କଫି ପିଇବାକୁ ଯାଉଥିବା ବେଳେ ଘଟିଲା ଏମିତି ଘଟଣା, Oops ମୋମେଣ୍ଟର ଶିକାର ହେଲେ ରାଖୀ ସାୱନ୍ତ

ରାଖୀ ସାୱନ୍ତ ଏବେ ଏବେ ବହୁତ ଚର୍ଚ୍ଚାରେ ରହୁଛନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ସେ କଫି ପିଇବାକୁ ବାହାରକୁ ଆସନ୍ତି ଏବଂ ପାପରାଜି ତାଙ୍କୁ ସ୍ପଟ କରିଥାନ୍ତି। ଦୁଇ ଦିନ ପୂର୍ବେ ରାଖୀଙ୍କ ସହିତ ଏମିତି କିଛି ହୋଇଥିଲା, ଯେଉଁଥିରେ ସେ Oops ମୋମେଣ୍ଟର ସାମ୍ନା କରିଥିଲେ। ଆଉ ତାହା ପୁଣି କ୍ୟାମେରା ସାମ୍ନାରେ।

ରାଖୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏଥିରେ ଦେଖାଯାଉଛି କି, ରାଖୀ କାରରୁ ଓହ୍ଲାଇ କଫି ସପ ଆଡ଼କୁ ଯାଉଛନ୍ତି, ଯେଉଁଠାକୁ ସେ ସବୁବେଳେ ଆସିଥାନ୍ତି। ଆଉ ଏତିକି ବେଳେ ରାଖୀ କ୍ୟାମେରା ସାମ୍ନାରେ ହିଁ ନିଜ ଶର୍ଟସ ଠିକ କରିବାକୁ ଲାଗୁଛନ୍ତି, ଯାହା ତାଙ୍କ ଥାଇଜ ମଝିରେ ଅଟକି ଯାଇଥିଲା।

ଏହି ଭିଡିଓ ଉପରେ ଟ୍ରୋଲର୍ସ ମଧ୍ୟ ଖୁବ କମେଣ୍ଟ କରିବାରେ ଲାଗିଛନ୍ତି। ରାଖୀ ନିଜ ଶର୍ଟସ ଠିକ କରିବା ସହ କ୍ୟାମେରା ମ୍ୟାନଙ୍କୁ ପଚାରୁଛନ୍ତି ଯେ କ’ଣ ସେ ମୋଟି ହୋଇଯାଇଛନ୍ତି କି? ଏହା ଉପରେ କିଛି ପାପରାଜି ହଁ କହୁଥିବା ଭିଡିଓରେ ଦେଖାଯାଉଛି।

 

View this post on Instagram

 

A post shared by F I L M Y G Y A N (@filmygyan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.