ପିନଟ ବଟର୍ ଓ ଆଲମଣ୍ଡ ବଟର୍ ଭିତରେ କେଉଁଟା ଭଲ ? ଜାଣନ୍ତୁ ଏହାକୁ ଖାଇବାର ଫାଇଦା
ବାଦାମ ବଟର୍ ଓ ଆଲମଣ୍ଡ ବଟର୍ର ଲୋକପ୍ରିୟତା ବଢିଯାଇଛି । କିନ୍ତୁ ଆମ ସମସ୍ତଙ୍କ ମନରେ ଏହାକୁ ନେଇ ଏକ ପ୍ରଶ୍ନ ସବୁବେଳେ ଆସିଥାଏ । ଯେ କେଉଁ ବଟର୍ଟି ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥିବ ? ହେଲେ ଆପଣମାନେ ଜାଣିଥିବେ ଯେ ଅନ୍ୟ ବଟର୍ ଅପେକ୍ଷା ଆଲମଣ୍ଡ ବଟର୍ ଅଧିକ ଟଙ୍କା ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କେଉଁ ବଟର୍ ସ୍ୱାସ୍ଥ୍ୟ ପାଇଁ ଠିକ୍ ହୋଇଥାଏ ଓ ଆପଣ କେଉଁ ବଟର୍ ଖାଇପାରିବେ ।
ବର୍ତ୍ତମାନ ସମୟରେ ବଟର୍ ଆମ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଯୋଡ଼ି ହୋଇଯାଇଛି । ବର୍ତ୍ତମାନ ଅନେକ ପ୍ରକାରର ବଟର୍ ର୍ମାକେଟକୁ ଆସିଲାଣି, ଯେପରି ବାଦାମ ବଟର୍ ଓ ଆଲମଣ୍ଡ ବଟର୍ର ଲୋକପ୍ରିୟତା ବଢିଯାଇଛି । କିନ୍ତୁ ଆମ ସମସ୍ତଙ୍କ ମନରେ ଏହାକୁ ନେଇ ଏକ ପ୍ରଶ୍ନ ସବୁବେଳେ ଆସିଥାଏ । ଯେ କେଉଁ ବଟର୍ଟି ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥିବ ? ହେଲେ ଆପଣମାନେ ଜାଣିଥିବେ ଯେ ଅନ୍ୟ ବଟର୍ ଅପେକ୍ଷା ଆଲମଣ୍ଡ ବଟର୍ ଅଧିକ ଟଙ୍କା ହୋଇଥାଏ । ସେଥିପାଇଁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ କେଉଁ ବଟର୍ ସ୍ୱାସ୍ଥ୍ୟ ପାଇଁ ଠିକ୍ ହୋଇଥାଏ ଓ ଆପଣ କେଉଁ ବଟର୍ ଖାଇପାରିବେ ।
ପିନଟ ବଟର୍ :
ପିନଟ ବଟର୍ରେ ପ୍ରୋଟିନ୍, ଫାଇବର୍ ଓ ହେଲଦି ଫ୍ୟାଟ୍ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଭିଟାମିନ୍ – ଇ, ମ୍ୟାଗ୍ନେସିୟମ ଓ ମାଙ୍ଗାନିଜ୍ ସହ ଏହା ଭିଟାମିନ୍ ଓ ମିନେରାଲ୍ସରେ ଭରପୂର ରହିଥାଏ । ତେବେ ପିନଟ ବଟର୍ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭଦାୟକ ହୋଇଥାଏ ।
ଓଜନ କମ କରିବାରେ ସାହାଯ୍ୟ କରିଥାଏ :
ପିନଟ ବଟର୍ରେ ପ୍ରୋଟିନ୍ ଓ ଫାଇବର ରହିଥାଏ, ଯାହା ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାଦ୍ୱାରା ଓଜନ କମ ହେବାରେ ସାହାଯ୍ୟ ମିଳିପାରେ ।
ହାର୍ଟ ଭଲ ରହିବାରେ ସାହାଯ୍ୟ କରିଥାଏ :
ପିନଟ ବଟରରେ ହେଲଦି ଫ୍ୟାଟ୍ ଭରପୂରୁ ମିଳିଥାଏ, ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
କୋଲେଷ୍ଟ୍ରଲ ହ୍ରାସ ହୋଇଥାଏ :
ପିନଟ ବଟରରେ ହେଲଦି ଫ୍ୟାଟ୍ ଭରପୂରୁ ମିଳିଥାଏ, ଯାହା କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରିଥାଏ ।
ଆଲମଣ୍ଡ ବଟର୍ :
ଆଲମଣ୍ଡ ବଟର୍ରେ ପ୍ରୋଟିନ୍, ଫାଇବର୍ ଓ ହେଲଦି ଫ୍ୟାଟ୍ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଭିଟାମିନ୍ – ଇ, ମ୍ୟାଗ୍ନେସିୟମ ଓ ମାଙ୍ଗାନିଜ୍ ସହ ଏହା ଭିଟାମିନ୍ ଓ ମିନେରାଲ୍ସରେ ଭରପୂର ହୋଇଛି । ତେବେ ଆଲମଣ୍ଡ ବଟର୍ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ଓଜନ କମ କରିବାରେ ସାହାଯ୍ୟ କରିଥାଏ :
ଆଲମଣ୍ଡ ବଟର୍ରେ ପ୍ରୋଟିନ୍ ଓ ଫାଇବର ରହିଥାଏ, ଯାହା ଭୋକକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ଓଜନ କମ ହେବାକୁ ସାହାଯ୍ୟ କରିପାରେ ।
ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ :
ଆଲମଣ୍ଡ ବଟରରେ ହେଲଦି ଫ୍ୟାଟ୍ ଭରପୁର ମିଳିଥାଏ, ଯାହା ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
କୋଲେଷ୍ଟ୍ରଲ ହ୍ରାସ ହୋଇଥାଏ :
ଆଲମଣ୍ଡ ବଟରରେ ହେଲଦି ଫ୍ୟାଟ୍ ଭରପୂରୁ ମିଳିଥାଏ, ଯାହା କୋଲେଷ୍ଟ୍ରଲକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଡାଇବେଟିଜ୍ର ବିପଦ କମ୍ ରହିଥାଏ :
ଆଲମଣ୍ଡ ବଟରରେ ହେଲଦି ଫ୍ୟାଟ୍ ଭରପୁର ମିଳିଥାଏ, ଯାହାଦ୍ୱାରା ଏହା ଡାଇବେଟିଜ୍ ରୋଗର ବିପଦ କମ କରିବାରେ ସାହାଯ୍ୟ କରିଥାଏ ।
କ୍ୟାନସରର ବିପଦ କମ ହୋଇଥାଏ :
ଆଲମଣ୍ଡ ବଟରରେ ହେଲଦି ଫ୍ୟାଟ୍ ଭରପୁର ମାତ୍ରା ମିଳିଥାଏ, ଯାହା କ୍ୟାନସରର ବିପଦ କମ କରିବାରେ ସାହାଯ୍ୟ କରିଥାଏ ।
ଆସନ୍ତୁ ଜାଣିବା ଏହି ଦୁଇଟି ବଟର୍ ମଧ୍ୟରୁ କେଉଁ ବଟର୍ ଶରୀର ପାଇଁ ଅଧିକ ଲାଭଦାୟକ ହୋଇଥାଏ :
ପିନଟ ବଟର୍ ଓ ଆଲମଣ୍ଡ ବଟର୍ ଦୁଇଟି ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହୋଇଥାଏ । ହେଲେ ପିନଟ ବଟର ଅପେକ୍ଷା ଆଲମଣ୍ଡ ବଟର୍ରେ ଅଧିକ ପ୍ରୋଟିନ୍ ଓ ଫାଇବର୍ ମାତ୍ରା ରହିଥାଏ । ଯାହା ଭୋକ ନିୟନ୍ତ୍ରଣ କରେ ଓ ଓଜନ କମ କରିବାରେ ସାହାଯ୍ୟ କରିପାରେ । ଯଦି ଆପଣଙ୍କୁ ଡାଇବେଟିଜ୍ କିମ୍ବା କ୍ୟାନସର ଭଳି ରୋଗ ହେବାର ଭୟ ଅଛି ତାହେଲେ ଏହାକୁ କମ କରିବାରେ ଏହି ବଟର୍ ସାହାଯ୍ୟ କରିଥାଏ । ତେବେ ପିନଟ ବଟର୍ ତୁଳନାରେ ଆଲମଣ୍ଡ ବଟର୍ ସ୍ୱାସ୍ଥ୍ୟ ପାଇଁ ଅଧିକ ହେଲଦି ହୋଇଥାଏ ।