ବିକିନି ପିନ୍ଧି ଫୁଲ ତୋଳୁଛନ୍ତି ଉର୍ଫି ଜାଭେଦ, ସେୟାର କଲେ ହଟ୍‌ ଫଟୋ

ପୁଣିଥରେ ନୂଆ ଲୁକ୍‌ ସହ ସାମ୍ନାକୁ ଆସିଛନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ। କିନ୍ତୁ ଏଥରକ ତାଙ୍କ ଲୁକ୍‌ ବେଶ୍‌ ବୋଲ୍ଡ ରହିଛି। ଉର୍ଫି ଏବେ ବିକିନି ପିନ୍ଧି ଫୁଲ ତୋଳୁଥିବା ଦେଖିବାକୁ ମିଳିଛି। ବ୍ଲାକ୍‌ କଲରର ବିକିନିରେ ଉର୍ଫିଙ୍କ ଫୁଲ ତୋଳା ଦେଖି ଫ୍ୟାନ୍‌ମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବିକିନି ପିନ୍ଧି ଉର୍ଫି ଖୁଲମ୍‌ଖୁଲା ଅଙ୍ଗ ପ୍ରଦର୍ଶନ କରୁଥିବାକୁ କିଛି ସୋସିଆଲ ମିଡିଆ ୟୁଜର୍ସ ପସନ୍ଦ କରୁନଥିବା ଦେଖାଯାଇଛି।

ଫୁଲ ତେଳୁଥିବା ଭିଡିଓକୁ ଉର୍ଫି ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓରେ ସେ କ୍ୟାପ୍‌ସନ୍‌ ଲେଖିଛନ୍ତି- ମୁଁ ସେହି ଗୋଲାପ, ଯାହା କଂକ୍ରିଟ୍‌ରୁ ବାହାରିଛି।

ଦେଖନ୍ତୁ ପୋଷ୍ଟ:

 

View this post on Instagram

 

A post shared by Urrfii (@urf7i)

ଉର୍ଫି ଜାଭେଦ ସବୁବେଳେ ସୋସିଆଲ ମିଡିଆରେ ଏମିତି ଫଟୋ ସେୟାର କରିଥାନ୍ତି, ଯାହା ୟୁଜର୍ସଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ପୂର୍ବରୁ ବି ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଏମିତି ଅନେକ ଫଟୋ ଓ ଭିଡିଓ ସେୟାର କରିଛନ୍ତି। ତେବେ ଇତି ମଧ୍ୟରେ ତାଙ୍କର ଏହି ଭିଡିଓରେ ୧ ଲକ୍ଷରୁ ଅଧିକ ଲାଇକ୍‌ ଆସିସାରିଲାଣି। ତେବେ ଭିଡିଓ ସୁଟିଂ କରିବା ବେଳେ ଉର୍ଫିଙ୍କ ବାଲାନ୍ସ ବି ବିଗିଡ଼ି ଯାଇଥିବା ଦେଖାଯାଇଛି। ସେ ତଳେ ପଡ଼ୁ ପଡ଼ୁ ଗଛର ଡାଳକୁ ଧରିପକାଇଛନ୍ତି। ଫଳରେକିଛି ଅସୁବିଧା ହୋଇ ନାହିଁ।

ସୂଚନାଯୋଗ୍ୟ ଯେ ସବୁବେଳେ ନିଜ ହଟ୍‌ ଅନ୍ଦାଜରେ ଫ୍ୟାନ୍‌ଙ୍କୁ ମତୁଆଲା କରିଥାନ୍ତି ଉର୍ଫି ଜାଭେଦ। ତାଙ୍କର ନିଆରା ଷ୍ଟାଇଲ୍‌କୁ ଫ୍ୟାନ୍‌ମାନେ ବି ଖୁବ୍‌ ପସନ୍ଦ କରିଥାନ୍ତି। ନଜର ପକାନ୍ତୁ ତାଙ୍କର କେତେକ ପୂର୍ବ ପୋଷ୍ଟ ଉପରେ:

 

View this post on Instagram

 

A post shared by Urrfii (@urf7i)

 

View this post on Instagram

 

A post shared by Urrfii (@urf7i)

 

View this post on Instagram

 

A post shared by Urrfii (@urf7i)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.