଙ୍କ ଏହି ଅନ୍ଦାଜକୁ ଫ୍ୟାନମାନେ ଖୁବ ପସନ୍ଦ କରୁଛନ୍ତି। ଆଗକୁ ନୋରାଙ୍କୁ ଅଜୟ ଦେବଗନ୍ ଓ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.