ଗହଳି ଭିତରେ ‘Oops’ ମୋମେଣ୍ଟର ଶିକାର ହେଲେ “ପୁଷ୍ପା”ର ଶ୍ରୀବଲ୍ଲୀ, ଆପଣ ବି ଥରେ ଦେଖନ୍ତୁ ଏହି ଭିଡିଓ

ପୁଷ୍ପା ଫିଲ୍ମରେ ଶ୍ରୀବଲ୍ଲି ଭୂମିକାରେ ଅଭିନୟ କରି ରାତାରାତି ଲୋକପ୍ରିୟତା ଅର୍ଜନ କରିଥିବା ରଶ୍ମିକା ମନ୍ଦନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ସେବେ ଠାରୁ ହିଁ ଏହି ଅଭିନେତ୍ରୀ ଜଣଙ୍କର ଗୋଟିଏ ଗୋଟିଏ ପୋଷ୍ଟ ତଥା ଝଲକ ପାଇବା ପାଇଁ ଫ୍ୟାନ୍ସ ମାନେ ଖୁବ ଉତ୍ସାହର ସହ ଚାହିଁ ବସିଛନ୍ତି । କିନ୍ତୁ ମୁମ୍ବାଇ ଏୟାର ପୋର୍ଟରେ ଏମିତି ଏକ ଘଟଣା ଘଟିଛି ଯେଉଁଥିପାଇଁ ହୁଏତ କିଛି ସମୟ ପାଇଁ ବ୍ୟତିବ୍ୟସ୍ତ ହୋଇପଡିଥିଲେ ରଶ୍ମିକା ।  ଆଉ ତାଙ୍କ ପାଟିରୁ ଯେମିତି ବାହାରି ପଡିଥିଲା “Oops” ।

 

ରଶ୍ମିକା ମନ୍ଦନା ନିଜ କ୍ଲିୟର ଲୁକସ ଓ ଅଦାକାରି ପାଇଁ ଜଣାଯାନ୍ତି । କିନ୍ତୁ କେବେ କେବେ ହିରୋଇନ ମାନେ ଏମିତି କିଛି ଡ୍ରେସ ପିନ୍ଧି ଦିଅନ୍ତି ଯାହା ସେମାନଙ୍କ ପାଇଁ ଅସୁବିଧା ପାଲଟିଯାଏ । କିଛି ସମୟ ତଳେ ରଶ୍ମିକା ଲାଈମ କଲରର ଏକ ଲଙ୍ଗ ଟପ ପିନ୍ଧିଥିବା ବେଳେ ଏୟାର ପୋର୍ଟରେ ସ୍ପଟ ହୋଇଥିଲେ । ସେହି ସମୟରେ ଆକ୍ଟ୍ରେସଙ୍କୁ ଦେଖି ପ୍ରାୟ ସମସ୍ତେ ତାଯୁବ ହୋଇଯାଇଥିଲେ । ଏହି ଅଭିନେତ୍ରୀ ଜଣଙ୍କ ମୁମ୍ବାଇ ଏୟାରପୋର୍ଟରେ ଯେମିତି ହିଁ ସ୍ପଟ ହୋଇଥିଲେ ଫ୍ୟାନ୍ସମାନେ ଦୂରରୁ ହାତ ହଲେଇ ତାଙ୍କ ସ୍ୱାଗତ କରିଥିଲେ । ଏହି ସମୟରେ କିଛି ଫ୍ୟାନ୍ସଙ୍କ ଠାରୁ ବୁକେ ବି ନେଇଥିଲେ । ଏହି ସମୟରେ ଯେବେ ଅଭିନେତ୍ରୀ ଜଣଙ୍କ ହାତ ଉପରକୁ ଟେକିଥିଲେ ସେହି ସମୟରେ ତାଙ୍କ Oops ମୋମେଂଟ କ୍ୟାମେରାରେ କଏଦ ହୋଇଥିଲା । ଆକ୍ଟ୍ରେସଙ୍କ Oops ମୋମେଂଟ ସେସମୟରେ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା ।

ଅବଶ୍ୟ ରଶ୍ମିକାଙ୍କ କ୍ଷେତ୍ରରେ ଏହା ପ୍ରଥମ ଥର ପାଇଁ ଘଟିନି । ଏହା ପୂର୍ବରୁ ବି ଅଭିନେତ୍ରୀ ଅନେକ ଥର ଏମିତି ମୋମେଂଟର ଶିକାର ହୋଇଛନ୍ତି । ଏମିତି ଘଟଣା ଅଭିନେତ୍ରୀଙ୍କ ସହ ଏକ ଲାଇଭ୍ ଇଭେଣ୍ଟରେ ହିଁ ଘଟିଥିଲା । ସୂଚନା ଦେଉଛୁକି “ପୁଷ୍ପା”ର ଶ୍ରୀବଲ୍ଲି ରଶ୍ମୀକା ମନ୍ଦନା ଖୁବ ଶୀଘ୍ର ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ “ମିଶନ ମଜନୁ”ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହା ବ୍ୟତୀତ ସେଵା ରଣବୀର କପୁରଙ୍କ ସହିତ “ଆନିମଲ”ରେ ନଜର ଆସିବେ । କହିରଖିବା ଉଚିତ ହେବକି ୨୦୧୬ ମସିହାରେ ରଶ୍ମିକା ଫିଲ୍ମ “କିରିକ ପାର୍ଟି”ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.