Browsing Tag

best health

ଆପଣଙ୍କ ଖାଇବା ଲିଷ୍ଟରେ ସାମିଲ କରନ୍ତୁ ଫୁଲକୋବି, ମିଳିବ ଅନେକ ଫାଇଦା

ଆମେ ବିଭିନ୍ନ ପ୍ରକାର ପନିପରିବା ଖାଇଥାଉ । ଫୁଲକୋବି ଶୀତ ଦିନିଆ ପରିବା । ଯାହା ବେଶ ଶସ୍ତାରେ ମିଳିଯାଏ । ଏହା ଖାଇବା ଦ୍ୱାରା ଆମକୁ ଅନେକ ଲାଭ ପ୍ରଦାନ କରିଥାଏ । ଫୁଲ କୋବିରେ ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ଭରପୁର ରହିଥାଏ ।  ଫୁଲକୋବିର ଗୁଣବତ୍ତା ଗରମ ହୋଇଥାଏ ତେଣୁ ଏହାର ଚାହିଦା…

ଶରୀରରେ ଦେଖାଯାଉଥିବା ଏହି ଲକ୍ଷଣଗୁଡ଼ିକ ପ୍ରୋଟିନ୍ ଅଭାବର କାରଣ ହୋଇଥାଏ, ଜାଣନ୍ତୁ କିପରି ଏହି ଅଭାବକୁ ଦୂର କରିବେ?

ଶରୀରରେ ପ୍ରୋଟିନ୍ ଭଳି ପୁଷ୍ଟିକର ପଦାର୍ଥର ଅଭାବ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ପ୍ରୋଟିନ୍ ଅଭାବ ଯେତେ ଶୀଘ୍ର ଚିହ୍ନଟ ହୁଏ, ସ୍ୱାସ୍ଥ୍ୟ ପାଇଁ ସେତେ କମ୍ କ୍ଷତି ହୁଏ । ଆପଣ ଭାବୁଛନ୍ତି କି ଏହି ପୁଷ୍ଟିକର ଅଭାବକୁ କିପରି ଚିହ୍ନଟ କରିବେ? ଯଦି ହଁ, ତେବେ ଆମେ…

ଜାମୁକୋଳି ମଞ୍ଜି ସୁସ୍ଥ ଶରୀର ପାଇଁ ବହୁତ ହିତକର, ଜାଣନ୍ତୁ ଏହାର ଫାଇଦା କଣ ?

ଜାମୁକୋଳି ଏକ ମିଠା ଏବଂ ଖଟା ଫଳ । ଜାମୁକୋଳି ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଏକ ଉତ୍କୃଷ୍ଟ ଉତ୍ସ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଭରି ରହିଛି, ଯାହା ହାର୍ଟ ପାଇଁ ବହୁତ ଭଲ । ଅଧିକାଂଶ ଲୋକ ଗ୍ରୀଷ୍ମ ଋତୁରେ ଜାମୁନ ସେବନ କରନ୍ତି । କିନ୍ତୁ ସେମାନେ ଜାମୁକୋଳିର ମଞ୍ଜିକୁ ଫିଙ୍ଗି…

ଖାଦ୍ୟରେ ସାମିଲ କରନ୍ତୁ ରସୁଣ, ଦୂର ହେବ ଅନେକ ସ୍ବାସ୍ଥ୍ୟ ସମସ୍ୟା

ସୁସ୍ଥ ରହିବାକୁ କିଏବା ନ ଚାହେଁ । ବର୍ତ୍ତମାନ ସମୟରେ ସୁସ୍ଥ ରହିବାକୁ ମଣିଷ ବହୁତ ପ୍ରକାରର କାର୍ଯ୍ୟ କରୁଛି । ଏଥି ସହ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଜିମ୍ ଯାଇ ନିଜକୁ ସୁସ୍ଥ ରଖୁଛନ୍ତି ତ ଆଉ କିଏ ମର୍ଣ୍ଣିଂ ୱାକ୍, ସାଇକେଲ୍ ରେସ୍ ଏପରି ସବୁ କରି ନିଜକୁ ଫିଟ୍ ରଖୁଛନ୍ତି । ତେବେ…

ନଡ଼ିଆ ପାଣି ପିଇବା ଦ୍ୱାରା ଶରୀରକୁ ମିଳିଥାଏ ଏହି ସବୁ ଫାଇଦା, ଜାଣନ୍ତୁ କେଉଁ ରୋଗକୁ ଦୂର କରେ

ପୂର୍ବ ପୁରୁଷରୁ ହିଁ ଆମ ସୁସ୍ଥ ଶରୀର ପାଇଁ ନଡ଼ିଆ ପାଣିକୁ ପ୍ରାକୃତିକ ଔଷଧ ଭାବରେ ବ୍ୟବହାର କରାଯାଏ । ଯାହାକୁ ପିଇବା ଦ୍ବାରା ଆମ ଶରୀରରେ ଭଲ ପ୍ରଭାବ ପଡ଼ିଥାଏ । ଏହାର ଦୈନନ୍ଦିନ ବ୍ୟବହାର ଦ୍ୱାରା ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ । ଆମ…

ଏହି ଉଦ୍ଭିଦଗୁଡିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ, ସେବନ କଲେ ମିଳିବ ଅନେକ ରୋଗରୁ ମୁକ୍ତି

ଆମ ଚାରିପାଖରେ ମିଳୁଥିବା ଅନେକ ଉଦ୍ଭିଦରେ ଔଷଧୀୟ ଗୁଣ ଅଛି, କିନ୍ତୁ ଏହି ବିଷୟରେ ସୂଚନା ଅଭାବ ହେତୁ ଆମେ ସେମାନଙ୍କୁ ଖରାପ ବୋଲି ବିବେଚନା କରୁ ଏବଂ ଏହାକୁ ନଷ୍ଟ କରିଦେଉ । କିନ୍ତୁ ଏହି ଔଷଧୀୟ ଉଦ୍ଭିଦ ଆମ ଶରୀରକୁ ଫିଟ୍ ରଖିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । ଏଥିମଧ୍ୟରେ ଲିମ୍ବ,…

ଗର୍ଭବତୀ ମହିଳାମାନେ ଅତ୍ୟଧିକ ଗରମ ପାଣିରେ ଗାଧୋଉଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ପାଖେଇ ଆସିଲାଣି ଶୀତଋତୁ, ଏହି ଶୀତଋତୁରେ ସମସ୍ତେ ଗରମ ପାଣିରେ ଗାଧୋଇବାକୁ ବହୁତ ପସନ୍ଦ କରନ୍ତି । ଖାଲି ଗାଧୋଇବା ନୁହେଁ ବରଂ ସକାଳଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଗରମ ପାଣିକୁ ବ୍ୟବହାର କରାଯାଏ । ଗରମ ପାଣିକୁ ସବୁ ସମୟରେ ଏଥି ପାଇଁ ବ୍ୟବହାର କରାଯାଏ କାହିଁକି ନା ଶୀତ…

ରସୁଣ ଚା ପିଇଲେ ଦୂର ହେବ ଅନେକ ସମସ୍ୟା, ତୁରନ୍ତ କମିବ ଓଜନ

ଆପଣ ଅଦା କିମ୍ବା ଅନ୍ୟାନ୍ୟ ପ୍ରକାରର ଚା ପିଇଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ରସୁଣ ଚା’ର ଉପକାରିତା ବିଷୟରେ ଜଣାଇବାକୁ ଯାଉଛୁ । ରସୁଣ ଚା ପିଇବାର ଅନେକ ଲାଭ ଅଛି । ଏହି ଚା ବ୍ଲଡ ସୁଗାର ଲେବଲକୁ କଣ୍ଟ୍ରୋଲ ରଖିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଆହୁରି ଅନେକ ଲାଭ ଅଛି ଯାହା ବିଷୟରେ…

ୟୁରିକ୍‌ ଏସିଡ୍‌ କମାଇବା ସହ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଦୂର କରେ କଦଳୀ

ୟୁରିକ୍ ଏସିଡ୍ ବୃଦ୍ଧି ଦ୍ୱାରା ଅନେକ ଗମ୍ଭୀର ସମସ୍ୟା ସୃଷ୍ଟି ହୁଏ ଯେପରିକି ଗଣ୍ଠିରେ ଯନ୍ତ୍ରଣା, ମାଂସପେଶୀରେ ଫୁଲା, ଜଳିବା ଭଳି ଅନେକ ସମସ୍ୟା । ତେଣୁ ଏହାକୁ ଠିକ ସମୟରେ ନିୟନ୍ତ୍ରଣ କରିବା ଜରୁରୀ ଅଟେ । ୟୁରିକ୍ ଏସିଡ୍ ଅଧିକ ଥିବା ହେତୁ ରୋଗୀଙ୍କୁ କେବଳ ଗଣ୍ଠି ଯନ୍ତ୍ରଣା ନୁହେଁ ଅନେକ…

ସକାଳୁ ଉଠିବା ପରେ ଥକ୍କା ଅନୁଭବ କରୁଛନ୍ତି କି ? ଜାଣନ୍ତୁ ଏ କେଉଁ ରୋଗର ଲକ୍ଷଣ !

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀରକୁ ନେଇ ଅଧିକ ଚିନ୍ତାରେ ରହିଥାଆନ୍ତି । ସେମାନଙ୍କ ସ୍ୱାସ୍ଥ୍ୟକୁ ନେଇ ସଚେତନ ମଧ୍ୟ ହେଲେଣି । କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି ବଡ଼ ସମସ୍ୟା । ଆପଣଙ୍କ ଶରୀରରେ କୌଣସି ଭିଟାମିନ୍ କିମ୍ବା ମିନେରାଲ୍ ଅଭାବ ଅଛି କି ? ରାତିସାରା ଗଭୀର ନିଦରେ ଶୋଇବା…

ବ୍ରେକ୍‌ଫାଷ୍ଟରେ ଏହି ୫ଟି ଫ୍ରୁଟ୍‌ ସାଲାଡ ଖାଆନ୍ତୁ, ପୂରା ଦିନ ରହିବେ ହାଇଡ୍ରେଟ୍

ଆଜିକାଲି ପ୍ରବଳ ଖରାରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦିନକୁ ଦିନ ତାପମାତ୍ରା ବଢିଚାଲିଛି । ଏହା ସହ ସକାଳରୁ ଖରା ନିଆଁ ଭଳି ଅନୁଭବ ହେଉଛି । ତେବେ ଏହି ଖରାରେ ଘରୁ ବାହାରିବା ମାତ୍ରେ ସ୍କିନ୍‌ ଜଳିଲା ଭଳି ଲାଗୁଛି । ଏତେ ଗରମ ହେଉଛି ଯାହା ସହିବା କଷ୍ଟକର ହୋଇପଡୁଛି ।…

ମୁହଁ ହଳଦିଆ ଦେଖା ଯାଉଛି କି ? ଜାଣନ୍ତୁ ଶରୀରରେ କେଉଁ ଭିଟାମିନ୍‌ର ଅଭାବରେ ହୁଏ ଏମିତି

ଯଦି ଶରୀରରେ କୌଣସି ଭିଟାମିନ୍‌ର ଅଭାବ ଥାଏ, ତେବେ ଏହା ପୂରା ସିଷ୍ଟମକୁ ପ୍ରଭାବିତ କରିଥାଏ । ଶରୀରରେ ପୁଷ୍ଟିକର ଖାଦ୍ୟ ଅଭାବ ହେତୁ ଥକ୍କା, ଦୁର୍ବଳତା, ମୁଣ୍ଡ ବୁଲାଇବା, କେଶ ଝଡ଼ିବା ଏବଂ ସ୍କିନ୍‌ ରଙ୍ଗ ହଳଦିଆ ହେବା ଭଳି ଲକ୍ଷଣ ଦେଖାଯାଏ । ଯଦି ଚେହେରା ହଠାତ୍ ଫିକା ଦେଖାଯିବା ଆରମ୍ଭ…