Browsing Tag

best health

ଓଜନ କମ କରିବାକୁ ଚାହୁଁଥିଲେ, ଆଜି ହିଁ ଡାଏଟରେ ସାମିଲ କରନ୍ତୁ ଅନାସି ଫୁଲ

ଅଧିକାଂଶ ମସଲା ଭାରତୀୟ ଖାଦ୍ୟରେ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି, କାରଣ ମସଲାର ସ୍ୱାଦ ଖାଦ୍ୟର ସ୍ୱାଦକୁ ବଢାଇଥାଏ । ଯଦି କୌଣସି ପ୍ରକାରର ଖାଦ୍ୟରେ ଗୋଟା ମସଲା ମିଶାଯାଏ, ତାହେଲେ ସେହି ଖାଦ୍ୟର ସୁଗନ୍ଧ ଘର ବାହାରୁ ଯାଇଥାଏ । ଅଧିକାଂଶ ଘରେ ଯେତେବେଳେ ବି…

ହେୟାରରେ ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରୁଥିଲେ ସାବଧାନ, ଶରୀରର ଏହି ଅଙ୍ଗଗୁଡିକରେ ହୋଇପାରେ କ୍ୟାନ୍‌ସର

ହେୟାର କଲର୍‌ କରିବା, ହେୟାର ଷ୍ଟେଟ୍‌ନିଗିଂ କରିବା ଏବଂ କେଶ ସଫାସୁତୁରା କରିବା ପାଇଁ, ବର୍ତ୍ତମାନ ଅଧିକାଂଶ ଝିଅ ଅନେକ ଜିନିଷଗୁଡ଼ିକୁ ନିଜ କେଶରେ ବ୍ୟବହାର କରୁଛନ୍ତି । ଏହା ନୁହେଁ ଯେ କେବଳ ଛୋଟ ଝିଅମାନେ ଏହା କରନ୍ତି, ବରଂ ଏହା ସବୁ ବୟସ୍କ ଲୋକଙ୍କ ପାଇଁ ମଧ୍ୟ ଏକ ଫ୍ୟାଶନ ଟ୍ରେଣ୍ଡର…

ଶୀତଦିନେ ଆଣ୍ଠୁ ଓ ଗଣ୍ଠି ଯନ୍ତ୍ରଣା ହେଉଥିଲେ ଲଗାନ୍ତୁ ଏହି ବିଶେଷ ତେଲ, ତୁରନ୍ତୁ ମିଳିବ ଆରାମ

ଶୀତଦିନ ଆସିବା ମାତ୍ରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତାମଧ୍ୟରୁ ଆଣ୍ଠୁ ଏବଂ ଗଣ୍ଠି ଯନ୍ତ୍ରଣା ଏକ ବଡ ସମସ୍ୟା, ଯାହା ଶୀତ ଦିନରେ ଅଧିକ ବଢି ଯାଏ । ବିଶେଷଭାବେ ବୃଦ୍ଧମାନଙ୍କର ଗଣ୍ଠି ଏବଂ ହାଡ ଯନ୍ତ୍ରଣା ବଢିଯାଇଥାଏ । ତେବେ ଶୀତଦିନେ ତାପମାତ୍ରା ଯଥେଷ୍ଟ କମିଯାଏ ଏବଂ…

ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଯୋଗ, ଜାଣନ୍ତୁ କରିବା ସମୟରେ କେଉଁ କଥାର ରଖିବେ ଧ୍ୟାନ

ଯୋଗ ସ୍ୱାସ୍ଥ୍ୟା ପାଇଁ ସର୍ବଦା ଭଲ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହା ସହ ଯୋଗ କରିବା ଦ୍ୱାରା କେବଳ ଶାରୀରିକ ଉନ୍ନତି ହୁଏ ନାହିଁ ବରଂ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଠିକ୍‌ ରିହିଥାଏ । ସେଥିପାଇଁ ଯୋଗକୁ ସମଗ୍ର ବିଶ୍ୱରେ ଲୋକପ୍ରିୟତା ମିଳିଥାଏ । ତେବେ ଯଦି ଆପଣ ଯୋଗ କରନ୍ତି ତାହେଲେ…

ଡିପ୍ରେସନ୍‌ କିମ୍ବା ଅନ୍ୟାନ୍ୟ ସମସ୍ୟା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଉପାୟ

ଜଣେ ବନ୍ଧୁ କେବଳ ସୁଖ କିମ୍ବା ଦୁଃଖରେ ଆପଣଙ୍କ ସାଥୀ ହୋଇନଥାନ୍ତି ବରଂ ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ମଧ୍ୟ ନେଇଥାନ୍ତି । ଅନେକ ରିସର୍ଚ୍ଚରୁ ଜଣାପଡିଛି ଯେ ଯେଉଁମାନଙ୍କର ଭଲ ସାଙ୍ଗ ଅଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହିପରି ଲୋକମାନେ ବହୁତ ଦିନ ବଞ୍ଚିଥାନ୍ତି ଏବଂ ବୟସର ସବୁ…

ଜାଣନ୍ତୁ ବାଣ ଫୁଟାଇବା ବେଳେ ଆଖିରେ ଆଘାତ ଲାଗିଲେ କ’ଣ କରିବା ଉଚିତ ?

ଆମ ଦେଶରେ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ପାଳନ କରାଯାଏ । ଯେପରି ଦୁର୍ଗା ପୂଜା, କାଳୀ ପୂଜା, ରାମ ନବମୀ, ଦୀପାବଳି ଭଳି ଅନେକ ପୂଜା । ହେଲେ ଏତେ ସବୁ ପର୍ବ ମଧ୍ୟରେ ଦୀପାବଳି ଏକ ଭିନ୍ନ ପର୍ବ ଭାବେ ପାଳନ କରାଯାଏ । ତେବେ ଦୀପାବଳି ଖାସ୍‌ ଭାବେ ପୂରା ଦେଶରେ ଆଲୋକର ପର୍ବ ଭାବେ ପାଳନ…

ଜାଣନ୍ତୁ ସୋରିୟାସିସ୍ ସମସ୍ୟା କ’ଣ ? କିପରି ଏହାର ଚିକିତ୍ସା କରିବେ

ବର୍ତ୍ତମାନ ସମୟରେ ବିଶ୍ୱରେ ଅନେକ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟା ଦେଥିବା ପାଇଁ ମିଳୁଛି । ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାର ଅନେକ କାରଣ ରହିଛି । ଯେପରି ଆମ ଖରାପ ଲାଇଫ୍‌ ଷ୍ଟାଇଲ ଓ ବାହାରର ଖାଦ୍ୟ ଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବା ପାଇଁ ମିଳୁଛି । ଏହି ସବୁ ମଧ୍ୟରେ ସୋରିୟାସିସ୍‌…

ପଣସ ଖାଇବା ପରେ କେଉଁ ଜିନିଷ ଖାଇବା ସ୍ୱାସ୍ଥ୍ୟ ପ୍ରତି ଠିକ୍‌ ନୁହେଁ, ଜାଣନ୍ତୁ ଏହାକୁ ଖାଇବା ଦ୍ୱାରା କଣ କ୍ଷତି…

ଆପଣମାନେ ତ ଅନେକ ପ୍ରକାରର ପନିପରିବା ଖାଇଥିବେ । ହେଲେ କଞ୍ଚା ପଣସ ଖାଇବା ପାଇଁ ବହୁତ ସ୍ୱାଦିଷ୍ଟ ଓ ପୁଷ୍ଟିକର ହୋଇଥାଏ । ତେବେ ଆପଣମାନେ ଜାଣିଛନ୍ତି କି କିଛି ସ୍ଥାନରେ ଲୋକମାନେ ପାଚିଲା ପଣସ ସହ କଞ୍ଚା ପଣସ ମଧ୍ୟ ଖାଇବା ପାଇଁ ଭଲ ପାଇଥାନ୍ତି । କାରଣ ପଣସରେ ପୋଟାସିୟମ୍‌, ଆଇରନ୍‌,…

ସୁଗାର ଫ୍ରି ଭାବି ଖାଉଛନ୍ତି କି ଏହି ଜିନିଷ ? ଜାଣନ୍ତୁ କେତେ ମାତ୍ରାରେ ରହିଛି ଚିନି

ଆପଣମାନେ ତ ଜାଣିଥିବେ ଆମ ଶରୀର ପାଇଁ ଚିନି କେତେ କ୍ଷତିକାରକ ହୋଇଥାଏ । ତେବେ ଚିନିରେ କୌଣସି ପ୍ରକାରର ପୋଷକ ତତ୍ତ୍ୱ ନଥାଏ । ଏହା କେବଳ ଶରୀର ପାଇଁ କ୍ୟାଲୋରୀର ସ୍ଥର ନିୟନ୍ତ୍ରଣ କରିଥାଏ । ତେବେ ଆପଣମାନେ ତ ଜାଣିଥିବେ ଯେ ଚିନି ଖାଇବା ଦ୍ୱାରା ଆମ ଓଜନ ବଢିଯାଏ । ଏହାସହ ଡାଇବେଟିସ୍‌ ଓ…

ଜାଣନ୍ତୁ ବାସି ଦହି ପଖାଳ ଶରୀର ପାଇଁ କେତେ ଲାଭଦାୟକ ଓ ଏହାର ଉପକାରିତା

ବର୍ତ୍ତମାନ ସମୟରେ ଲୋକଙ୍କ ମଧ୍ୟରେ ଖାଦ୍ୟକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଭାବନା ରହିଛି । ତେବେ ଆପଣମାନେ ଜାଣିଥିବେ ଯେ ଲୋକଙ୍କୁ ସବୁବେଳେ ଟେଷ୍ଟି ଖାଦ୍ୟ ଦରକାର ହୋଇଥାଏ ଓ ସେମାନେ ଏହାକୁ ପସନ୍ଦ ମଧ୍ୟ କରିଥାନ୍ତି । ତେବେ ଆପଣମାନେ ଜାଣିଛନ୍ତି କି ଦହି ପଖାଳ ଭାରତରେ ଅନେକ ସଂସ୍କୃତିର ଏକ…

ପିନଟ ବଟର୍‌ ଓ ଆଲମଣ୍ଡ ବଟର୍‌ ଭିତରେ କେଉଁଟା ଭଲ ? ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ବର୍ତ୍ତମାନ ସମୟରେ ବଟର୍‌ ଆମ ଖାଦ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଯୋଡ଼ି ହୋଇଯାଇଛି । ବର୍ତ୍ତମାନ ଅନେକ ପ୍ରକାରର ବଟର୍‌ ର୍ମାକେଟକୁ ଆସିଲାଣି, ଯେପରି ବାଦାମ ବଟର୍‌ ଓ ଆଲମଣ୍ଡ ବଟର୍‌ର ଲୋକପ୍ରିୟତା ବଢିଯାଇଛି । କିନ୍ତୁ ଆମ ସମସ୍ତଙ୍କ ମନରେ ଏହାକୁ ନେଇ ଏକ ପ୍ରଶ୍ନ ସବୁବେଳେ ଆସିଥାଏ ।…