ଚାଣକ୍ୟ ନୀତି : ଦୈନିକ ଏହି କାମ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ ଶୀଘ୍ର

ଜୋତିଷଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତି ନିଜର ମୃତ୍ୟୁର ସଠିକ୍ ସମୟ ଜାଣିଥାନ୍ତି। ଯେଉଁ ବ୍ୟକ୍ତି ଜୋତିଷଙ୍କ ଉପରେ ବିଶ୍ବାସ କରନ୍ତି ସେମାନେ ଏହାକୁ ଅନ୍ଧ ଭାବେ ବିଶ୍ବାସ କରନ୍ତି। ଆଜି ଆମେ ଚାଣକ୍ୟଙ୍କ ଦ୍ବାରା କୁହାଯାଇଥିବା ଚାରୋଟି ବାକ୍ୟ କହିବା ପାଇଁ ଯାଉଛୁ ଯାହାକୁ ପ୍ରତିଦିନ କରିବା ଦ୍ବାରା ମୃତ୍ୟୁର ସମ୍ବାବନା ଅଧିକ ରହିଥାଏ। ସଂସାରରେ ଜନ୍ମ ଗ୍ରହଣ କରିଛନ୍ତି ମାନେ ମୃତ୍ୟୁ ନିଶ୍ଚିତ ଭାବେ ରହିଛି । କିନ୍ତୁ ନିତିଦିନ କିଛି ସାଧାରଣ ଅଭ୍ୟାସ ଯାହା ଦ୍ବାରା ମୃତ୍ୟୁର ସମ୍ବାବନା ଅଧିକ ରହିଥାଏ।

ନିଶ୍ଚିତ ପଢ଼ନ୍ତୁ : ଜନ୍ମ ତାରିଖ କହିବ ଆପଣ ଲଭ୍ ମ୍ୟାରେଜ୍ କରିବେ ନା ଆରେଞ୍ଜ୍ : ଜାଣିବା ପାଇଁ ପଢନ୍ତୁ

-ଯେଉଁ ବ୍ୟକ୍ତି ସ୍ବୟଂ ନିଜକୁ ନିଜେ ଖରାପ ଭାବିବା ଆରମ୍ଭ କରନ୍ତି , ଏବଂ ନିଜର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଜତ୍ନ ନେବା ଛାଡ଼ିଦିଅନ୍ତି ସେମାନଙ୍କର ସମୟ ପୂର୍ବରୁ ମୃତ୍ୟୁ ହୋଇଥାଏ ।

-ନିଜରଠାରୁ ଅଧିକ ବଡ଼ ବ୍ୟକ୍ତିଙ୍କ ବିଷୟରେ ଖରାପ ଚିନ୍ତା କରିବା ଦ୍ବାରା ଶରିରୀକ ଏବଂ ମାନସିକ କ୍ଷତି ହୋଇଥାଏ । କ୍ରୋଧ ବା ଇର୍ଷା କରିବା ବହୁତ ଖରାପ ସ୍ବଭାବ। ଶାନ୍ତ୍ର ଅନୁଯାୟୀ, ଏହିପରି ବ୍ୟକ୍ତି କମ ଦିନ ବଞ୍ଚିଥାନ୍ତି।

-ଜଣେ ମନୁଷ୍ୟ ଖୋଦ୍ ନିଜର ହିଁ ମିତ୍ର ଏବଂ ଶତ୍ରୁ ରହିଥାଏ। ଯେଉଁ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିକୁ ଘୃଣା କରିବା ଆରମ୍ଭ କରିଥିଲେ ତାଙ୍କର ମାନସିକ ସ୍ତରରେ ବହୁତ କ୍ଷତି ହୋଇଥାଏ । ଯାହ ଫଳରେ ମୃତ୍ୟୁ ସମ୍ବାବନା ଅଧିକ ରହିଥାଏ।

-ଶାସ୍ତ୍ର ଅନୁଯାୟୀ, ବିଦ୍ବାନ ଏବଂ ମାହାତ୍ମାଙ୍କ ସହ ର୍ଦୁବ୍ୟବହାର କରିବା ଦ୍ବାରା ମନୁଷ୍ୟଙ୍କର ମୃତ୍ୟୁ ଶୀଘ୍ର ହୋଇଥାଏ। କାରଣ ଏହା ଦ୍ବାରା ବିଦ୍ବାନଙ୍କ ଅଭିଶାପ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.