୧୦ କୋଟିର ଅଫରକୁ ଗୋଡରେ ଏଡାଇ ଦେଲେ ଏହି ଅଭିନେତ୍ରୀ, ନିଷ୍ପତ୍ତିକୁ ପ୍ରଶଂସା କଲେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ବଲିଉଡର ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଶିଳ୍ପା ସେଟ୍ଟୀ ଅନ୍ୟତ୍ତମ। ସେ ନିଜର ଅଭିନୟ ବ୍ୟତିତ ଫିଟନେସ୍ କାରଣରୁ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ଅନ୍ୟ ଏକ କାରଣକୁ ନେଇ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଘଟଣାଟି ହେଉଛି କି, ଦଶ କୋଟିର ଏକ ଆଡଭାଟାଇଜ୍ ଅଫରକୁ ଶିଳ୍ପା ସେଟ୍ଟୀ ଏକ ଝଟକାରେ ହିଁ ଗୋଡରେ ଆଡେଇ ଦେଇଛନ୍ତି । ଯେଉଁ ଖବର ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

SIVRAJଅନ୍ୟପଟେ ଶିଳ୍ପାଙ୍କର ଏହି ନିଷ୍ପତ୍ତି ଉପରେ ମଧ୍ୟ ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ନିଜର ପ୍ରତିକ୍ରୀୟା ଦେଇଛନ୍ତି । ଏକ ମେଡିସିନ୍ ଉପରେ ଥିବା ବିଜ୍ଞାପନକୁ କରିବା ପାଇଁ ଶିଳ୍ପା ମନାକରିଦେଇଥିବାରୁ ସେ ସୋସିଆଲ ମଡିଆରେ ଶିଳ୍ପାଙ୍କୁ ପ୍ରଶଂସା କରିଛନ୍ତି।

ଏହାସହ ପଢନ୍ତୁ : କଣ ପୁଣି କପିଲ ଶର୍ମା ଶୋ’କୁ ଫେରିବେ ରିଙ୍କୁ ଭାବି? କମେଡିଆନ ସୁନିଲ ଗ୍ରୋଭରଙ୍କ ଏହି ଭିଡିଓ ଖୁବ୍‌ ହେଉଛି ଭାଇରାଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.